ୱାଶିଂଟନ, ୨୮।୭: ନ୍ୟୁକ୍ଲିୟର ସପ୍ଲାୟରର୍ସ ଗ୍ରୁପ୍(ଏନଏସଜି)ରେ ଭାରତର ସଦସ୍ୟତାକୁ ଆମରିକା ପୁଣି ଥରେ ସମର୍ଥନ କରିଛି। ଭାରତକୁ ସମର୍ଥନ କରିବା ପାଇଁ ଆମେରିକା ଏହାର ଅନ୍ୟ ସଦସ୍ୟଙ୍କୁ ଅନୁରୋଧ କରିଛି। ଏନଏସଜିରେ ୪୮ ଜଣ ସଦସ୍ୟ ଥିବାବେଳେ ଏହାର ସଦସ୍ୟତା ହାସଲ ପାଇଁ ସମସ୍ତ ସଦସ୍ୟଙ୍କର ସମର୍ଥନ ଆବଶ୍ୟକ। ତେବେ ଚାଇନା ଭାରତର ସଦସ୍ୟତାକୁ ବିରୋଧ କରି ଆସୁଛି ଫଳରେ ଭାରତ ପାଇଁ ସମସ୍ୟା ଉପୁଜିଛି। ଏନଏସଜି ଅନ୍ତର୍ଜାତୀୟସ୍ତରରେ ନ୍ୟୁକ୍ଲିୟର ସାମଗ୍ରୀ ଯୋଗାଇ ଥାଏ।

"/>

ଏନଏସଜିରେ ଭାରତର ସଦସ୍ୟତାକୁ ଆମେରିକାର ସମର୍ଥନ


ୱାଶିଂଟନ, ୨୮।୭: ନ୍ୟୁକ୍ଲିୟର ସପ୍ଲାୟରର୍ସ ଗ୍ରୁପ୍(ଏନଏସଜି)ରେ ଭାରତର ସଦସ୍ୟତାକୁ ଆମରିକା ପୁଣି ଥରେ ସମର୍ଥନ କରିଛି। ଭାରତକୁ ସମର୍ଥନ କରିବା ପାଇଁ ଆମେରିକା ଏହାର ଅନ୍ୟ ସଦସ୍ୟଙ୍କୁ ଅନୁରୋଧ କରିଛି। ଏନଏସଜିରେ ୪୮ ଜଣ ସଦସ୍ୟ ଥିବାବେଳେ ଏହାର ସଦସ୍ୟତା ହାସଲ ପାଇଁ ସମସ୍ତ ସଦସ୍ୟଙ୍କର ସମର୍ଥନ ଆବଶ୍ୟକ। ତେବେ ଚାଇନା ଭାରତର ସଦସ୍ୟତାକୁ ବିରୋଧ କରି ଆସୁଛି ଫଳରେ ଭାରତ ପାଇଁ ସମସ୍ୟା ଉପୁଜିଛି। ଏନଏସଜି ଅନ୍ତର୍ଜାତୀୟସ୍ତରରେ ନ୍ୟୁକ୍ଲିୟର ସାମଗ୍ରୀ ଯୋଗାଇ ଥାଏ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri