ବେଜିଂ, ୧୮:  ଭାରତ-ଚାଇନା ମଧ୍ୟରେ ଡୋକଲାମକୁ ନେଇ ବିବାଦ ଚାଲିଛି ଚାଇନା ପକ୍ଷରୁ ଏ ନେଇ ଅନେକ ଥର ଭାରତକୁ ଧମକ ଦିଅାଯାଇଥତ୍ବାବେଳେ ମଙ୍ଗଳବାର ରାଷ୍ଟ୍ରପତି ଜି ଜିଙ୍ଗପିଙ୍ଗ୍ ସୀମାରେ କୌଣସି ରାଜନୈତିକ ଦଳ ଅଥବା ବ୍ୟକ୍ତି ବିଶେଷଙ୍କୁ ପ୍ରବେଶ କରାଇଦିଅାଯିବ ନାହିଁ ବୋଲି କହିଛନ୍ତି ପିପୁଲସ୍ ଲିବରେସନ୍ ଅାର୍ମି(ପିଏଲଏ)ର ୯୦ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ସେ ଏହା ସୂଚିତ କରିଛନ୍ତି ପୂର୍ବରୁ  ଭାରତକୁ ଡରାଇବା ପାଇଁ ପିଏଲଏ ମଙ୍ଗୋଲିଅାରେ ନିଜର ଶକ୍ତି ପ୍ରଦର୍ଶନ କରିଥିବାବେଳେ ଜିଙ୍ଗପିଙ୍ଗ୍ଙ୍କ ଏପରି ମନ୍ତବ୍ୟ  ଅନ୍ତର୍ଜାତୀୟ ସମୁଦାୟଙ୍କ ଚିନ୍ତା ବଢ଼ାଇଛି

"/>

ଚାଇନାର ଧମକ: ସୀମାରେ ଅନୁପ୍ରବେଶ ବରଦାସ୍ତ କରାଯିବ ନାହିଁ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri