ଅନ୍ତର୍ଜାତୀୟ |

ଆଫଗାନିସ୍ତାନରେ ପହଞ୍ଚିଲା ଭାରତର ପ୍ରଥମ ସିପ୍‌ମେଣ୍ଟ

ଆଫଗାନିସ୍ତାନରେ ପହଞ୍ଚିଲା ଭାରତର ପ୍ରଥମ ସିପ୍‌ମେଣ୍ଟ
କାବୁଲ,୧୧।୧୧: ଭାରତରୁ ଗହମ ନେଇ ଯାଇଥିବା ପ୍ରଥମ ସିପ୍‌ମେଣ୍ଟ ଇରାନର ଚବାହାର ବନ୍ଦର ଦେଇ ଶନିବାର ଆଫଗାନିସ୍ତାନରେ ପହଞ୍ଚିଛି। ଏହି ପ୍ରଥମ ସିପ୍‌ମେଣ୍ଟର ଆଗମନରେ ଆଫଗାନିସ୍ତାନର ବରିଷ୍ଠ ଅଧିକାରୀ ଓ କାବୁଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମନପ୍ରୀତ ଭୋରା ନୂଆ ବେପାର ବଣିଜର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଚବାହାର ବନ୍ଦର ଆରମ୍ଭ ହେବା ପରେ ଆଫଗାନିସ୍ତାନ ଆଉ କରାଚି ବନ୍ଦର ଉପରେ ନିର୍ଭର କରିବ ନାହଁି ବୋଲି ସୂଚନା ମିଳିଛି।
All Right Reserved By

ଅନ୍ତର୍ଜାତୀୟ |

ସିଧା ପ୍ରସାରଣରେ ଅଶ୍ଳୀଳ ଇଙ୍ଗିତ କଲେ ନ୍ୟୁଜ ଆଙ୍କର: ଭିଡିଓ ଭାଇରାଲ

ସିଧା ପ୍ରସାରଣରେ ଅଶ୍ଳୀଳ ଇଙ୍ଗିତ କଲେ ନ୍ୟୁଜ ଆଙ୍କର: ଭିଡିଓ ଭାଇରାଲ

ଇସ୍‌ଲାମାବାଦ,୨୪।୯: ପାକିସ୍ତାନର ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ନ୍ୟୁଜ ଆଙ୍କର ଭାବେ କାମ କରନ୍ତି ଶୟିଦ ରଜା ମେହେଦି। ଏବେ ଏହି ଆଙ୍କରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୪୦ ଫୁଟ ଗଭୀର ସମୁଦ୍ର ତଳୁ ମିଳିଲା ୪ ଶହ ବର୍ଷ ତଳର ଭାରତୀୟ ପାଣି ଜାହାଜ

୪୦ ଫୁଟ ଗଭୀର ସମୁଦ୍ର ତଳୁ ମିଳିଲା ୪ ଶହ ବର୍ଷ ତଳର ଭାରତୀୟ ପାଣି ଜାହାଜ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ପର୍ତ୍ତୁଗାଲ ଉପକୂଳ ଲିସବନ୍‌ ନିକଟରୁ ମିଳିଛି ୪ ଶହ ବର୍ଷ ତଳର ଭାରତୀୟ ଜାହାଜ। ଏହା ୪୦ ଫୁଟ ଗଭୀର ପାଣିତଳେ ରହିଛି। ଜାହାଜଟି ୧୫୭୫ରୁ ୧୬୨୫ ମଧ୍ୟରେ ବୁଡ଼ି ଯାଇଥିବା ଗବେଷକ ସୂଚିତ କରିଛନ୍ତି।

ଗର୍ଲ ଫ୍ରେଣ୍ଡଙ୍କ ନାବାଳିକା କନ୍ୟାଙ୍କୁ ବଳାତ୍କାର କରି ୧୬୦ ବର୍ଷ ଜେଲ୍‌ ଦଣ୍ଡ

ଗର୍ଲ ଫ୍ରେଣ୍ଡଙ୍କ ନାବାଳିକା କନ୍ୟାଙ୍କୁ ବଳାତ୍କାର କରି ୧୬୦ ବର୍ଷ ଜେଲ୍‌ ଦଣ୍ଡ

ଆଟଲାଣ୍ଟା,୨୪।୯: ଆମେରିକା ଆଟଲାଣ୍ଟାରେ ଗର୍ଲ ଫ୍ରେଣ୍ଡ୍‌ଙ୍କ ନାବାଳିକା କନ୍ୟାଙ୍କୁ ଏକାଧିକ ଥର ବଳାତ୍କାର କରିଥିବା ଅଭିଯୋଗରେ ନିକୋଲୋସ ନାମକ ଜଣେ ଯୁବକଙ୍କୁ ୧୬୦ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି।

ଅଷ୍ଟ୍ରେଲିଆରେ ଶିଳ୍ପା ଶେଟ୍ଟି ବର୍ଣ୍ଣ ବୈଷମ୍ୟର ଶିକାର

ଅଷ୍ଟ୍ରେଲିଆରେ ଶିଳ୍ପା ଶେଟ୍ଟି ବର୍ଣ୍ଣ ବୈଷମ୍ୟର ଶିକାର

ସିଡ୍‌ନୀ,୨୪।୯: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟି କୁନ୍ଦ୍ରା ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଛନ୍ତି। ସେ ସିଡ୍‌ନୀରୁ ମେଲବୋର୍ଣ୍ଡ ଯାତ୍ରା କରୁଥିବା ସମୟରେ ଏହା ଘଟିଛି। 

ମୁସଲମାନ୍‌ ମହିଳାଙ୍କୁ ବୁର୍ଖା ମନା

ମୁସଲମାନ୍‌ ମହିଳାଙ୍କୁ ବୁର୍ଖା ମନା

ଜେନେଭା,୨୪।୯: ସ୍ବିଜରଲାଣ୍ଡର ସେଣ୍ଟ ଗାଲେନରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବାକୁ ବିରୋଧ କରି ରବିବାର ମତଦାନ କରାଯାଇଥିଲା। ଏହାକୁ ଅଧିକାଂଶ ଲୋକେ ସମର୍ଥନ କରିଥିବା ଜଣାପଡିଛି। 

ଇଭାଙ୍କାଙ୍କୁ ଦେଖିଲେ ମନ ଭରିଯାଏ ମହାକାଶଚାରୀଙ୍କର

ଇଭାଙ୍କାଙ୍କୁ ଦେଖିଲେ ମନ ଭରିଯାଏ ମହାକାଶଚାରୀଙ୍କର

ଓ୍ବାଶିଂଟନ,୨୪।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ଟ୍ରମ୍ଫ ତାଙ୍କ ସୁନ୍ଦରତା ଓ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ବେଶ୍‌ ପରିଚିତ। ଏମିତିକି ତାଙ୍କ ରୂପ ଅନେକଙ୍କୁ ମୁଗ୍ଧ କରେ।

୪ ହଜାର ଅଶ୍ଳୀଳ ଓ୍ବେବସାଇଟ୍‌ ବନ୍ଦ କଲା ଚାଇନା

୪ ହଜାର ଅଶ୍ଳୀଳ ଓ୍ବେବସାଇଟ୍‌ ବନ୍ଦ କଲା ଚାଇନା

ବେଜିଂ: ଚାଇନା ୪ ହଜାର ଅଶ୍ଳୀଳ ଓ୍ବେବସାଇଟ୍‌କୁ ବନ୍ଦ କରିଛି। ସମାଜ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଛି।

ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର ଡିଲ୍‌ରେ ହୋଇନି ଅନିୟମିତତା: ଇଟାଲୀ ଅଦାଲତ

ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର ଡିଲ୍‌ରେ ହୋଇନି ଅନିୟମିତତା: ଇଟାଲୀ ଅଦାଲତ

ନୂଆଦିଲ୍ଲୀ/ରୋମ୍‌,୨୪।୯: ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର ଡିଲ୍‌ରେ କୌଣସି ଅନିୟମିତତା ହୋଇ ନାହିଁ। ଏନେଇ ଇଟାଲୀର ଏକ କୋର୍ଟ ରାୟ ଦେଇଛି। 

ମାଳଦ୍ୱୀପ ନିର୍ବାଚନରେ ସୋଲିହଙ୍କ ବିପୁଳ ବିଜୟ

ମାଳଦ୍ୱୀପ ନିର୍ବାଚନରେ ସୋଲିହଙ୍କ ବିପୁଳ ବିଜୟ

ମାଲେ,୨୪।୯: ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ପ୍ରାର୍ଥୀ ଇବ୍ରାହିମ୍‌ ମହମ୍ମଦ ସୋଲିହଙ୍କ ବିଜୟ ହୋଇଛି। ବର୍ତ୍ତମାନର ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ୍‌ ପରାଜିତ ହୋଇଛନ୍ତି। 

ୟୁଏନ୍‌ଜିଏରେ ଯୋଗ ଦେବାକୁ ନ୍ୟୁୟର୍କ ପହଞ୍ଚିଲେ ସୁଷମା

ୟୁଏନ୍‌ଜିଏରେ ଯୋଗ ଦେବାକୁ ନ୍ୟୁୟର୍କ ପହଞ୍ଚିଲେ ସୁଷମା

ନ୍ୟୁୟର୍କ.୨୩।୯: ୟୁନାଇଟେଡ୍‌ ନେଶନ୍ସ ଜେନରାଲ ଆସେମ୍ଲି(ୟୁଏନ୍‌ଜିଏ)ରେ ଯୋଗ ଦେବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ରବିବାର ନ୍ୟୁୟର୍କ ପହଞ୍ଚିଛନ୍ତି। ସେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।

ଆଇଏସ୍‌ଆଇ ଇଶାରାରେ ହୋଇଥିଲା ପୋଲିସ କର୍ମଚାରୀଙ୍କ ଅପହରଣ ହତ୍ୟା

ଆଇଏସ୍‌ଆଇ ଇଶାରାରେ ହୋଇଥିଲା ପୋଲିସ କର୍ମଚାରୀଙ୍କ ଅପହରଣ ହତ୍ୟା

ଶ୍ରୀନଗର/ଇସଲାମାବାଦ୍‌,୨୩।୯: ଜମ୍ମୁ-କଶ୍ମୀରରେ ହୋଇଥିବା ୩ ଜଣ ସ୍ବତନ୍ତ୍ର ପୋଲିସ ଅଫିସରଙ୍କ ଅପହରଣ ହତ୍ୟା ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଇଶାରାରେ ହୋଇଛି।

ଅଫୁଟା ମୋର୍ଟାର ସହ ଖେଳୁଥିବା ୮ ଶିଶୁ ମୃତ

ଅଫୁଟା ମୋର୍ଟାର ସହ ଖେଳୁଥିବା ୮ ଶିଶୁ ମୃତ

କାବୁଲ,୨୩।୯: ଆଫଗାନିସ୍ତାନରେ ହୋଇଥିବା ଏକ ମୋର୍ଟାର ବିସ୍ଫୋରଣରେ ୪ଜଣ ଭଉଣୀ ଭାଇଙ୍କ ସହ ୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଏକ ଅଫୁଟା ମୋର୍ଟାର ସହ ପିଲାମାନେ ଖେଳୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା।