ଜାତିସଂଘ, ୩। ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈଶ୍‍-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣାରେ ଚାଇନା ପୁଣି ବାଧା ସୃଷ୍ଟି କରିଛି। ଆମେରିକା, ବ୍ରିଟେନ୍‍ ଏବଂ ଫ୍ରାନ୍ସ ପକ୍ଷରୁ ଏ ନେଇ ଜାତିସଂଘରେ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥତ୍ଲା। ତେବେ ଚାଇନା ଗତ ଫେବୃୟାରୀ ମାସରେ ନିଜର ଭେଟୋ ପ୍ରୟୋଗ କରି ଉକ୍ତ ପ୍ରସ୍ତାବକୁ ୩ ମାସ ପାଇଁ ସ୍ଥଗିତ କରିଦେଇଥତ୍ଲା। ଏହି ଅବଧତ୍ ଅଗଷ୍ଟ ୨ରେ ଶେଷ ହେବା ପରେ ବେଜିଂ ପକ୍ଷରୁ ପୁନର୍ବାର ଏହା ଉପରେ ଭେଟୋ ପ୍ରୟୋଗ କରାଯାଇଛି। ଫଳରେ ପ୍ରସ୍ତାବଟି ଆଉ ୩ମାସ ସ୍ଥଗିତ ହୋଇଯାଇଛି। ଆସନ୍ତା ନଭେମ୍ବର ୨ରେ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ। ପ୍ରକାଶ ଯେ, ଅଜହର ଭାରତର ପଠାନକୋଟ ଆକ୍ରମଣର ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ ଉଠିଛି।

"/>

ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣାରେ ଚାଇନାର ପୁଣି ବାଧା

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri