ଆତଙ୍କବାଦୀଙ୍କୁ ସମର୍ଥନ କରନ୍ତି ମୁଶାରଫ୍‌


ଇସଲାମାବାଦ୍‌,୨୯।୧୧: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ୍‌ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ନେଇ ବୁଧବାର ଏକ ନ୍ୟୁଜ୍‌ ଚ୍ୟାନେଲ୍‌ ସାକ୍ଷାତ୍‌କାରରେ ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ଓ ଜମାତ୍‌-ଉଦ୍‌-ଦାଓ୍ବା ପ୍ରତି ତାଙ୍କର ସମର୍ଥନ ଥିବା କଥା ସେ କହିଛନ୍ତି। ଏଭଳି ସଂଗଠନ ମୁଶାରଫ୍‌ଙ୍କୁ ପସନ୍ଦ କରୁଥିବା ସେ ସୂଚିତ କରିଛନ୍ତି। ମୁଶାରଫ୍‌ଙ୍କ ଏପରି ମନ୍ତବ୍ୟ ନେଇ ଅନ୍ତର୍ଜାତୀୟ ସମୁଦାୟରେ ଚର୍ଚ୍ଚା ଆରମ୍ଭ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri