ଫୁରସତ |

ବିଜ୍ଞାନ କାହାଣୀ ଲେଖକଙ୍କ ପରଲୋକ

ବିଜ୍ଞାନ କାହାଣୀ ଲେଖକଙ୍କ ପରଲୋକ
ବିଂଶ ଶତାବ୍ଦୀର ଜଣେ ଖ୍ୟାତନାମା ବିଜ୍ଞାନ କାହାଣୀ ଲେଖକ (ସାଇନ୍ସ ଫିକ୍ସନ୍‌ ରାଇଟର୍‌) ବ୍ରିଟେନ୍‌ର ବ୍ରାଏନ୍‌ ଆଲ୍‌ଡିସ୍‌ଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ଇଂଲଣ୍ଡର ଅକ୍ସଫୋର୍ଡଠାରେ ଥିବା ନିଜ ବାସଭବନରେ ଶନିବାର ଏହି ମହାନ୍‌ ଲେଖକ ଶେଷନିଃଶ୍ୱାସ ତ୍ୟାଗ କରିଥିବା ସାହିତି୍ୟକ ଏଜେନ୍ସି କର୍ଟିସ୍‌ ବ୍ରାଉନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ୧୯୨୫ରେ ଜନ୍ମିତ ଆଲ୍‌ଡିସ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତ ଏବଂ ବର୍ମା (ବର୍ତ୍ତମାନର ମ୍ୟାନମାର)ରେ ମୁତୟନ ଥିଲେ। ପରବର୍ତ୍ତୀ ସମୟରେ ସେ ପ୍ରକାଶକ ଭାବେ କାର୍ଯ୍ୟ କରିଥିଲେ। ସାଇନ୍ସ ଫିକ୍ସନ କାହାଣୀ ଏବଂ ଉପନ୍ୟାସ ଏବଂ ବିଭିନ୍ନ ସଂକଳନର ସମ୍ପାଦକ ଭାବେ ପାଠକ ମହଲରେ ଆଲ୍‌ଡିସ୍‌ଙ୍କ ସ୍ବତନ୍ତ୍ର ଛାପ ରହିଥିଲା। ଯୁବଗୋଷ୍ଠୀଙ୍କ ବିନା ପୃଥିବୀ କାହାଣୀ ଉପରେ ଲିଖିତ ପୁସ୍ତକ ‘ଗ୍ରେବିଅର୍ଡ’ ଏବଂ ‘ହେଲିକୋନିଆ’ ପୁସ୍ତକ ଏବେ ମଧ୍ୟ ପାଠକଙ୍କ ମଧ୍ୟରେ ଆଦୃତ ହୋଇରହିଛି।
All Right Reserved By

ଫୁରସତ |

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ରାୟପୁର, ୨୦।୯: ଛତିଶଗଡ଼ର ଭୀମରାଓ ଆମ୍ବେଡକର ହସ୍ପିଟାଲରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଡାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କରିବାର ୧୭ ଘଣ୍ଟା ପରେ ପୁଣି ଥରେ ମହିଳା ଜୀବିତ ଅବସ୍ଥାରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

କରାଚୀ, ୨୦।୯: ବିଘ୍ନବିନାଶନ ଗଣେଶଙ୍କ ଆରାଧନା କେବଳ ଭାରତରେ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ବେଶ୍‌ ଧୁମଧାମରେ ପାଳନ କରାଯାଏ। 

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

ଭୋପାଳ, ୨୦।୯: ୪୦ ବର୍ଷ ଅପେକ୍ଷା କଲେ ମଧ୍ୟ ବୃଦ୍ଧଙ୍କୁ ମିଳୁନି ନ୍ୟାୟ। ମଧ୍ୟପ୍ରଦେଶର ଧଓ୍ବାରୀରେ ରହୁଥିବା ବୃଦ୍ଧ ରାମସ୍ବରୂପ ଲଖେରା ନିଜ ଜମି ଆବଣ୍ଟନକୁ ନେଇ ୧୯୭୨ରେ ପ୍ରଥମେ ଆଇନର ଆଶ୍ରୟ ନେଇଥିଲେ। 

ପୁଅର ଅଭିନୟ ଆଖିରେ ଲୁହ ଭରି ଦେଇଥିଲା

ପୁଅର ଅଭିନୟ ଆଖିରେ ଲୁହ ଭରି ଦେଇଥିଲା

ପୁଅର ଅଭିନୟ ମୋ ଆଖିରେ ଲୁହ ଭରି ଦେଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବିଜୟ ମହାନ୍ତିଙ୍କ ସହିତ ମୋ ପୁଅ ଅଂଶୁମାନ ‘ଅନ୍ତର୍ଲିନ’ ନାମକ ଏକ ଚଳଚ୍ଚିତ୍ରରେ ଜଣେ ଅଟିଷ୍ଟିକ ଶିଶୁ ଭୂମିକାରେ ଅଭିନୟ କରିଥିଲେ।

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ଧାରାବାହିକ ‘ତୁଳସୀ’ରେ କ୍ରିଷ୍ଣା ଚରିତ୍ରରେ ପ୍ରଥମ କରି  ପରଦାକୁ ଓହ୍ଲାଇଥିଲେ ଅଭିନେତା ଶୁଭାଶିଷ୍‌ ଶର୍ମା (ଡାକ ନାମ ମଣ୍ଟୁ)। ପରେ ସେ ‘ଅପା’, ‘ଆଇନା’ ଭଳି ଅନେକ ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇବାର ସୁଯୋଗ ପାଇଥିଲେ।

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

୮୦ଟି ଫିଲ୍ମ, ୫୦୦ ଆଲବମ୍‌ ଓ ୧୫ଟି ଟେଲି ସିରିଏଲ୍‌ର ଟାଇଟଲ ଟ୍ରାକ୍‌। କେବଳ ଏତିକି ନୁହେଁ, ୮୦୦ରୁ ଊର୍ଦ୍ଧ୍ୱ ମ୍ୟୁଜିକ୍‌ ଭିଡିଓରେ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ। 

ଶ୍ରୀସୂକ୍ତ ପାଠ କଲେ ମିଳେ ମହାଲକ୍ଷ୍ମୀଙ୍କ କୃପା

ଶ୍ରୀସୂକ୍ତ ପାଠ କଲେ ମିଳେ ମହାଲକ୍ଷ୍ମୀଙ୍କ କୃପା

ମା’ ଲକ୍ଷ୍ମୀ ହେଉଛନ୍ତି ଧନଦାତ୍ରୀ। ଋଗ୍‌ ବେଦରେ ଉଲ୍ଲେଖ ରହିଛି ଯେ, ମହାଲକ୍ଷ୍ମୀଙ୍କୁ  ଶ୍ରୀସୂକ୍ତ ଓ ଲକ୍ଷ୍ମୀସୂକ୍ତ ପାଠ କଲେ ଦାରିଦ୍ର୍ୟ ଦୂରେଇ ଯାଏ।

ଦିନକୁ ଦିନ ଶିଶୁଙ୍କ ମୁହଁରୁ ଲିଭୁଛି ହସ

ଦିନକୁ ଦିନ ଶିଶୁଙ୍କ ମୁହଁରୁ ଲିଭୁଛି ହସ

ଦିନକୁ ଦିନ ଶିଶୁଙ୍କ ମୁହଁରୁ ହସ ଲିଭି ଲିଭି ଯାଉଛି। ଏଥିପାଇଁ ସେମାନଙ୍କ ଉପରେ କରାଯାଉଥିବା ବିଭିନ୍ନ ଅତ୍ୟାଚାର ଦାୟୀ ବୋଲି ଅଷ୍ଟ୍ରିଆର ଭିଏନା ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି।

ସାଙ୍ଗ ସାଜିଲେ ସଇତାନ

ସାଙ୍ଗ ସାଜିଲେ ସଇତାନ

ହରିୟାଣା, ୧୯।୯: ହରିୟାଣାର ରଓ୍ବୋଡିରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ହେବା ଘଟଣା ମନରୁ ନଲିଭୁଣୁ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି।

ଛୋଟପିଲା ଝାଡୁ ଧରି ଘର ଓଳାଇଲେ ମିଳେ ଏସବୁ ସୂଚନା...

ଛୋଟପିଲା ଝାଡୁ ଧରି ଘର ଓଳାଇଲେ ମିଳେ ଏସବୁ ସୂଚନା...

ବୟସ୍କମାନେ ଝାଡୁଧରି ଘର ଓଳାଇଥାନ୍ତି। ତେବେ ବେଳେବେଳେ ଛୋଟ ଶିଶୁ ହଠାତ୍‌ ଝାଡୁ ଧରି ଘର ଓଳାଇବା ଆରମ୍ଭ କରନ୍ତି। ଏହା ଶୁଭ ସୂଚକ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଘରକୁ ଅତିଥିଙ୍କ ଆଗମନ ସମ୍ପର୍କରେ ଏହା ଦେଇଥାଏ ସୂଚନା। 

ବାହାରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅଧିକ ପସନ୍ଦ କରନ୍ତି, କାହିଁକି

ବାହାରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅଧିକ ପସନ୍ଦ କରନ୍ତି, କାହିଁକି

ଘର ତୁଳନାରେ ଅଧିକାଂଶ ଦମ୍ପତି ବାହାରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅଧିକ ପସନ୍ଦ କରନ୍ତି।  ଘରେ ଥିବା ସମୟରେ ଦମ୍ପତିଙ୍କ ମଧ୍ୟରେ ରକ୍ଷଣଶୀଳତା ବୃଦ୍ଧି ପାଇଥାଏ। ମାତ୍ର ବାହାରକୁ ବୁଲି ଯାଇଥିବା ସମୟରେ ସେମାନଙ୍କ ମଧ୍ୟରେ ରୋମାଣ୍ଟିକ୍‌ ଭାବନା ଜାଗି ଉଠେ 

ବିଛା ବିଷର ମୂଲ୍ୟ ୭୬ କୋଟି

ବିଛା ବିଷର ମୂଲ୍ୟ ୭୬ କୋଟି

ଥାଇଲାଣ୍ଡର ବିଶ୍ୱ ପ୍ରସିଦ୍ଧ ଅହିରାଜ ସର୍ପର ବିଷଠାରୁ ବି ଅଧିକ ମୂଲ୍ୟବାନ କଙ୍କଡା ବିଛା ବିଷ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ।