ନୂଆଦିଲ୍ଲୀ,୧୦ା୮: ଭାରତରେ ୨୪ କୋଟିରୁ ଊର୍ଦ୍ଧ୍ୱ ଅବିବାହିତ ମହିଳା ରହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ କୋଟି ମହିଳା ୧୮ ବର୍ଷରୁ କମ୍‌। ଏହାବ୍ୟତୀତ ଦେଶରେ ୪.୩ କୋଟି ବିଧବା ରହିଛନ୍ତି। ସେହିପରି ଦେଶରେ ସ୍ବାମୀଙ୍କଠାରୁ ଅଲଗା ରହୁଥିବା ମହିଳାଙ୍କ ସଂଖ୍ୟା ୨୩ ଲକ୍ଷ ଥିବାବେଳେ ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ବିବାହ ବିଚ୍ଛେଦ ହୋଇ ଅଲଗା ରହୁଛନ୍ତି।କରିମଗଞ୍ଜ ଏମ୍‌ପି ରାଧେଶ୍ୟାମ ବିଶ୍ୱାସ ଏବଂ ଦେଓ୍ବାସ୍‌ ଏମ୍‌ପି ମନୋହର ଉଁଟ୍‌ଓ୍ବାଲଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହରି ଉପରୋକ୍ତ ତଥ୍ୟ ଗତ ମଙ୍ଗଳବାର ଲୋକସଭାରେ ଉପସ୍ଥାପିତ କରିଛନ୍ତି।

ପ୍ରଶ୍ନ ଥିଲା କେନ୍ଦ୍ର ସରକାର ଜନଗଣନା ଅନୁସାରେ ବିଧବା, ଛାଡ଼ପତ୍ର ପାଇଥିବା ମହିଳା, ଏକାକୀ ମହିଳା ଏବଂ ନିରାଶ୍ରୟ ମହିଳାଙ୍କ ସଂଖ୍ୟା ନିର୍ଦ୍ଧାରଣ କରିଛନ୍ତି ନା ନାହିଁ। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ଭାରତରେ ଅବିବାହିତ ମହିଳାଙ୍କ ସଂଖ୍ୟା ହେଉଛି ୨୪,୭୯,୬୩,୪୪୨। ତନ୍ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ୨୦,୬୫,୨୬,୯୬୨ ଜଣ ରହିଛନ୍ତି। ସବୁଠୁ ଅଧିକ ଉତ୍ତରପ୍ରଦେଶରେ ୪,୬୧,୧୮,୩୯୬ଜଣ ଅବିବାହିତ ମହିଳା ରହିଛନ୍ତି। ଏହାପଛକୁ ଦ୍ୱିତୀୟରେ ରହିଛି ବିହାର (୨,୩୯,୩୮,୩୩୮) ଏବଂ ତୃତୀୟରେ ମହାରାଷ୍ଟ୍ର (୨,୦୫,୯୭,୨୧୭) ରହିଛି। ବିଧବା ମହିଳାଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ଉତ୍ତରପ୍ରଦେଶ (୪୮,୫୬,୧୮୮)ରେ ରହିଛି। ଏହାପଛକୁ ଦ୍ୱିତୀୟରେ ମହାରାଷ୍ଟ୍ର (୪୫,୨୦,୭୬୪) ଏବଂ ତୃତୀୟରେ ବିହାର (୪୨,୯୭,୪୮୧) ରହିଛି। ଅନ୍ୟପକ୍ଷରେ ଛାଡ଼ପତ୍ର ପାଇଥିବା ମହିଳାଙ୍କ ସର୍ବାଧିକ ସଂଖ୍ୟା ମହାରାଷ୍ଟ୍ର (୧,୫୪,୨୭୪)ରେ ରହିଛି। ଦ୍ୱିତୀୟ ଓ ତୃତୀୟ ରାଜ୍ୟ ଭାବେ ଯଥାକ୍ରମେ ପଶ୍ଚିମବଙ୍ଗରେ ୧,୨୫,୭୪୪ ଏବଂ ଗୁଜରାଟରେ ୮୮,୭୫୩ ଜଣ ମହିଳା ଛାଡ଼ପତ୍ର ପାଇ ସ୍ବାମୀଙ୍କଠାରୁ ଅଲଗା ରହୁଛନ୍ତି। ହେଲେ ନିରାଶ୍ରୟ ମହିଳାଙ୍କ ସଂଖ୍ୟାର ବିବରଣୀ କେନ୍ଦ୍ର ସରକାର ଦେଇନାହାନ୍ତି।

ନୂଆଦିଲ୍ଲୀ,୧୦ା୮: ଭାରତରେ ୨୪ କୋଟିରୁ ଊର୍ଦ୍ଧ୍ୱ ଅବିବାହିତ ମହିଳା ରହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ କୋଟି ମହିଳା ୧୮ ବର୍ଷରୁ କମ୍‌। ଏହାବ୍ୟତୀତ ଦେଶରେ ୪.୩ କୋଟି ବିଧବା ରହିଛନ୍ତି। ସେହିପରି ଦେଶରେ ସ୍ବାମୀଙ୍କଠାରୁ ଅଲଗା ରହୁଥିବା ମହିଳାଙ୍କ ସଂଖ୍ୟା ୨୩ ଲକ୍ଷ ଥିବାବେଳେ ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ବିବାହ ବିଚ୍ଛେଦ ହୋଇ ଅଲଗା ରହୁଛନ୍ତି।
କରିମଗଞ୍ଜ ଏମ୍‌ପି ରାଧେଶ୍ୟାମ ବିଶ୍ୱାସ ଏବଂ ଦେଓ୍ବାସ୍‌ ଏମ୍‌ପି ମନୋହର ଉଁଟ୍‌ଓ୍ବାଲଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହରି ଉପରୋକ୍ତ ତଥ୍ୟ ଗତ ମଙ୍ଗଳବାର ଲୋକସଭାରେ ଉପସ୍ଥାପିତ କରିଛନ୍ତି। ପ୍ରଶ୍ନ ଥିଲା କେନ୍ଦ୍ର ସରକାର ଜନଗଣନା ଅନୁସାରେ ବିଧବା, ଛାଡ଼ପତ୍ର ପାଇଥିବା ମହିଳା, ଏକାକୀ ମହିଳା ଏବଂ ନିରାଶ୍ରୟ ମହିଳାଙ୍କ ସଂଖ୍ୟା ନିର୍ଦ୍ଧାରଣ କରିଛନ୍ତି ନା ନାହିଁ। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ଭାରତରେ ଅବିବାହିତ ମହିଳାଙ୍କ ସଂଖ୍ୟା ହେଉଛି ୨୪,୭୯,୬୩,୪୪୨। ତନ୍ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ୨୦,୬୫,୨୬,୯୬୨ ଜଣ ରହିଛନ୍ତି। ସବୁଠୁ ଅଧିକ ଉତ୍ତରପ୍ରଦେଶରେ ୪,୬୧,୧୮,୩୯୬ଜଣ ଅବିବାହିତ ମହିଳା ରହିଛନ୍ତି। ଏହାପଛକୁ ଦ୍ୱିତୀୟରେ ରହିଛି ବିହାର (୨,୩୯,୩୮,୩୩୮) ଏବଂ ତୃତୀୟରେ ମହାରାଷ୍ଟ୍ର (୨,୦୫,୯୭,୨୧୭) ରହିଛି। ବିଧବା ମହିଳାଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ଉତ୍ତରପ୍ରଦେଶ (୪୮,୫୬,୧୮୮)ରେ ରହିଛି। ଏହାପଛକୁ ଦ୍ୱିତୀୟରେ ମହାରାଷ୍ଟ୍ର (୪୫,୨୦,୭୬୪) ଏବଂ ତୃତୀୟରେ ବିହାର (୪୨,୯୭,୪୮୧) ରହିଛି। ଅନ୍ୟପକ୍ଷରେ ଛାଡ଼ପତ୍ର ପାଇଥିବା ମହିଳାଙ୍କ ସର୍ବାଧିକ ସଂଖ୍ୟା ମହାରାଷ୍ଟ୍ର (୧,୫୪,୨୭୪)ରେ ରହିଛି। ଦ୍ୱିତୀୟ ଓ ତୃତୀୟ ରାଜ୍ୟ ଭାବେ ଯଥାକ୍ରମେ ପଶ୍ଚିମବଙ୍ଗରେ ୧,୨୫,୭୪୪ ଏବଂ ଗୁଜରାଟରେ ୮୮,୭୫୩ ଜଣ ମହିଳା ଛାଡ଼ପତ୍ର ପାଇ ସ୍ବାମୀଙ୍କଠାରୁ ଅଲଗା ରହୁଛନ୍ତି। ହେଲେ ନିରାଶ୍ରୟ ମହିଳାଙ୍କ ସଂଖ୍ୟାର ବିବରଣୀ କେନ୍ଦ୍ର ସରକାର ଦେଇନାହାନ୍ତି।
"/>

ଭାରତରେ ୨୪ କୋଟି ଅବିବାହିତା

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri