ମନୋରଞ୍ଜନ |

ଘାରିଛି ସୋସିଆଲ ମିଡିଆ ନିଶା

ଘାରିଛି ସୋସିଆଲ ମିଡିଆ ନିଶା

ଦବଙ୍ଗ ଗର୍ଲ ସୋନାକ୍ଷୀଙ୍କୁ ଏବେ ସୋସିଆଲ ମିଡିଆ ନିଶା ଘାରିଛି। ବସିବା ଠାରୁ କାଶିବା ଭଲ ପରି ସେ ଏବେ  ଅଧିକାଂଶ ସମୟ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି। ତାଙ୍କ କହିବା ଅନୁସାରେ ପ୍ରଶଂସକଙ୍କ ସହ ମିଶିବାର ଆଉ ଏକ ମାଧ୍ୟମ ହେଲା ସୋସିଆଲ ମିଡିଆ। ସେମାନଙ୍କର ମତାମତକୁ ବେଶ୍‌ ନିଖୁଣ ଭାବରେ ଦେଖି ନିଜ ଉତ୍ତର ଦେଇଥାଆନ୍ତି। ‘କରନ୍‌ ଜୋହରଙ୍କ ‘କଳଙ୍କ’ ମୋ କ୍ୟାରିୟର ପାଇଁ ଏକ ଟର୍ନିଂ ପଏଣ୍ଟ ହେବ। ଏଥିରେ ମାଧୁରୀ, ସଞ୍ଜୟ ଦତ୍ତଙ୍କ ପରି କଳାକାରଙ୍କ ସହ କାମ କରି ଅନେକ କିଛି ଶିଖିଛି। ବାକି ରହିଲା ସୋସିଆଲ ମିଡିଆ କଥା। ଏହାଦ୍ୱାରା ମୁଁ ମୋ ପ୍ରଶଂସକଙ୍କ ସହ ସିଧାସଳଖ ଯୋଡି ହୋଇପାରୁଛି ବୋଲି କହିଛନ୍ତି ସୋନାକ୍ଷୀ।


All Right Reserved By

ମନୋରଞ୍ଜନ |

ପୁଣି ଥରେ ବିବାହ କଲେ ଦୀପିକା-ରଣବୀର

ପୁଣି ଥରେ ବିବାହ କଲେ ଦୀପିକା-ରଣବୀର

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବୀର ସିଂହ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଇଟାଲିରେ ଆୟୋଜିତ ଏହି ବିବାହ ଉତ୍ସବରେ ଅଳ୍ପ କେତେ ହାତଗଣତି ଅତିଥି ଉପସ୍ଥିତ ଥିଲେ।

ସ୍ବାଡ୍ରନ ଲିଡର ବିଜୟ କାର୍ଣ୍ଣିକ ଚରିତ୍ରରେ ଅଜୟ ଦେବଗନ

ସ୍ବାଡ୍ରନ ଲିଡର ବିଜୟ କାର୍ଣ୍ଣିକ ଚରିତ୍ରରେ ଅଜୟ ଦେବଗନ

ମୁମ୍ବାଇ: ବଲିଉଡରେ ଏବେ ଦେଶଭକ୍ତି ମୁଭି ନିର୍ମାଣର ସମୟ ଚାଲିଥିବା ବେଳେ ଅଜୟ ଦେବଗନଙ୍କର ଅପ୍‌ କମିଂ ଫିଲ୍ମ‘ଭୁଜ, ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ଖୁବ୍‌ ଶୀଘ୍ର ପରଦାକୁ ଆସିବାକୁ ଯାଉଛି।

ବିବାହ ପରର ପ୍ରଥମ ହୋଲି ପାଳିବାକୁ ପ୍ରସ୍ତୁତ ଟେଲି କଳାକାର, ସାଥୀଙ୍କୁ ଉପହାର ଦେଇ ଲଗାଇବେ ହର୍ବାଲ ରଙ୍ଗ

ବିବାହ ପରର ପ୍ରଥମ ହୋଲି ପାଳିବାକୁ ପ୍ରସ୍ତୁତ ଟେଲି କଳାକାର, ସାଥୀଙ୍କୁ ଉପହାର ଦେଇ ଲଗାଇବେ ହର୍ବାଲ ରଙ୍ଗ

ଶୁକ୍ରବାର ହୋଲି। ରଙ୍ଗର ଏହି ପର୍ବକୁ ପାଳନ କରିବା ଲାଗି ବଲିଉଡ ତଥା ଟେଲି କଳାକାରମାନେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବିଶେଷକରି ଗତବର୍ଷ ହାତକୁ ଦୁଇ ହାତ ହୋଇଥିବା ଯୋଡ଼ି ମାନଙ୍କ ପାଇଁ ଏହା ହେଉଛି ବିବାହ ପରର ପ୍ରଥମ ହୋଲି। ତେବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଟେଲିଭିଜନ କଳାକାରମାନଙ୍କ ତାଲିକାରେ ରହିଛନ୍ତି କପିଲ-ଗିନ୍ନି, ଲବଲିନ୍‌-କୌଶିକ୍‌, ଜୟସିଂହ-ଭାରତୀ କୁମାର, ପାରୁଲ ଚୌହାନ-ଚିରାଗ ଠକ୍କର, ରୁବିନା ଦିଲାଇକ୍‌-ଅଭିନବ ଶୁକ୍ଳା ପ୍ରମୁଖ ଯୋଡ଼ିି।

ଟୁଇଟରରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟା

ଟୁଇଟରରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟା

ମୁମ୍ବାଇ,୨୦।୩: ଟୁଇଟରରେ ଏବେ ଦବଙ୍ଗ ଭାଇଜାନ୍‌ ସଲମାନ୍‌ ଖାଁ ଏବଂ ଚୁଲ୍‌ବୁଲୀ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଏକ ଫଟୋ ନେଇ ଚର୍ଚ୍ଚା ଜାରି ରହିଛି। ଫଟୋରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟାଙ୍କୁ ଦେଖିବାକୁ ମିଳୁଛି। 

ରାଜନୀତି କରିବେ ସନ୍ନି ଲିଓନ୍‌

ରାଜନୀତି କରିବେ ସନ୍ନି ଲିଓନ୍‌

ମୁମ୍ବାଇ,୨୦।୩: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ୍‌ ରାଜନୀତି କରିବେ। ମାନେ ରିୟଲ ଲାଇଫ୍‌ରେ ନୁହେଁ। ସେ ଏକ ତାମିଲ୍‌ ଫିଲ୍ମରେ ରାଜନେତ୍ରୀ ଭାବେ ଅଭିନୟ କରିବେ।

ଆଓ୍ବାର୍ଡ ଶୋ’ରେ ଲଭ୍‌ବାର୍ଡ ରଣବିର-ଆଲିଆଙ୍କୁ ନେଇ ଚର୍ଚ୍ଚା, ହାତରେ ହାତ ଛନ୍ଦି ବୁଲିଲେ

ଆଓ୍ବାର୍ଡ ଶୋ’ରେ ଲଭ୍‌ବାର୍ଡ ରଣବିର-ଆଲିଆଙ୍କୁ ନେଇ ଚର୍ଚ୍ଚା, ହାତରେ ହାତ ଛନ୍ଦି ବୁଲିଲେ

ବମ୍ବେ: ସତକୁ ବେଶି ଦିନ ଲୁଚାଇ ହୁଏନା। ଏହି ଉକ୍ତିଟି ବଲିଉଡ ଅଭିନେତ୍ରୀ-ଅଭିନେତାଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ। କହିବାର ଅର୍ଥ, ବଲିଉଡରେ ନିତି ନୂଆ ନୂଆ ସମ୍ପର୍କ ଗଢ଼ି ଉଠେ। ଏହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୁଏ। ହେଲେ ଏହାକୁ ଅଭିନେତ୍ରୀମାନେ ସର୍ବସମ୍ମୁଖରେ ସ୍ବୀକାର କରନ୍ତି ନାହିଁ। ଏଭଳି ଜଣେ ଲଭ୍‌ବାର୍ଡ ହେଉଛନ୍ତି ରଣବିର-ଆଲିଆ। 

ପ୍ରଭାବଶାଳୀ ମହିଳା ତାଲିକାରେ ଅଭିନେତ୍ରୀ ପ୍ରିୟଙ୍କା

ପ୍ରଭାବଶାଳୀ ମହିଳା ତାଲିକାରେ ଅଭିନେତ୍ରୀ ପ୍ରିୟଙ୍କା

ଲସ୍‌ ଏଞ୍ଜେଲସ୍‌: ବିଶ୍ୱ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ଅନ୍ତର୍ଜାତୀୟ ସେଲିବ୍ରିଟି ତାଲିକାରେ ସ୍ଥାନ ପାଇଛନ୍ତି। ୟୁଏସ୍‌ଏ ଟୁଡେଜ୍‌ ଲିଷ୍ଟ୍‌ର ୫୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଓପ୍‌ରା ଓ୍ବିନ୍‌ଫ୍ରେ ଏବଂ ମେରିଲ୍‌ ଷ୍ଟ୍ରିପ୍‌ଙ୍କ ସମେତ ପ୍ରିୟଙ୍କା ଚୋପ୍ରା ଅନ୍ୟତମ।

୧୪ ବର୍ଷ ପରେ ଏତେ ବଦଳି ଯାଇଛନ୍ତି ତନୁଶ୍ରୀ

୧୪ ବର୍ଷ ପରେ ଏତେ ବଦଳି ଯାଇଛନ୍ତି ତନୁଶ୍ରୀ

୨୦୦୫ ମସିହାରେ ଫିଲ୍ମ ‘ଆଶିକ୍‌ ବନାୟା ଅପ୍‌ନେ’ ଯୋଗେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିବା ତନୁଶ୍ରୀ ଦତ୍ତ ପ୍ରଥମ ଫିଲ୍ମରେ ଦର୍ଶକଙ୍କ ହୃଦୟକୁ ଜିଣି ନେଇଥିଲେ। ଏହା ପରେ ‘ଚକୋଲେଟ୍‌’, ‘ରକିବ୍‌’ ‘ଢ଼ୋଲ’ ପରି ଫିଲ୍ମରେ ନଜର ଆସିଥିଲେ। ହଠାତ୍‌ ଇଣ୍ଡଷ୍ଟ୍ରିକୁ ଅଲବିଦା କହି ପରଦାରୁ ଗାଏବ ହୋଇଯାଇଥିଲେ। ୧୯୮୪ ମସିହା ମାର୍ଚ୍ଚ ୧୯ ତାରିଖରେ ଜାମସେଦପୁରରେ ଜନ୍ମିତ ତନୁଶ୍ରୀ ମିସ୍‌ ଇଣ୍ଡିଆ ୟୁନିଭର୍ସ ମଧ୍ୟ ହୋଇଛନ୍ତି। ୨୦୧୮ରେ ତନୁଶ୍ରୀ ଭାରତରେ ‘ମି-ଠୁ ଆନ୍ଦୋଳନକୁ ସକ୍ରିୟ କରିଥିଲେ। 

ରାଜ କପୁରଙ୍କ ହୋଲି ଉତ୍ସବରେ କେବେବି ଯୋଗ ଦେଇ ନ ଥିଲେ ଦେବ ଆନନ୍ଦ

ରାଜ କପୁରଙ୍କ ହୋଲି ଉତ୍ସବରେ କେବେବି ଯୋଗ ଦେଇ ନ ଥିଲେ ଦେବ ଆନନ୍ଦ

ମୁମ୍ବାଇ: ବଲିଉଡ୍‌ ଶୋ ମ୍ୟାନ ଭାବେ ପରିଚିତ ରାଜ କପୁର ପ୍ରଥମେ ଆର୍‌କେ ଷ୍ଟୁଡିଓରେ ପାଳନ କରୁଥିଲେ ହୋଲି। ଏହି ଉତ୍ସବକୁ ପ୍ରତିବର୍ଷ ଅପେକ୍ଷା ରଖିଥାଆନ୍ତି ବଲିଉଡ୍‌ର ସମସ୍ତ ସେଲିବ୍ରିଟି।

ଏକ୍ସ ବୟଫ୍ରେଣ୍ଡଙ୍କ ସହ ଦୀପିକା

ଏକ୍ସ ବୟଫ୍ରେଣ୍ଡଙ୍କ ସହ ଦୀପିକା

ରଣବୀର କପୁର-ଦୀପିକା ପାଦୁକୋନଙ୍କ ଲଭ୍‌ ଏବଂ ବ୍ରେକଅପ୍‌ ସମ୍ପର୍କରେ ପ୍ରଶଂସକମାନେ ଭଲ ଭାବେ ଜାଣିଛନ୍ତି। ଏହି ଦୁଇଜଣଙ୍କୁ ମିଶାଇବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ ପ୍ରଶଂସକ। ଶେଷରେ ଦୀପିକା ରଣବୀର ସିଂଙ୍କୁ ବିବାହ କରିନେଲେ। କିନ୍ତୁ ବ୍ରେକଅପ୍‌ ପରେ ଦୀପିକା-ରଣବୀର ଦୁଇଜଣଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଯାହା ଏକ ଇଭେଣ୍ଟରେ ଦେଖିବାକୁ ମିଳିଛି। 

୨୫ ବର୍ଷ ସାନ ହିରୋଇନଙ୍କ ସହ ରୋମାନ୍ସ କରିବେ ସଲମାନ୍‌

୨୫ ବର୍ଷ ସାନ ହିରୋଇନଙ୍କ ସହ ରୋମାନ୍ସ କରିବେ ସଲମାନ୍‌

ସଞ୍ଜୟ ଲୀଲା ଭଂସାଲୀ କିଛିଦିନ ପରେ ‘ଇନ୍‌ସଲାହ’କୁ ନେଇ ଚର୍ଚ୍ଚାରେ। କିଛିଦିନ ପୂର୍ବରୁ ଜାଣିବାକୁ ମିଳିଥିଲା ଭଂସାଲୀ ତାଙ୍କର ଆଗାମୀ ଫିଲ୍ମରେ ସଲମାନ୍‌ଙ୍କୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏବେ ଏହା ସ୍ପଷ୍ଟ ହୋଇଛି। ସଲମାନ୍‌ ଏବଂ ଭଂସାଲୀ ୧୯୯୯ରେ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ରେ ମିଶି କାମ କରିଥିଲେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ଦ୍ୱିତୀୟ ପୋଷ୍ଟର ଟୁଇଟ୍‌ କଲେ ବିବେକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ଦ୍ୱିତୀୟ ପୋଷ୍ଟର ଟୁଇଟ୍‌ କଲେ ବିବେକ

ମୁମ୍ବାଇ,୧୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମାଣ କରାଯାଇଥିବା ବଲିଉଡ୍‌ ବାୟୋପିକ୍‌ ମୁଭି  ‘ପିଏମ୍‌ ନରେନ୍ଦ୍ର ମୋଦି’ର ଦ୍ୱିତୀୟ ପୋଷ୍ଟରକୁ ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ବିବେକ ଓବରଏ ମଙ୍ଗଳବାର ଟୁଇଟ୍‌ କରିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା