ଆଫଗାନିସ୍ତାନରେ ୨୦ ଆଇଏସ୍‌ ଆତଙ୍କବାଦୀ ମୃତ


କାବୁଲ,୨୧।୧୧: ଆଫଗାନିସ୍ତାନର ପୂର୍ବ ନଙ୍ଗେହାର ଅଞ୍ଚଳରେ ତାଲିବାନ ବିଦ୍ରୋହୀ ଓ ଆଇଏସ୍‌ର ଅତିକମ୍‌ରେ ୨୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ତିନୋଟି ଅଲଗା ଅଲଗା ଜିଲାରେ ଅପରେଶନ୍‌ ସମୟରେ ଏହି ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଏଥିରେ ପ୍ରାୟ ୧୭ ଜଣ ଆଇଏସ୍‌ ଆତଙ୍କବାଦୀ ଥିବା ବେଳେ ୩ଜଣ ତାଲିବାନ୍‌ ବିଦ୍ରୋହୀ ଅଛନ୍ତି। ଆଫଗାନିସ୍ତାନରେ ଅବସ୍ଥିତ ଆମେରିକା ସେନା ବିଦ୍ରୋହୀଙ୍କୁ ନିପାତ କରିବା ପାଇଁ ସେମାନଙ୍କ ଶିବିର ଉପରେ ଲଗାତାର ବିମାନରୁ ଆକ୍ରମଣ ଜାରି ରଖିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri