ଆଇସିଏଏନ୍‌କୁ ଶାନ୍ତି ପାଇଁ ନୋବେଲ୍‌ ପୁରସ୍କାର


ଲଣ୍ଡନ, ୬।୧୦: ପୃଥିବୀରୁ ଆଣବିକ ଅସ୍ତ୍ରଶସ୍ତ୍ର ବନ୍ଦ କରିବା ପାଇଁ ହେଉଥିବା ଅଭିଯାନ ଆଇସିଏଏନ୍‌କୁ ୨୦୧୭ ଶାନ୍ତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ୨୦୦୭ରେ ଆଇସିଏଏନ୍‌ ଫିନଲ୍ୟାଣ୍ଡ୍‌ର ହେଲସିଙ୍କିଠାରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ପୃଥିବୀର ବିଭିନ୍ନ ରାଷ୍ଟ୍ରଙ୍କୁ ଆକୃଷ୍ଟ କରିପାରିଥିଲା। ବର୍ତ୍ତମାନ ପୃଥିବୀର ୧୦୧ ଦେଶରେ ଆଇସିଏଏନ୍‌ର ୪୬୮ ଅଂଶୀଦାର ରହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri