ଆଫଗାନୀସ୍ଥାନ ଟିଭି ଚ୍ୟାନେଲ୍‌ କାର୍ଯ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ


କାବୁଲ୍‌, ୭।୧୧: ଆଫଗାନୀସ୍ଥାନ ଶମଶାଦ୍‌ ଟିଭି ଚ୍ୟାନେଲ୍‌ କାର୍ଯ୍ୟାଳୟରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଜଣେ ଅଜଣା ଆତତାୟୀ ଆଖିବୁଜା ଗୁଳି ଚାଳନା କରିବା ସହିତ ପୋଡାଜଳା କରିଥିବା ସୁରକ୍ଷାବଳଙ୍କ ପକ୍ଷରୁ କୁହାଯାଇଛି। ଘଟଣାସ୍ଥଳକୁ ସୁରକ୍ଷାକର୍ମୀ ଘେରି ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଆମ୍ବୁଲାନ୍ସ୍‌ ପହଞ୍ଚିଛି। ଘଟଣାରେ ମୃତାହତଙ୍କ ସମ୍ପର୍କରେ କିଛି ସୂଚନା ଦିଆଯାଇ ନାହିଁ। ଚ୍ୟାନେଲ୍‌ର ପ୍ରସାରଣ କାର୍ଯ୍ୟ ବନ୍ଦ ରହିଛି। ବେଳେ ଏଥିରେ ତାଲିବାନ୍‌ର ହାତ ନ ଥିବା ଆତଙ୍କବାଦୀ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri