ଜାତୀୟ |

କୁମ୍ଭମେଳାରେ ବୁଡିଯାଉଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଥିବା କନଷ୍ଟେବଳଙ୍କ ପରଲୋକ

କୁମ୍ଭମେଳାରେ ବୁଡିଯାଉଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଥିବା କନଷ୍ଟେବଳଙ୍କ ପରଲୋକ

ନୂଆଦିଲ୍ଲୀ,୨୩।୨: ନ୍ୟାଶନାଲ ଡିଜାଷ୍ଟର ରେଶପନ୍ସ ଫୋର୍ସ(ଏନ୍‌ଡିଆର୍‌ଏଫ୍‌)ରେ କନଷ୍ଟେବଳ ଥିବା ରାଜେନ୍ଦର ଗୌତମଙ୍କ ପରଲୋକ ହୋଇଥିବା ଜଣେ ଏନ୍‌ଡିଆର୍‌ଏଫ୍‌ ଅଧିକାରୀ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ସୂଚନା ଅନୁଯାୟୀ, ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଜଣେ ବୟସ୍କ ବ୍ୟକ୍ତି ପାଣିରେ ବୁଡିଯିବା ସମୟରେ ରାଜେନ୍ଦର ତାଙ୍କୁ ଉଦ୍ଧାର କରିଥିଲେ। ଏହି ସମୟରେ ତାଙ୍କ ମେରୁଦଣ୍ଡ ହାଡ଼ର କିଛି ସ୍ଥାନରେ ଆଘାତ ଲାଗିଥିଲା। ଫେବୃୟାରୀ ୧୯ ତାରିଖରେ ଘଟିଥିବା ଏହି ଘଟଣା ପରେ ତାଙ୍କୁ ତୁରନ୍ତ ନୂଆଦିଲ୍ଲୀ ଏୟାର ଲିପ୍ଟ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପୈତୃକ ଗାଁ  ହିମାଚଳ ପ୍ରଦେଶର ବିଲାଶପୁରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି। 

 

All Right Reserved By

ଜାତୀୟ |

ସହଯୋଗ କରୁ ନ ଥିବାରୁ ରବର୍ଟ ଭଦ୍ରାଙ୍କୁ ରିମାଣ୍ଡରେ ନେବାକୁ ଚାହୁଁଛି ଇଡି

ସହଯୋଗ କରୁ ନ ଥିବାରୁ ରବର୍ଟ ଭଦ୍ରାଙ୍କୁ ରିମାଣ୍ଡରେ ନେବାକୁ ଚାହୁଁଛି ଇଡି

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ବିରୋଧରେ ବଢ଼ୁଛି ବିବାଦ।

ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇବାରୁ ମିଳିଲା ପୁରସ୍କାର

ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇବାରୁ ମିଳିଲା ପୁରସ୍କାର

ସୁରଟ, ୧୯।୩: ଗୁଜୁରାଟର ସୁରଟରେ ଜଣେ ସେଲ୍ସମ୍ୟାନ ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ତାର ମାଲିକଙ୍କୁ ଫେରାଇବାରୁ ତାଙ୍କୁ ପୁରସ୍କୁତ କରାଯାଇଛି। 

୧୪ ବର୍ଷ ବାଳକଙ୍କୁ ସାହସିକତା ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

୧୪ ବର୍ଷ ବାଳକଙ୍କୁ ସାହସିକତା ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୯।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସାହସିକତା ପାଇଁ କେତେଜଣ ଶହୀଦ ଯବାନଙ୍କ ପତ୍ନୀଙ୍କୁ କିର୍ତ୍ତୀ ଚକ୍ର ପ୍ରଦାନ କରିଛନ୍ତି। ତେବେ ସାହସିକତା ପାଇଁ ସେ ଜମ୍ମୁ-କଶ୍ମୀରର ଜଣେ ୧୪ ବର୍ଷ ବାଳକଙ୍କୁ ମଧ୍ୟ ସମ୍ମାନୀତ କରିଛନ୍ତି।

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ସେନା ଓ ପୋଲିସ ଅଫିସର: ଗୋଇନ୍ଦା ବିଭାଗ ଜାରି କଲା ସତର୍କ ସୂଚନା

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ସେନା ଓ ପୋଲିସ ଅଫିସର: ଗୋଇନ୍ଦା ବିଭାଗ ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ,୧୯।୩: ଭାରତରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ଖଲିସ୍ତାନ ଆତଙ୍କବାଦୀଙ୍କ ସହାୟତା ନେଉଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଜାରି କରାଯାଇଛି ସତର୍କ ସୂଚନା। 

ପାକିସ୍ତାନ ପକ୍ଷରୁ ପୁଣି ମୋର୍ଟାର ସେଲିଂ ମାଡ଼: ସୀମାରେ ଉତ୍ତେଜନା

ପାକିସ୍ତାନ ପକ୍ଷରୁ ପୁଣି ମୋର୍ଟାର ସେଲିଂ ମାଡ଼: ସୀମାରେ ଉତ୍ତେଜନା

ଶ୍ରୀନଗର,୧୯।୩ : ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ମଙ୍ଗଳବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। 

କେରଳରେ ବ୍ୟାପୁଛି ବେଷ୍ଟ ନାଇଲ ଭାଇରସ୍‌

କେରଳରେ ବ୍ୟାପୁଛି ବେଷ୍ଟ ନାଇଲ ଭାଇରସ୍‌

ଥିରୁଭାନନ୍ତପୁରମ୍‌, ୧୯।୩: କେରଳରେ ବ୍ୟାପୁଛି ବେଷ୍ଟ ନାଇଲ ଭାଇରସ୍‌। ଏହି ଭୂତାଣୁ ମଣିଷଙ୍କ ଠାରୁ ଆରମ୍ଭ କରି ପକ୍ଷୀଙ୍କ ମଧ୍ୟରେ ବ୍ୟାପିଥାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ଦ୍ୱିତୀୟ ପୋଷ୍ଟର ଟୁଇଟ୍‌ କଲେ ବିବେକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ଦ୍ୱିତୀୟ ପୋଷ୍ଟର ଟୁଇଟ୍‌ କଲେ ବିବେକ

ମୁମ୍ବାଇ,୧୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମାଣ କରାଯାଇଥିବା ବଲିଉଡ୍‌ ବାୟୋପିକ୍‌ ମୁଭି  ‘ପିଏମ୍‌ ନରେନ୍ଦ୍ର ମୋଦି’ର ଦ୍ୱିତୀୟ ପୋଷ୍ଟରକୁ ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ବିବେକ ଓବରଏ ମଙ୍ଗଳବାର ଟୁଇଟ୍‌ କରିଛନ୍ତି। 

ଘର ବାହୁଡା ହେଲେ ଅପହୃତ ୭ ଭାରତୀୟଙ୍କ ମଧ୍ୟରୁ ଜଣେ

ଘର ବାହୁଡା ହେଲେ ଅପହୃତ ୭ ଭାରତୀୟଙ୍କ ମଧ୍ୟରୁ ଜଣେ

ନୂଆଦିଲ୍ଲୀ/କାବୁଲ: ଆଫଗାନିସ୍ତାନର ବାଘଲାନ ଅଞ୍ଚଳରୁ ପ୍ରାୟ ୧୦ମାସ ତଳେ ଅପହୃତ ହୋଇଥିବା ୭ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଭାରତ ଫେରିଥିବା ସୂଚନା ମିଳିଛି। 

ପ୍ରିୟଙ୍କାଙ୍କ ଟାର୍ଗେଟ୍‌ରେ ମୋଦି

ପ୍ରିୟଙ୍କାଙ୍କ ଟାର୍ଗେଟ୍‌ରେ ମୋଦି

ଲକ୍ଷ୍ନୌ,୧୯।୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଟାର୍ଗେଟ୍‌।

ମୁମ୍ବାଇ ଆକ୍ରମଣକୁ ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଆକ୍ରମଣ କହିଲା ଚାଇନା

ମୁମ୍ବାଇ ଆକ୍ରମଣକୁ ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଆକ୍ରମଣ କହିଲା ଚାଇନା

ବେଜିଂ/ନୂଆଦିଲ୍ଲୀ,୧୯।୩: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ପାକିସ୍ତାନ ଆତଙ୍କବାଦୀ ମାସୁଦ ଆଝାରଙ୍କୁ ‘ଗ୍ଲୋବାଲ ଟେରରିଷ୍ଟ’ ଘୋଷଣା କରିବାକୁ ନେଇ ଚାଇନା ଏକ ପ୍ରକାର ଅମଙ୍ଗ ଥିଲା।

୨ ଯବାନଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ସମ୍ମାନ

୨ ଯବାନଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ସମ୍ମାନ

ନୂଆଦିଲ୍ଲୀ,୧୯।୩: ଦେଶସେବାରେ ପ୍ରାଣବଳୀ ଦେଇଥିବା ୨ ଯବାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମରଣୋତ୍ତର କୀର୍ତ୍ତିଚକ୍ର ସମ୍ମାନ ପ୍ରଦାନ କରିଛନ୍ତି। ଭାରତୀୟ ସେନା ଯବାନ ବିଜୟ କୁମାର ଏବଂ ସିଆର୍‌ପିଏଫ୍‌ କନଷ୍ଟେବଳ ପ୍ରଦୀପ କୁମାର ପଣ୍ଡାଙ୍କୁ ଏହି ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଛି।

୯୦ ହଜାର ଟଙ୍କାର ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ପ୍ରିୟଙ୍କା

୯୦ ହଜାର ଟଙ୍କାର ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ,୧୯।୩: ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଜାରି ରହିଛି। ପୂର୍ବରୁ ତାଙ୍କ ବିବାହ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ତାଙ୍କର ଦାମିକା ଡ୍ରେସ୍‌ ନେଇ ଆରମ୍ଭ ହୋଇଛି ଟୁପ୍‌ଟାପ୍‌।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା