ବେଜିଂ, ୩।  ଉତ୍ତରକୋରିଆର ଆଣବିକ ପରୀକ୍ଷଣକୁ ସମର୍ଥନ ନ କରିବା ପାଇଁ ଆମେରିକା ଚାଇନାକୁ ଚେତାବନୀ ଦେଇଥତ୍ଲା। ଏହି ପ୍ରସଙ୍ଗରେ ଚାଇନା ନୀରବତା ଅବଲମ୍ବନ କରୁଥତ୍ଲା। ଏବେ ଚାପରେ ପଡି ଉତ୍ତରକୋରିଆର ଆଣବିକ ପରୀକ୍ଷାକୁ ସମର୍ଥନ  କରିବ ନାହିଁ ବୋଲି ବେଜିଂ ପକ୍ଷରୁ କୁହାଯାଇଛି। ଚାଇନାର  ବିଦେଶ ମନ୍ତ୍ରୀ ବାଙ୍ଗ ଇ ଗୁରୁବାର କହିଛନ୍ତି ଯେ, ଉତ୍ତରକୋରିଆ ଆଣବିକ ପରୀକ୍ଷଣ କରି ମିଳିତ ଜାତିସଂଘ ନିରାପତ୍ତା ପରିଷଦର ନିର୍ଦ୍ଦେଶକୁ ଉଲ୍ଲଘଂନ କରିଛି। ତେଣୁ ଏହି ପ୍ରସଙ୍ଗରେ ଉତ୍ତରକୋରିଆକୁ ସମର୍ଥନ କରାଯିବାର ପ୍ରଶ୍ନ ଉଠୁନାହିଁ । ଏହି ସମସ୍ୟା ଉପରେ କୌଣସି ଦେଶ ନକାରାତ୍ମକ ପଦକ୍ଷେପ ଗ୍ରହଣ କରିବା ଅନୁଚିତ। ଏପରି ହେଲେ ବିବାଦ ବଢ଼ିବାର ଆଶଙ୍କା ରହିଛି ବୋଲି ଚାଇନା ବିଦେଶ ମନ୍ତ୍ରୀ କହିଛନ୍ତି।

"/>

ଉତ୍ତରକୋରିଆ ଆଣବିକ ପରୀକ୍ଷାକୁ ସମର୍ଥନ କରିବ ନାହିଁ ଚାଇନା

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri