ମନୋରଞ୍ଜନ |

ମୁମ୍ବାଇ ଫିଲ୍ମ ସିଟିରେ ସିଦ୍ଧୁଙ୍କ ପ୍ରବେଶ ନିଷେଧ

ମୁମ୍ବାଇ ଫିଲ୍ମ ସିଟିରେ ସିଦ୍ଧୁଙ୍କ ପ୍ରବେଶ ନିଷେଧ

ମୁମ୍ବାଇ: ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶବିରୋଧୀ ମନ୍ତବ୍ୟ ପାଇଁ ପୂର୍ବତନ କ୍ରିକେଟର ତଥା ରାଜନେତା ନବଜୋତ୍‌ ସିଂ ସିଦ୍ଧୁଙ୍କୁ ମୁମ୍ବାଇ ଫିଲ୍ମ ସିଟିରେ ପ୍ରବେଶ କରିବାକୁ ବାରଣ କରାଯାଇଛି। କିଛିଦିନ ତଳେ ଏହି କାରଣ ପାଇଁ ତାଙ୍କୁ କପିଲ ଶର୍ମାଙ୍କ କମେଡି ଶୋ’ରୁ ବାଦ୍‌ ଦିଆଯାଇଥିଲା। ସେଥିରେ ସେ ସ୍ବତନ୍ତ୍ର ଅତିଥି ଭାବରେ ଯୋଗ ଦେଉଥିଲେ। କ୍ରିକେଟରରୁ ରାଜନେତା ପାଲଟିଥିବା ସିଦ୍ଧୁଙ୍କୁ ଫେଡେରେଶନ୍‌ ଅଫ୍‌ ଓ୍ବେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ ପକ୍ଷରୁ ନିଷେଧ କରାଯାଇଛି। ଫେଡେରେଶନ୍‌ ପକ୍ଷରୁ ଏ ସମ୍ପର୍କିତ ଏକ ପତ୍ର ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶକଙ୍କ ପାଖକୁ ପଠାଯାଇଛି। ଭାରତରେ ପାକିସ୍ତାନୀ କଳାକାରଙ୍କୁ କାମ କରିବାର ସୁଯୋଗ ନ ଦେବା ଏବଂ ପାକିସ୍ତାନରେ ଭାରତୀୟ ଫିଲ୍ମ ରିଲିଜ୍‌ ନ କରିବାକୁ ଉକ୍ତ ଫେଡେରେଶନ୍‌ ପୂର୍ବରୁ ନିଷେଧାଜ୍ଞା ଜାରି କରିଥିଲା। 

ପୁଲ୍‌ଓ୍ବାମା ଆକ୍ରମଣ ପ୍ରସଙ୍ଗରେ କପିଲ ଶର୍ମା ଶୋ’ରେ ସିଦ୍ଧୁ କହିଥିଲେ, କିଛି ଲୋକଙ୍କ ଖରାପ କାମ ପାଇଁ ସାରା ପାକିସ୍ତାନକୁ ନିନ୍ଦିତ କରାଯିବା ଉଚିତ ନୁହେଁ। ସୂଚନାଯୋଗ୍ୟ ଯେ, ପୁଲଓ୍ବାମାରେ ପାକିସ୍ତାନ ପ୍ରାୟୋଜିତ ଜଣେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ଯୋଗୁ ୪୯ ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ ଯାଇଥିଲା। ସିଦ୍ଧୁଙ୍କ ମନ୍ତବ୍ୟରେ କ୍ରୋଧ ପ୍ରକାଶ କରି ଅନେକେ ତାଙ୍କୁ କପିଲ ଶର୍ମାଙ୍କ କମେଡି ଶୋ’ରୁ ବିଦା କରିବା ପାଇଁ ଟୁଇଟ୍‌ କରିଥିଲେ। ବର୍ତ୍ତମାନ ତାଙ୍କ ସ୍ଥାନ ନେଇଛନ୍ତି ଅର୍ଚ୍ଚନା ପୂରନ୍‌ ସିଂ। ଅନୁପମ ଖେର୍‌ ଏବଂ ମନୋଜ ଜୋଷୀଙ୍କ ଭଳି ବହୁ ସେଲିବ୍ରିଟି ସିଦ୍ଧୁଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି।

All Right Reserved By

ମନୋରଞ୍ଜନ |

ଭାଇରାଲ ହେଉଛି ସାରା-କାର୍ତ୍ତିକଙ୍କ ଭିଡିଓ

ଭାଇରାଲ ହେଉଛି ସାରା-କାର୍ତ୍ତିକଙ୍କ ଭିଡିଓ

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ଓ କାର୍ତ୍ତିକ ଆର୍ୟନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସାରା ଖୁବ୍‌ ଜୋରରେ କାର୍ତ୍ତିକଙ୍କ ନାଁ ନେଇ ମଜା କରୁଥିବାର ଦେଖାଯାଇଛି।

ଖୁବଶୀଘ୍ର ରିଲିଜ୍‌ ହେବ ‘ଭାରତ’ର ଟ୍ରେଲର

ଖୁବଶୀଘ୍ର ରିଲିଜ୍‌ ହେବ ‘ଭାରତ’ର ଟ୍ରେଲର

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଭାରତ’ର ରିଲିଜକୁ ନେଇ ଦର୍ଶକେ ଖୁବ୍‌ ଉତ୍ସାହିତ ଅଛନ୍ତି। ହେଲେ ଏହାର ଟ୍ରେଲର କେବେ ରିଲିଜ୍‌ ହେବ ତାହା ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଅଲ୍ଲି ଅବ୍ବାସ ଜାଫର ଏ ସମ୍ପର୍କରେ ସାମାନ୍ୟ ସୂଚନା ଦେଇଛନ୍ତି।

ଆଇଟମ୍‌ ଗୀତ ଜରିଆରେ ବଲିଉଡରେ ଲୋକପ୍ରିୟତା ହାସଲ କରିଥିଲେ ଏହିସବୁ ବିଦେଶିନୀ କଳାକାର

ଆଇଟମ୍‌ ଗୀତ ଜରିଆରେ ବଲିଉଡରେ ଲୋକପ୍ରିୟତା ହାସଲ କରିଥିଲେ ଏହିସବୁ ବିଦେଶିନୀ କଳାକାର

ବଲିଉଡରେ ଆଇଟମ ଗୀତରୁ କିଛି ବିଦେଶୀ କଳାକାରମାନେ କ୍ୟାରିଅର ଆରମ୍ଭ କରିବାର ନଜିର ରହିଛି।

ନୂଆ ଲୁକ୍‌ରେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କଲେ ଏହି ଅଭିନେତ୍ରୀ

ନୂଆ ଲୁକ୍‌ରେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ‘ପଦ୍ମାବତ୍‌’ ଫେମ୍‌ ଦୀପିକା ପାଦୁକୋନ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ସ୍ଥାନ। ଏହି ବଲିଉଡ୍‌ ବିୟୁଟିଙ୍କର ନିକଟରେ ଆସିଥିବା ଏକ ଲୁକ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଚର୍ଚ୍ଚାରେ ସପ୍ନା ଚୌଧୁରୀ

ଚର୍ଚ୍ଚାରେ ସପ୍ନା ଚୌଧୁରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ରାଜ ବବର ହରିୟାଣାର ଗାୟିକା ତଥା ନୃତ୍ୟଶିଳ୍ପୀ ସପ୍ନା ଚୌଧୁରୀଙ୍କୁ ଦଳକୁ ସ୍ବାଗତ କରିବାର କିଛି ସମୟ ପରେ ସପ୍ନା ଦଳରେ ଯୋଗ ଦେଇ ନ ଥିବା ସ୍ବୀକାର କରିଛନ୍ତି। 

ବଲିଉଡ୍‌ ଅଭିନେତ୍ରୀଙ୍କୁ କିଏ ପିନ୍ଧାନ୍ତି ଶାଢ଼ି ଜାଣନ୍ତି...

ବଲିଉଡ୍‌ ଅଭିନେତ୍ରୀଙ୍କୁ କିଏ ପିନ୍ଧାନ୍ତି ଶାଢ଼ି ଜାଣନ୍ତି...

ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ଇଶା ଅମ୍ବାନିଙ୍କ ପରି ସେଲିବ୍ରିଟିଙ୍କ ଦାମୀ ବାହାଘର ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ବାହାଘର ଯେତିକି ଚର୍ଚ୍ଚାରେ ନଥିଲା ଅଧିକ ଚର୍ଚ୍ଚାରେ ଥିଲା ସେମାନଙ୍କ ଶାଢ଼ି, ଡ୍ରେସ୍‌ ଏବଂ ଗାଉନ୍‌କୁ ନେଇ। ଆପଣ ଜାଣିଛନ୍ତି ଏହି ସେଲିବ୍ରିଟିମାନେ ଯେଉଁ ଶାଢ଼ି ବା ଡ୍ରେସ୍‌ ପିନ୍ଧିଥାନ୍ତି ତାକୁ କିଏ ଏତେ ସୁନ୍ଦର ଭାବରେ ପିନ୍ଧାଇ ଥାଏ।

୧୯୬୭-୨୦୧୪ ମଧ୍ୟରେ ଏହିସବୁ ସେଲିବ୍ରିଟି ଲୋକସଭା ନିର୍ବାଚନ ଲଢି ଜିତିଛନ୍ତି

୧୯୬୭-୨୦୧୪ ମଧ୍ୟରେ ଏହିସବୁ ସେଲିବ୍ରିଟି ଲୋକସଭା ନିର୍ବାଚନ ଲଢି ଜିତିଛନ୍ତି

ସିନେମା ଓ ରାଜନୀତି ମଧ୍ୟରେ ପୁରୁଣା ସମ୍ପର୍କ ରହିଛି। ବଲିଉଡ ହେଉ କି ଟଲିଉଡ ସିନେ ଷ୍ଟାର୍‌ମାନେ ରାଜନୀତିରେ ଯୋଗ ଦେବା ପରମ୍ପରା ବହୁ ଆଗରୁ ରହିଛି। 

ଆଶାରେ ନମ୍ରତା

ଆଶାରେ ନମ୍ରତା

ନବାଗତା ନମ୍ରତା ସିଂଦେଓ। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ତୋ ପାଇଁ ଫେରିବି ବସୁଧା ଚିରି’ ରିଲିଜ ହେବାକୁ ଯାଉଛି। 

କାର୍ତ୍ତିକଙ୍କ ପ୍ରଶଂସାରେ ସାରା

କାର୍ତ୍ତିକଙ୍କ ପ୍ରଶଂସାରେ ସାରା

ସୈଫ ତନୟା ସାରାଙ୍କ ମୁହଁରେ ଏବେ କେବଳ କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଶଂସା। କେବଳ ସେତିକି ନୁହେଁ, ଦୁହିଁଙ୍କ ଫଟୋକୁ ସୋସିଆଲ ମିଡିଆରେ ସାରା ପୋଷ୍ଟ କରିବା ପରେ ଏହା ଏଭଳି ଆଲୋଚନାକୁ ଆହୁରି ଖୋରାକ ଯୋଗାଇଛି।

ୟାମିଙ୍କ ଫିଟ୍‌ନେସ୍‌ ମନ୍ତ୍ର

ୟାମିଙ୍କ ଫିଟ୍‌ନେସ୍‌ ମନ୍ତ୍ର

ଆଜିକାଲିର ଦୁନିଆରେ ଆମେ ଫିଟ୍‌ ରହିବା ନିହାତି ଜରୁରୀ। ଆଉ ସେଥିରୁ ୟାମି ଗୌତମ ବାଦ୍‌ ପଡନ୍ତେ କିପରି ?

ମା’ ହେବେ ଐଶ୍ୱର୍ଯ୍ୟା: ଫଟୋ ଭାଇରାଲ

ମା’ ହେବେ ଐଶ୍ୱର୍ଯ୍ୟା: ଫଟୋ ଭାଇରାଲ

ମୁମ୍ବାଇ: ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଲାଟେଷ୍ଟ ଫଟୋକୁ ଅପେକ୍ଷା ରଖିଥାଆନ୍ତି ଦର୍ଶକେ। ହେଲେ ଏଥର ଯେଉଁ ଫଟୋ ସାମ୍ନାକୁ ଆସିଛି ତାକୁ ନେଇ ଏବେ ଗସିପ୍‌ ଆରମ୍ଭ ହୋଇ ଯାଇଛି। 

ଘୋଷଣା ହେଲା ଫିଲ୍ମ ଫେୟାର ପୁରସ୍କାର: ରଣବୀର-ଆଲିଆ ଶ୍ରେଷ୍ଠ

ଘୋଷଣା ହେଲା ଫିଲ୍ମ ଫେୟାର ପୁରସ୍କାର: ରଣବୀର-ଆଲିଆ ଶ୍ରେଷ୍ଠ

ମୁମ୍ବାଇ, ୨୪।୩:୨୦୧୮ ବର୍ଷ ପାଇଁ ଫିଲ୍ମ ଫେୟାର ପୁରସ୍କାର ଘୋଷଣା ହୋଇଛି। ମୁମ୍ବାଇରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।


Model This Week

ରଶ୍ମି
Why Dharitri