ଜୀବନଚର୍ଯ୍ୟା |

କୋଲଷ୍ଟରଲ କମାଇବା ପାଇଁ ସକାଳେ ପିଅନ୍ତୁ ଏହି ପତ୍ର ରସ...

କୋଲଷ୍ଟରଲ କମାଇବା ପାଇଁ ସକାଳେ ପିଅନ୍ତୁ ଏହି ପତ୍ର ରସ...

ସକାଳୁ ଖାଲିପେଟରେ ଧନିଆ ପତ୍ର ଜୁସ୍‌ ପିଇଲେ ମିଳିଥାଏ ଅନେକ ସୁଫଳ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି-୧୨ ରହିଛି। ଏହା ସହିତ ଏଥିରେ ୮୯ ପ୍ରତିଶତ ଜଳ, କାର୍ବୋହାଇଡ୍ରେଟ୍‌, ତନ୍ତୁ, ପ୍ରୋଟିନ୍‌,  ଭିଟାମିନ୍‌-ଏ, ସି, କେ,  ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, ପୋଟାସିୟମ୍‌ ଆଦି ଉପାଦାନ ରହିଥାଏ ବୋଲି ଗବେଷକ କହିଥାନ୍ତି। ଏହାର ଜୁସ୍‌ ନିୟମିତ ପିଇଲେ କର୍କଟ ରୋଗରୁ ମୁକ୍ତି ମିଳିବା ସହିତ ବିଭିନ୍ନ ପ୍ରକାର ଚକ୍ଷୁ ସମସ୍ୟା ଦୂର ହୋଇଥାଏ। ଏହା ଶରୀରରେ କୋଲଷ୍ଟରଲସ୍ତର ହ୍ରାସ କରିବାରେ ମହୌଷଧି ଭଳି କାମ କରିଥାଏ। ଏହା ହାର୍ଟ ଆଟାକ୍‌ ସମସ୍ୟାରୁ ଦୂରେଇ ରଖେ ବୋଲି ଆମେରିକା କଲେଜ ଅଫ୍‌ ନ୍ୟୁଟ୍ରିସନ୍‌ର ଗବେଷକଙ୍କ ଦ୍ୱାରା ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି। 

All Right Reserved By

ଜୀବନଚର୍ଯ୍ୟା |

କଫ ସମସ୍ୟାରୁ ଉପଶମ ପାଇଁ..

କଫ ସମସ୍ୟାରୁ ଉପଶମ ପାଇଁ..

ଅତ୍ୟଧିକ ଥଣ୍ଡା ହେଲେ ଛାତିରେ କଫ ଜମିବା ଆଶଙ୍କା ଅଧିକ ଥାଏ। ଏହା ଦ୍ୱାରା ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ଏପରି ସମସ୍ୟାରୁ ଉପଶମ ପାଇବାର କେତେକ ଘରୋଇ ଉପାୟ ରହିଛି। ଏଗୁଡିକୁ ଆପଣେଇପାରନ୍ତି... 

ସ୍ବାସ୍ଥ୍ୟ  ସୂଚନା

ସ୍ବାସ୍ଥ୍ୟ ସୂଚନା

କେତେକେ ଡାକ୍ତରଙ୍କ ପରାମର୍ଶକୁ ଠିକ୍‌ ଭାବରେ ପାଳନ କରି ନ ଥାନ୍ତି। ରୋଗରୁ ଆରୋଗ୍ୟ ମିଳିବା ମାତ୍ରେ ଔଷଧ ଖାଇବା ବନ୍ଦ କରିଦେବା, ଡାକ୍ତର ସୂଚିତ କରିଥିବା ପରୀକ୍ଷା ନ କରିବା ନିଜର ବୋକାମି ବ୍ୟତୀତ ଆଉ କିଛି ନୁହେଁ। କାରଣ ରୋଗୀର ଅବସ୍ଥାକୁ ଦେଖି ଜଣେ ଡାକ୍ତର କେତେଦିନ ଔଷଧ ଖାଇବ, ଆରୋଗ୍ୟ ଲାଭ କରିବା ପରେ ମଧ୍ୟ କି କି ପରୀକ୍ଷା କରାଇବାକୁ ପଡ଼ିବ ସେ ସମ୍ପର୍କରେ ପ୍ରେସ୍‌କ୍ରିପ୍‌ସନରେ ଉଲ୍ଲେଖ କରିଥାଆନ୍ତି। ତାହାକୁ ଅନୁସରଣ କରନ୍ତୁ।

ସକାରାତ୍ମକ ଚିନ୍ତାଧାରା ବଢ଼ାଇବାର ସହଜ ଉପାୟ

ସକାରାତ୍ମକ ଚିନ୍ତାଧାରା ବଢ଼ାଇବାର ସହଜ ଉପାୟ

ମନପସନ୍ଦର ସଙ୍ଗୀତ ଭାରାକ୍ରାନ୍ତ ମନକୁ ଅନେକାଂଶରେ ହାଲ୍‌କା କରିଥାଏ। ସେଥିପାଇଁ ଅନେକେ ମନପସନ୍ଦର ସଙ୍ଗୀତ ଶୁଣିବାକୁ ଉଚିତ ମଣିଥାଆନ୍ତି। ହେଲେ ଏପରି ଅଭ୍ୟାସ ସଂପୃକ୍ତ ବ୍ୟକ୍ତିଙ୍କର ସକାରାତ୍ମକ ଚିନ୍ତାଧାରାକୁ ବଢ଼ାଇବାରେ ଅନୋକାଂଶରେ ସହାୟକ ହୋଇଥାଏ। 

ସହଜରେ ଠାବ ହେବ ରେଟିନାଲ ସେଲ୍‌

ସହଜରେ ଠାବ ହେବ ରେଟିନାଲ ସେଲ୍‌

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିନକୁ ଦିନ ନୂଆ ଜିନିଷ ଉଦ୍ଭାବନ ଚାଲୁ ରହିଛି। ନିକଟରେ ଲଣ୍ଡନ ୟୁନିଭର୍ସିଟିର ଚକ୍ଷୁ ବିଶେଷଜ୍ଞମାନେ ଏକ ନୂଆ ଡିଭାଇସ୍‌ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। ଏହାଦ୍ୱାରା ଦୃଷ୍ଟିଶକ୍ତିଜନିତ ସମସ୍ୟାର କେତେକାଂଶରେ ସମାଧାନ କରାଯାଇପାରିବ।

ଆଜ୍‌ମା: ସତର୍କତା

ଆଜ୍‌ମା: ସତର୍କତା

ଆଜ୍‌ମା ଏକ ଶ୍ୱାସଜନିତ ସମସ୍ୟା। ଏହାଦ୍ୱାରା ଆକ୍ରାନ୍ତ ହେଲେ ବ୍ୟକ୍ତି ଜଣକ ସହଜରେ ନିଃଶ୍ୱାସ ନେଇପାରନ୍ତି ନାହିଁ। ଫଳରେ ଏହାର ତୁରନ୍ତ ଚିକିତ୍ସା କରାଇବାକୁ ପଡିଥାଏ। ବେଳେବେଳେ ରୋଗୀର ଅବସ୍ଥା ଦେଖି ତାକୁ ଆସିୟୁରେ ଆଡ୍‌ମିଶନ କରାଯାଇ ଚିକିତ୍ସା କରାଯାଏ। ଆଜ୍‌ମାରୁ ଉପଶମ ପାଇବା ପାଇଁ କେତେକ ଔଷଧ ଧୀରେ ଧୀରେ କାମ କରେ ଏବଂ କେତେକରୁ ଶୀଘ୍ର ଫଳ ମିଳିଥାଏ। 

ନିମ୍ନତାପ ଚିକିତ୍ସା

ନିମ୍ନତାପ ଚିକିତ୍ସା

ରୋଗୀଠାରେ ରୋଗାକ୍ରାନ୍ତ ସ୍ଥାନର ତାପମାତ୍ରାକୁ ଯଥେଷ୍ଟ କମେଇଦେଇ ଜଟିଳ ଅପରେସନ ସବୁ କରିପାରୁଛନ୍ତି ଓ ଅପରେସନ ସରିଗଲାପରେ ତାପମାତ୍ରାକୁ ପୁନର୍ବାର ଉଷୁମ ଅବସ୍ଥାକୁ ନେଇଆସୁଛନ୍ତି।

ଅଶୁଂଘାତରୁ ରକ୍ଷା ଲାଗି ଆପଣାନ୍ତୁ ଏହି ସହଜ ଉପାୟ...

ଅଶୁଂଘାତରୁ ରକ୍ଷା ଲାଗି ଆପଣାନ୍ତୁ ଏହି ସହଜ ଉପାୟ...

ଖରାଦିନେ ପ୍ରବଳ ଖରାତାପ ଯୋଗୁ କେତେକଙ୍କୁ ଅଶୁଂଘାତ ହୋଇଥାଏ। ତେବେ ଏଥିରୁ ରକ୍ଷା ପାଇବା ଲାଗି ରହିଛି କେତେକ ସହଜ ଘରୋଇ ଉପାୟ। ଏହାକୁ ଆପଣାଇଲେ ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ। 

କାକୁଡ଼ିରେ ରହିଛି ଅନେକ ସ୍ବାସ୍ଥ୍ୟପଯୋଗୀ ଗୁଣ, ଖରାଦିନେ ନିତ୍ୟ ସେବନ କରନ୍ତୁ..

କାକୁଡ଼ିରେ ରହିଛି ଅନେକ ସ୍ବାସ୍ଥ୍ୟପଯୋଗୀ ଗୁଣ, ଖରାଦିନେ ନିତ୍ୟ ସେବନ କରନ୍ତୁ..

ଖରାଦିନେ ସମସ୍ତେ କାକୁଡ଼ି ଖାଇବାକୁ ପସନ୍ଦ କରନ୍ତି। ଏହା ଖାଇବାକୁ କେବଳ ଭଲ ଲାଗି ନ ଥାଏ ବରଂ ଏହାର ଅନେକ ସ୍ବାସ୍ଥ୍ୟ ଉପଯୋଗୀ ଗୁଣ ଥାଏ। କାକୁଡ଼ିରେ ଭିଟାମିନ-କେ, ସି, ମାଙ୍ଗାନିଜ ଏବଂ ବିଟା-କ୍ୟାରୋଟିନ ଭଳି ପୋଷକ ତତ୍ତ୍ୱ ରହିିଛି।

ଯେଉଁଠି ଲୋକଙ୍କଠୁ ବେଶି ସାଇକେଲ

ଯେଉଁଠି ଲୋକଙ୍କଠୁ ବେଶି ସାଇକେଲ

ଦିନକୁ ଦିନ ବଢିବାକୁ ଲାଗିଛି ପ୍ରଦୂଷଣ। ବଢୁଛି ସମସ୍ୟା। ଏହି ମନୁଷ୍ୟକୃତ ସମସ୍ୟାର ସମାଧାନ ବି ମଣିଷ ହାତରେ ହିଁ ଅଛି। ଯଦି ସମସ୍ତେ ଯାନବାହନର ବ୍ୟବହାରକୁ ତ୍ୟାଗ କରି ପୁଣିଥରେ ଫେରିଯିବେ ସାଇକେଲକୁ ତେବେ ଅନେକାଂଶରେ ଏହି ସମସ୍ୟାର ସମାଧାନ ହୋଇପାରିବ। 

ମାନସିକ ଚାପ ଦୂରେଇବା ଲାଗି...

ମାନସିକ ଚାପ ଦୂରେଇବା ଲାଗି...

ଅବସାଦ ବା ମାନସିକ ଚାପ ହେତୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେଣୁ ନିତିଦିନ ଜୀବନରେ ମାନସିକ ଚାପଠାରୁ ଦୂରେଇ ରହିବା ନିତାନ୍ତ ଆବଶ୍ୟକ। ତେବେ କିଭଳି ଭାବରେ ଏହି ସମସ୍ୟାଠାରୁ ନିଜକୁ ଦୂରେଇ ରଖିପାରିବେ ସେ ସମ୍ପର୍କରେ.......

ଜୁଟ୍‌ ଫୁଟ୍‌ଓ୍ବେର୍‌

ଜୁଟ୍‌ ଫୁଟ୍‌ଓ୍ବେର୍‌

ଜୁଟ୍‌ର ଫୁଟ୍‌ଓ୍ବେର୍‌ ପାଦରେ ପିନ୍ଧିଲେ ବେଶ୍‌ ଆରାମଦାୟକ ଲାଗେ। କାରଣ ଏହା ପର୍ଯ୍ୟାବରଣ ଅନୁକୂଳ ହେବା ସଙ୍ଗେସଙ୍ଗେ ଶତ ପ୍ରତିଶତ ପ୍ରାକୃତିକ ଉପାୟରେ ତିଆରି ହୋଇଥାଏ। ଅନ୍ୟଦିନ ତୁଳନାରେ ଖରାଦିନେ ଏହି ଫୁଟ୍‌ଓ୍ବେର୍‌ ଭଲ ଲାଷ୍ଟିଂ କରିଥାଏ...

ମଳକଣ୍ଟକ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ମଳକଣ୍ଟକ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମଳକଣ୍ଟକ ସମସ୍ୟା ଦେଖାଦେଇଥାଏ।


Model This Week

ରଶ୍ମି
Why Dharitri