ଫୁରସତ |

ନବ ଦମ୍ପତିଙ୍କୁ ଉପହାର ଦେଇ ୩ ମାସ ପରେ ମାଗିନେଲେ ସମ୍ପର୍କୀୟ

ନବ ଦମ୍ପତିଙ୍କୁ ଉପହାର ଦେଇ ୩ ମାସ ପରେ ମାଗିନେଲେ ସମ୍ପର୍କୀୟ

ଜନ୍ମଦିନ ହେଉ ଅଥବା ବିବାହ ଉତ୍ସବ, ପାର୍ଟି ଫଙ୍କ୍‌ସନ୍‌କୁ ଆସିଥିବା ଅତିଥିମାନେ ଉପହାର ଦେଇଥାଆନ୍ତି। ଅଷ୍ଟ୍ରେଲିଆରେ ଏକ ବିବାହ ଉତ୍ସବରେ ଏମିତି ମଧ୍ୟ ଘଟିଥିଲା। ଏକ ବିବାହ ଉତ୍ସବରେ ଯୋଗଦେବାକୁ ପୁଅ ଘରର ଜଣେ ଦୂର ସମ୍ପର୍କୀୟ ଆସିଥିଲେ।  ନବ ଦମ୍ପତିଙ୍କୁ ଉପହାର ମଧ୍ୟ ଦେଇଥିଲେ। ମାତ୍ର ବିବାହର ୩ ମାସ ପରେ ସେ ତାଙ୍କ ଉପହାର ମାଗି ନେଇଥିଲେ। 

ପ୍ରକୃତ ଘଟଣା ହେଲା, ସମ୍ପର୍କୀୟ ଜଣଙ୍କ ଉପହାର ସ୍ବରୂପ ୧୬୦ ପାଉଣ୍ଡ (୧୪ ହଜାର ୫ଶହ ଟଙ୍କା)ର ଏକ ଚେକ୍‌ ଦେଇଥିଲେ। ମାତ୍ର ଦେବାର ୩ ମାସ ପରେ ତାଙ୍କ ନିକଟକୁ ଏକ କଲ୍‌ ଆସିଥିଲା। ସେଇ ସମ୍ପର୍କୀୟ ତାଙ୍କୁ ଫୋନ୍‌ କରି କହିଥିଲେ, ସେ ୧୬ ପାଉଣ୍ଡ (୧୫ଶହ) ଟଙ୍କା ଦେବାକୁ ଚାହୁଁଥିଲେ। ମାତ୍ର ଭୁଲରେ ଏତେ ଟଙ୍କାର ଟେକ୍‌ ଦେଇ ଦେଇଛନ୍ତି। ତେଣୁ ତାଙ୍କୁ ୧୬ ପାଉଣ୍ଡ (୧୫ଶହ ଟଙ୍କା) ରଖି ବାକି ଟଙ୍କା ଫେରାଇ ଦେବାକୁ କହିଥିଲେ। ଏଥିରେ ପୁଅ ଘର ଲୋକେ ରାଗିଯାଇ  ଚେକ୍‌ଟିକୁ ଫେରାଇ ଦେଇଥିଲେ। ନବବଧୂ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହା ଲେଖି ଶେୟାର କରିଛନ୍ତି।

All Right Reserved By

ଫୁରସତ |

ସୌଭାଗ୍ୟ ପାଇଁ ହୋଲିରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଜିନିଷ...

ସୌଭାଗ୍ୟ ପାଇଁ ହୋଲିରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଜିନିଷ...

କିନ୍ନରଙ୍କୁ ତୃତୀୟ ଲିଙ୍ଗ ଭାବେ ଗ୍ରହଣ କରାଯାଇଥାଏ। ଏମାନଙ୍କର ସୃଷ୍ଟି ଅବିକଶିତ ଭ୍ରୂଣରୁ ହୋଇଥାଏ। ଏଭଳି ଭ୍ରୂଣରେ ଏକ୍ସ ଓ ଓ୍ବାଇ କ୍ରୋମୋଜମ୍‌ ମଧ୍ୟରେ ସମନ୍ବୟ ରହି ନ ଥାଏ। 

ହୋଲିରେ ଏସବୁ ରାଶିଙ୍କ ପାଇଁ ହେବ ଧନ ବର୍ଷା; ପ୍ରେମରେ ମିଳିିବ ସଫଳତା...

ହୋଲିରେ ଏସବୁ ରାଶିଙ୍କ ପାଇଁ ହେବ ଧନ ବର୍ଷା; ପ୍ରେମରେ ମିଳିିବ ସଫଳତା...

ରଙ୍ଗର ପର୍ବ ହୋଲିକୁ ପାଳନ କରିବାକୁ ସଭିଏଁ ବେଶ୍‌ ଉତ୍ସୁକତାର ସହିତ ଅପକ୍ଷା କରିଛନ୍ତି। ହୋଲି କେଉଁ କେଉଁ ରାଶି ପାଇଁ ଶୁଭ ଫଳ ଆଣିଦେବ ସେ ବିଷୟରେ ଆସନ୍ତୁ ଜାଣିବା...

ଯେଉଁଠି ରଙ୍ଗ ନୁହେଁ ପଚା ଅଣ୍ଡାରେ ଖେଳାଯାଏ ହୋଲି

ଯେଉଁଠି ରଙ୍ଗ ନୁହେଁ ପଚା ଅଣ୍ଡାରେ ଖେଳାଯାଏ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସୁକତାର ସହ  ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର ଲଗାଇ ପାଳନ କରୁଥିବା ବେଳେ ଅନ୍ୟଦେଶରେ ଭିନ୍ନ ନାମ ଓ ରୂପେ ପାଳନ କରାଯାଏ।

ରାତିରେ କୁକୁର କାନ୍ଦିବା:  ଅଶୁଭ ସଙ୍କେତ ନା ଆଉକିଛି...

ରାତିରେ କୁକୁର କାନ୍ଦିବା: ଅଶୁଭ ସଙ୍କେତ ନା ଆଉକିଛି...

ଅନେକ ସମୟରେ ରାତିରେ କୁକୁର ଉପରକୁ ମୁହଁ କରି ଭୁକିଥାଏ। ତେବେ ଏହାକୁ କେତେକ ଲୋକେ କୁକୁର କାନ୍ଦୁଥିବା ମଧ୍ୟ କହିଥାନ୍ତି। ଏହାକୁ ଲୋକେ ଅଶୁଭ କହିବା ସହିତ କୁକୁର ଯାହା ଘର ପାଖରେ ଭୁକିଥାଏ ତାଙ୍କ ଘରୁ କାହାର ମୃତ୍ୟୁ ହେବା ନେଇ ଅନେକ ଅନ୍ଧବିଶ୍ୱାସ ରହିଛି। ତେବେ ଜାଣନ୍ତୁ ଏହା କୌଣସି ଅଶୁଭ ସଙ୍କେତ  ନା ଆଉକିଛି...

ଏହି କମ୍ପାସ ଦ୍ୱାରା ଭାରତକୁ ଜଳପଥରେ ଆବିଷ୍କାର କରିଥିଲେ ଭାସ୍କୋଡାଗାମା

ଏହି କମ୍ପାସ ଦ୍ୱାରା ଭାରତକୁ ଜଳପଥରେ ଆବିଷ୍କାର କରିଥିଲେ ଭାସ୍କୋଡାଗାମା

ପର୍ତ୍ତୁଗାଲର ନାବିକ ଭାସ୍କୋଡ଼ାଗାମାଙ୍କ ‘ସମୁଦ୍ର ଦିଗ ସୂଚକ’ ଯନ୍ତ୍ରର ସନ୍ଧାନ ମିଳିଛି। ଗିନିଜ୍‌ ଓ୍ବାର୍ଲଡ ରେକର୍ଡ ଅନୁଯାୟୀ, ଏହି କମ୍ପାସ ବା ସମୁଦ୍ର ଦିଗ ସୂଚକ ଯନ୍ତ୍ରଟି ବହୁ ପୁରୁଣା। ଯାହା ୧୪୯୬ରୁ ୧୫୦୧ ମଧ୍ୟରେ ନିର୍ମିତ ହୋଇଥିବା ଜଣାପଡ଼େ।

ଯେଉଁ ପିଲାକୁ ପ୍ରାଣଭରି ଭଲ ପାଉଛନ୍ତି ପ୍ରଜାପତି...

ଯେଉଁ ପିଲାକୁ ପ୍ରାଣଭରି ଭଲ ପାଉଛନ୍ତି ପ୍ରଜାପତି...

ଉତ୍ତରପ୍ରଦେଶ ବରେଲୀର ତିଗରା ଗାଁରେ ରହୁଥିବା ଜୀବନେଶ ପାଲଟିଛନ୍ତି ପ୍ରଜାପତିଙ୍କ ସାଥୀ।

ବିନା ଶିକ୍ଷାଗତ ଯୋଗ୍ୟତାରେ ମିଳୁଛି କୋଟି କୋଟି ଟଙ୍କା ଦରମାର ଚାକିରି

ବିନା ଶିକ୍ଷାଗତ ଯୋଗ୍ୟତାରେ ମିଳୁଛି କୋଟି କୋଟି ଟଙ୍କା ଦରମାର ଚାକିରି

ବିନା ଶିକ୍ଷାଗତ ଯୋଗ୍ୟତାରେ ସପ୍ତାହକୁ ମାତ୍ର ୪ ଦିନ କାମ କଲେ ବର୍ଷକୁ ମିଳିବ ଦେଢ କୋଟି ଟଙ୍କା ଦରମା। ନ୍ୟୁଜିଲାଣ୍ଡରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ପାଇଁ ଏକ କମ୍ପାନୀ ଏମିତି ଚାକିରି ଦେଉଛି।

ଏହି ହୋଟେଲରେ ହନିମୁନ କଲେ ମିଳେ ୭୦ ଲକ୍ଷ ଟଙ୍କା

ଏହି ହୋଟେଲରେ ହନିମୁନ କଲେ ମିଳେ ୭୦ ଲକ୍ଷ ଟଙ୍କା

ସାଧାରଣତଃ ବିବାହ ସମୟକୁ ଅଭୁଲା କରିବାକୁ ସମସ୍ତେ ଚାହାଁନ୍ତି। କାରଣ ଏହା ଆଉ ଏକ ଜୀବନର ଆରମ୍ଭ। ସେଥିପାଇଁ ଅଧିକାଂଶ କପୁଲ ହନିମୁନକୁ ପ୍ରିଫର କରିଥାଆନ୍ତି। କିଏ ନିଜ ଦେଶରେ ତ କିଏ ବିଦେଶରେ ହନିମୁନ କରିବାକୁ ଯାଇଥାଆନ୍ତି। 

ନେତାଙ୍କର ବି ଅଛନ୍ତି ଫ୍ୟାନ୍‌: ଠାକ୍‌ରେଙ୍କୁ ଆଦର୍ଶ ମାନି କେଶରୀ ରଙ୍ଗ ପ୍ରେମରେ ମୋହନ

ନେତାଙ୍କର ବି ଅଛନ୍ତି ଫ୍ୟାନ୍‌: ଠାକ୍‌ରେଙ୍କୁ ଆଦର୍ଶ ମାନି କେଶରୀ ରଙ୍ଗ ପ୍ରେମରେ ମୋହନ

ବିଶେଷକରି କଳାକାର ଅଥବା ଖେଳାଳିଙ୍କର  ବହୁ ଫ୍ୟାନ୍‌ ବା ପ୍ରଶଂସକ ରହିଥା’ନ୍ତି। ସଚିନ୍‌ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରଭାବଶାଳୀ ବ୍ୟକ୍ତିତ୍ୱମାନଙ୍କର ରହିଛି ବଡ଼ ଫ୍ୟାନ୍‌ ଫଲୋଇଙ୍ଗ। 

ରାତିକ ପାଇଁ ସ୍ତ୍ରୀ ହୁଅନ୍ତି ଅଦଳ ବଦଳ...

ରାତିକ ପାଇଁ ସ୍ତ୍ରୀ ହୁଅନ୍ତି ଅଦଳ ବଦଳ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଉତ୍ତରଆମେରିକା ତଥା ସର୍ବିଆର କେତେକ ଜନଜାତି ବହୁଳ ଅଞ୍ଚଳରେ ସ୍ତ୍ରୀ ଅଦଳ ବଦଳ ପରମ୍ପରା ରହିଛି। ଏଠାରେ ଲୋକେ ନିଜ ସାଙ୍ଗସାଥୀଙ୍କ ମଧ୍ୟରେ ଏଭଳି କରିଥାନ୍ତି। 

ବିନା ପୋଷାକରେ ଶୟନ କଲେ କ’ଣ ହୁଏ...

ବିନା ପୋଷାକରେ ଶୟନ କଲେ କ’ଣ ହୁଏ...

ବିନା ପୋଷାକରେ ଶୟନ ନ କରିବାକୁ ଶାସ୍ତ୍ରରେ କୁହାଯାଇଛି। କିନ୍ତୁ ବିନା ପୋଷାକରେ ଶୟନ କଲେ ଅନେକ ଉପକାର ମିଳିଥାଏ। ଏନେଇ ନେଦରଲାଣ୍ଡ ଲେଇଦେନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

ହୋଲିରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଛାପ, ଭାଜପା ଆଣିଲା ନୂଆ ରଙ୍ଗ ‘ଶୌର୍ଯ୍ୟ ଗୁଲାଲ୍‌’

ହୋଲିରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଛାପ, ଭାଜପା ଆଣିଲା ନୂଆ ରଙ୍ଗ ‘ଶୌର୍ଯ୍ୟ ଗୁଲାଲ୍‌’

ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଆଣିଛି ନୂଆ ରଙ୍ଗ, ଯାହାର ନାଁ ‘ଶୌର୍ଯ୍ୟ ଗୁଲାଲ’। ଏହି ରଙ୍ଗର ଗୋଟିଏ ପ୍ୟାକେଟ୍‌ର ଦାମ ରହିଛି ୩୫ ଟଙ୍କା। ଏଥିରେ ସମସ୍ତ ଭାଜପା କର୍ମୀ ଓ ନେତା ହୋଲି ପାଳିବେ ବୋଲି ଜଣାପଡ଼ିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା