ମେଟ୍ରୋ |

ମାଉଜର ଦେଖାଇ ଆତଙ୍କ ଉଦ୍ୟମ, ଜଣେ ଗିରଫ

ବ୍ରହ୍ମଗିରି, ୨୧ା୨(ଡି.ଏନ୍‌.ଏ.)-ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣାନୂଆଗାଁ ଗ୍ରାମରେ ବୁଧବାର ରାତିରେ ଜଣେ ଯୁବକ ମାଉଜର ଦେଖାଇ ଆତଙ୍କ ସୃଷ୍ଟି କରୁଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଅଟକ ରଖିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି।  ମିଳିଥିବା ସୂଚନା ଅନୁଯାୟୀ, ପୁରୀ ସିଦ୍ଧମହାବୀର ମଙ୍ଗଳା ଲେନ ଅଞ୍ଚଳର ଅନୀଲ ମହାପାତ୍ର ଓରଫ କାହ୍ନା(୨୪)ଙ୍କର ରେବଣାନୂଆଗାଁ ଗ୍ରାମର ବିକ୍ରମ ଦଳାଇ ନାମକ ଏକ ଯୁବକଙ୍କ ସହିତ ଟଙ୍କା କାରବାରକୁ ନେଇ ବିବାଦ ଥିଲା।  କାହ୍ନା ବୁଧବାର ଉକ୍ତ ଗ୍ରାମକୁ ଆସି ବିକ୍ରମ ସହିତ ଯୁକ୍ତି ତର୍କ କରିବା ପରେ ଏକ ମାଉଜର ଦେଖାଇ ଆତଙ୍କ ସୃଷ୍ଟି କରିଥିଲା। ପାଲିସ କାହ୍ନା ପାଖରୁ ହାତ ତିଆରି ଏକ ଦେଶୀ ମାଉଜର, ସେ ବ୍ୟବହାର କରୁଥିବା ଏକ ବାଇକ ଓ କିଛି ମାରଣାସ୍ତ୍ର ଜବତ କରିବା ସହ ୧୪/୧୯ରେ ଏକ ମାମଲା ରୁଜୁ କରି ଗୁରୁବାର କୋର୍ଟ ଚାଲଣ କରିଛି। 

All Right Reserved By

ମେଟ୍ରୋ |

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ବଳଙ୍ଗା,୨୦।୩(ଡି.ଏନ୍‌.ଏ.): ବଳଙ୍ଗା ଥାନା ଅନ୍ତର୍ଗତ ସାଇଁଶଶାସନ ପଞ୍ଚାୟତ ଭଗବତୀପୁର ଗ୍ରାମର ଶରତ କୁମାର ରଥ (ଟୁଟୁ) ୫୨ ବର୍ଷ ଧାନକଳ ଚଳାଉ ଥିବାବେଳେ  ଅସାବଧାନତା ବଶତଃ କଳ ଫିତାରେ ହାତ ଏବଂ ମୁଣ୍ଡ ପଶିଯାଇଥିଲା।

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ବାଲିଅନ୍ତା,୨୦।୩(ଡି.ଏନ୍‌.ଏ.):  ବାଲିଅନ୍ତା ଥାନା ଅଧୀନ ବେଣୁପୁର ମୌଜା ବିଲଗହୀରରେ ମାଟି ଖୋଳା କାର୍ଯ୍ୟରେ ନିୟୋଜିତ ଥିବା ଏକ ଜେସିବି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। 

ଶୋଭାଯାତ୍ରାରେ ସଚେତନତା

ଶୋଭାଯାତ୍ରାରେ ସଚେତନତା

ଚୌଦ୍ୱାର, ୨୦ା୩ (ଡି.ଏନ୍‌.ଏ.): ଜଳ ସଞ୍ଚୟ ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଚୌଦ୍ୱାର କଲେଜ ଏନ୍‌ସିସି କ୍ୟାଡେଟ୍‌ମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି।

ବାଦାମବାଡି ଷ୍ଟାଣ୍ଡରୁ ଚୋରି ବସ୍‌ ଖୋର୍ଦ୍ଧାରୁ ଉଦ୍ଧାର

ବାଦାମବାଡି ଷ୍ଟାଣ୍ଡରୁ ଚୋରି ବସ୍‌ ଖୋର୍ଦ୍ଧାରୁ ଉଦ୍ଧାର

କଟକ ଅଫିସ,୨୦ା୩: ବାଦାମବାଡି ଷ୍ଟାଣ୍ଡରୁ ମଙ୍ଗଳବାର ବିଳମ୍ବିତ ରାତିରେ ଡଲ୍‌ ନାମକ ଏକ ଯାତ୍ରିବାହୀ ବସ୍‌(ଓଆର୦୪ଡି-୫୪୦୪) ଚୋରି ହୋଇଥିଲା। 

ଚାଲିଲା ଭସାପୋଲ, ଦୂର ହେଉନି ଯାତ୍ରୀଙ୍କ ସମସ୍ୟା, ୪ ଚକିଆ, ୩ ଚକିଆକୁ ଅନୁମତି ନାହିଁ

ଚାଲିଲା ଭସାପୋଲ, ଦୂର ହେଉନି ଯାତ୍ରୀଙ୍କ ସମସ୍ୟା, ୪ ଚକିଆ, ୩ ଚକିଆକୁ ଅନୁମତି ନାହିଁ

କୃଷ୍ଣପ୍ରସାଦ,୨୦ା୩(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦାଠାରୁ ସାତପଡ଼ା ପର୍ଯ୍ୟନ୍ତ ଚିଲିକାରେ ଯାତାୟତ କରୁଥିବା ଭସାପୋଲ ୩ ମାସ ବନ୍ଦ ରହିବା ପରେ ମାର୍ଚ୍ଚ ୧୧ ତାରିଖଠାରୁ ପୁଣି ଚାଲିଛି।

ଦୋଳ ନାଗାଯାତ ପାଇଁ ବିଭିନ୍ନ ଗ୍ରାମ ଉତ୍ସବମୁଖର

ଦୋଳ ନାଗାଯାତ ପାଇଁ ବିଭିନ୍ନ ଗ୍ରାମ ଉତ୍ସବମୁଖର

ସାକ୍ଷୀଗୋପାଳ,୨୦।୩(ଡି.ଏନ୍‌.ଏ.) : ସାକ୍ଷୀଗୋପାଳର ବିଭିନ୍ନ ଗ୍ରାମାଞ୍ଚଳରେ ଦୋଳଯାତ୍ରା ଓ ନାଗାଯାତକୁ ନେଇ ଗ୍ରାମଗୁଡିକ ବେଶ୍‌ ଉତ୍ସବମୁଖର ହୋଇଉଠିଛି। 

ବରମୁଣ୍ଡା ଓଭର ବ୍ରିଜ ଉପରେ ଦୁର୍ଘଟଣା: ଅଜଣାଗାଡି ଧକ୍କାରେ ସ୍ବାମୀସ୍ତ୍ରୀ ମୃତ

ବରମୁଣ୍ଡା ଓଭର ବ୍ରିଜ ଉପରେ ଦୁର୍ଘଟଣା: ଅଜଣାଗାଡି ଧକ୍କାରେ ସ୍ବାମୀସ୍ତ୍ରୀ ମୃତ

ପାତ୍ରପଡା, ୨୦। ୩( ଡି.ଏନ.ଏ.): ବରମୁଣ୍ଡା ଓଭର ବ୍ରିଜ୍‌ ଉପରେ ବୁଧବାର ଅଜଣାଗାଡି ଧକ୍କାରେ ସ୍ବାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। 

ସଭାମଣ୍ଡପରେ ହରିହର ଭେଟ ଉତ୍ସବ

ସଭାମଣ୍ଡପରେ ହରିହର ଭେଟ ଉତ୍ସବ

କାକଟପୁର, ୨୦।୩(ଡି.ଏନ୍‌.ଏ.): ଦୋଳ ଉତ୍ସବ ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇପଡ଼ିଛି। ଠାକୁରମାନେ ସ୍ବ ସ୍ବ ବିମାନରେ ଗଁ। ଗଁ। ବୁଲି ଚାଚେରୀ ଭୋଗ ଖାଉଛନ୍ତି।

ଭାଜପାରେ ମିଶିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ

ଭାଜପାରେ ମିଶିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ବୁଧବାର ଭାଜପାରେ ମିଶିଛନ୍ତି। ଭୁବନେଶ୍ୱର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ଭାଜପାର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ସମର୍ଥକଙ୍କ ସହ ବିଧିବଦ୍ଧଭାବେ ଭାଜପାରେ ଯୋଗ ଦେଇଛନ୍ତି। 

ନେତା ଦଳ ଛାଡ଼ିବା ନେଇ ମତ ରଖିଲେ ଅରୁଣ: ବିଜେଡି ବଡ଼ ପରିବାର, କିଛି ଅସୁଖୀ ହେବା ସ୍ବାଭାବିକ

ନେତା ଦଳ ଛାଡ଼ିବା ନେଇ ମତ ରଖିଲେ ଅରୁଣ: ବିଜେଡି ବଡ଼ ପରିବାର, କିଛି ଅସୁଖୀ ହେବା ସ୍ବାଭାବିକ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଦଳର ବହୁ ଆଶାୟୀ ନେତା ଏବେ ଭାଜପା ଓ କଂଗ୍ରେସମୁହାଁ। ଏପରିକି ଟିକେଟ ବଣ୍ଟନକୁ ନେଇ ଦଳରେ ଅସନ୍ତୋଷ ଲାଗି ରହିଛି। ଏହାକୁ ନେଇ ବୁଧବାର ମତ ରଖିଛନ୍ତି ବିଜେଡି ମୁଖପାତ୍ର ଅରୁଣ ସାହୁ। 

ଭାଜପାମୁହାଁ ବିଜେଡି ନେତା: ଦଳ ଛାଡ଼ିଲେ ପୂର୍ଣ୍ଣଚନ୍ଦ୍ର, ପ୍ରତ୍ୟୁଷା

ଭାଜପାମୁହାଁ ବିଜେଡି ନେତା: ଦଳ ଛାଡ଼ିଲେ ପୂର୍ଣ୍ଣଚନ୍ଦ୍ର, ପ୍ରତ୍ୟୁଷା

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଟିକେଟ ନ ପାଇ ବିଜେଡିର ଗୋଟିଏ ପରେ ଗୋଟିଏ ବିଧାୟକ ତଥା ନେତା ଭାଜପାମୁହାଁ ହେବାରେ ଲାଗିଛନ୍ତି। ବୁଧବାର ଢେଙ୍କାନାଳ ବିଧାୟକ ନବୀନ ନନ୍ଦ କଂଗ୍ରେସରେ ଯୋଗ ଦେବା ପରେ ପୁଣି ୨ଜଣ ବିଜେଡି ନେତା ଦଳ ଛାଡ଼ିଛନ୍ତି। 

ସସ୍ମିତ୍‌ଙ୍କ ତେର୍ଚ୍ଛାବାଣ: ବିଜେଡିର ନାମାଙ୍କନ ହେଲାଣି, ଭାଜପାର ଅଙ୍କକଷା ସରୁନି

ସସ୍ମିତ୍‌ଙ୍କ ତେର୍ଚ୍ଛାବାଣ: ବିଜେଡିର ନାମାଙ୍କନ ହେଲାଣି, ଭାଜପାର ଅଙ୍କକଷା ସରୁନି

ଭୁବନେଶ୍ୱର,୨୦।୩(ବ୍ୟୁରୋ): ୨୦୧୯ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିରୋଧୀ ଦଳଗୁଡ଼ିକୁ ପରସ୍ପରକୁ ସେତିକି କଟାକ୍ଷ କରୁଛନ୍ତିି। ଏହି କ୍ରମରେ ବୁଧବାର ଭାଜପାକୁ ତେର୍ଚ୍ଛାବାଣ ମାରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା