କଷ୍ଟ କଲେ କୃଷ୍ଣ ମିଳେ

ରମେଶ ଚନ୍ଦ୍ର ସାମଲ

ମଣିଷ ଅଧ୍ୟବସ।ୟ ଦ୍ୱ।ର। ସବୁ କିଛି ସମ୍ଭବ କରିପ।ରିବ। ବ।ରମ୍ବ।ର ଅକୃତକ।ର୍ଯ୍ୟ ହୋଇ ଚେଷ୍ଟ। ଜ।ରି ରଖିଲେ ଶେଷରେ ଭ।ଗ୍ୟଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଏ ସଂକ୍ର।ନ୍ତରେ ଛୋଟ ପୋକଟିର ଉଦ।ହରଣ ନେଇପ।ରିବ।। ଗୋଟିଏ ତୈଳ।କ୍ତ ସ୍ତମ୍ଭ ଉପରେ ଚଢି ବ।ରମ୍ବ।ର ଖସିପଡିଲେ ମଧ୍ୟ ସେ ଉପରକୁ ଚଢିବ।ର ଚେଷ୍ଟ। ଛ।ଡେନ।। ଶେଷରେ ସ୍ତମ୍ଭଟିର ଶୀର୍ଷରେ ପହଞ୍ଚିବ।ରେ ସେ ସମର୍ଥ ହୁଏ। ଏଣୁ ଚେଷ୍ଟ।କଲେ ମଣିଷ ସବୁ ସମ୍ଭବ କରିପ।ରିବ। ସ।ମ।ନ୍ୟ ଚେଷ୍ଟ।କରି ଲକ୍ଷ୍ୟପଥରୁ ଓହରିଗଲେ ଧରିନେବ।କୁ ହେବ ଦୃଢ ଇଚ୍ଛ।ଶକ୍ତିର ଅଭ।ବ। ବହୁଲୋକ ନିଜର ଇଚ୍ଛ। ପୂରଣ ହୋଇ ନ ପ।ରିଲେ ଭ।ବନ୍ତି ମୁଁ ମୃଗତୃଷ୍ଣ। ପଛରେ ଧ।ଉଁଛି। ସରଗର ଚ।ନ୍ଦକୁ କେହି କ’ଣ ହ।ତରେ ପ।ଇପ।ରେ? କିନ୍ତୁ ନିଷ୍ଠ।ପର ଚେଷ୍ଟ। ଦ୍ୱ।ର। ଅସମ୍ଭବ କିଛି ନ।ହିଁ। କୌଣସି ଆଶ। ପୂରଣ ପ।ଇଁ କିଛି କ।ର୍ଯ୍ୟ କରିବ। ପୂର୍ବରୁ ନିଜର ସ।ମର୍ଥ୍ୟ ପ୍ରତି ସଚେତନ ହେବ। ଉଚିତ। ଏକକ ଭ।ବେ ଏହ। କରି ନ ହେଲେ ଅନ୍ୟର ସ।ହ।ଯ୍ୟ ସହଯୋଗ ଗ୍ରହଣ କଲେ କିଛି କ୍ଷତି ନ।ହିଁ। ସମ୍ଭବ ହୋଇପ।ରୁ ନ ଥିବ। ଆଶ। ମଣିଷ ମନକୁ କେବେ ଆସିବନି। ଚେତନ। ଶକ୍ତିର ବିକ।ଶ ଦ୍ୱ।ର। ମଣିଷ ସବୁକିଛି କରିପ।ରିବ, ଯ।ହ।ର ଝଲକ ପୂର୍ବଜ ମୁନିଋଷି ଆମକୁ ଦେଖ।ଇ ଯ।ଇଛନ୍ତି। ଆମେ ସମସ୍ତେ ଜ।ଣୁ ମଲ।ମଣିଷକୁ ବଞ୍ଚ।ଇବ।, ସେମ।ନଙ୍କ ସହିତ ଯୋଗସୂତ୍ର ସ୍ଥ।ପନ କରିବ। ଅସମ୍ଭବ। ମଲ। ପରେ ଆତ୍ମ। କେଉଁଠି ରହେ, କ’ଣ କରେ ତ।ହ। ମଧ୍ୟ ଅଜଣ।। କିନ୍ତୁ ପୁର।ଣପୁରୁଷ ଶ୍ରୀକୃଷ୍ଣ ଗୁରୁପତ୍ନୀଙ୍କ ଅନୁରୋଧରେ ତ।ଙ୍କ ମୃତପୁତ୍ରକୁ ଯମ।ଳୟରୁ ଫେର।ଇ ଆଣିଥିଲେ। କୁରୁ-ପ।ଣ୍ଡବ ଯୁଦ୍ଧ ପରେ ଶ୍ରୀକୃଷ୍ଣ ମ।ତ। ଦେବକୀ, କୁନ୍ତୀ, ଗ।ନ୍ଧ।ରୀ, ଦ୍ରୌପଦୀ ଓ ସୁଭଦ୍ର।ଙ୍କ ଅନୁରୋଧରେ ସେମ।ନଙ୍କ ମୃତପୁତ୍ରଙ୍କୁ ଦେଖ।ଇ ମୃତ୍ୟୁ ପରେ ସେମ।ନଙ୍କ ଆତ୍ମ।ର ସ୍ଥିତି ବିଷୟରେ ଅବଗତ କର।ଇଥିଲେ। ଚିକିତ୍ସ। ଓ ମନ୍ତ୍ରଶକ୍ତି ବଳରେ ସେ ସମୟରେ ବୃଦ୍ଧ ଯୁବକ ହୋଇପ।ରୁଥିଲ।। ପୁରୁଷ ସ୍ତ୍ରୀ ଓ ସ୍ତ୍ରୀ ପୁରୁଷ ହୋଇପ।ରୁଥିଲ।। ଶୁକ୍ର।ଚ।ର୍ଯ୍ୟ ମୃତସଞ୍ଜୀବନୀ ମନ୍ତ୍ର ବଳରେ ମୃତ ଅସୁରମ।ନଙ୍କୁ ଜୀବନଦ।ନ ଦେଇପ।ରୁଥିଲେ। ପୁର।ଣବର୍ଣ୍ଣିତ ର।ବଣର ପୁଷ୍ପକ ବିମ।ନ, ନ।ରଦଙ୍କ ଢିଙ୍କି, ମୁନିଋଷିମ।ନଙ୍କ ବିମ।ନ ଆକ।ଶରେ ଉଡିପ।ରୁଥିଲ।। ଏ ସବୁକୁ ଗଗନମ।ର୍ଗରେ ଯ।ତ।ୟ।ତ ପ।ଇଁ ବ୍ୟବହ।ର କର।ଯ।ଉଥିଲ।। ଏହ।କୁ ଆମେ ଉଦ୍ଭଟ ଚିନ୍ତ। ବୋଲି କହୁ। କିନ୍ତୁ ଆଜିର ମଣିଷ ଆକ।ଶରେ ଉଡିପ।ରୁଛି ଉଡ।ଜ।ହ।ଜରେ, ସେଇ ଚିନ୍ତ।ର ପ୍ରକୃତ ରୂପରେଖ ଦେଇ। ଗ୍ରହଗ୍ରହ।ନ୍ତରକୁ ମହ।କ।ଶଯ।ନ ଦ୍ୱ।ର। ଯ।ଇ ସେଠିକ।ର ପରିବେଶ ଆଦି ବିଭିନ୍ନ ତଥ୍ୟ ଅନୁଧ୍ୟ।ନ କରିପ।ରୁଛି। ମଙ୍ଗଳ ଗ୍ରହ ଦେଖିବ।କୁ ଲ।ଲ୍‌, ପୂର୍ବେ ସେଠି ଜୀବନସତ୍ତ। ଥିଲ। ବୋଲି ଆଜିର ବୈଜ୍ଞ।ନିକମ।ନେ ବହୁ ପରୀକ୍ଷ। ପରେ ଜ।ଣିପ।ରିଛନ୍ତି। ବହୁ ପୂର୍ବରୁ ଆମର ମୁନିଋଷିମ।ନେ ଏହ। ଜ।ଣି କହିଥିଲେ- ”ଧରଣୀଗର୍ଭସମ୍ବୁତଂ ବିଦ୍ୟୁତ୍‌ପୁଞ୍ଜସମପ୍ରଭଂ, କୁମ।ରଂ ଶକ୍ତିହସ୍ତଞ୍ଚ ରୋହିତ।ଙ୍ଗଂ ନମ।ମ୍ୟହମ୍‌।“ ତେବେ ପୃଥିବୀରୁ ମଙ୍ଗଳ ସୃଷ୍ଟି ହୋଇଛି ବୋଲି ଏ ଯ।ବତ୍‌ ସିଦ୍ଧ ହୋଇ ନ।ହିଁ କିନ୍ତୁ ଏହ।ର ରଙ୍ଗ ଲ।ଲ୍‌ ବୋଲି ଜଣ।ପଡ଼ିଛି। ଶ୍ରୀକୃଷ୍ଣ ଯମ।ଳୟରୁ ଗୁରୁଙ୍କ ମୃତପୁତ୍ର ଫେର।ଇ ଆଣି ଗୁରୁଙ୍କୁ ଦେବ। ଓ କୁରୁ-ପ।ଣ୍ଡବ ଯୁଦ୍ଧ ପରେ ମ।ତ।ମ।ନଙ୍କ ଅନୁରୋଧରେ ସେମ।ନଙ୍କ ମୃତପୁତ୍ରଙ୍କୁ ଦେଖ।ଇବ। ବିଷୟରେ ଏତିକି କୁହ।ଯ।ଇପ।ରେ ଯେ, ଆତ୍ମ। ଅମର। ଏହ। ଜୀବନ ମୃତ୍ୟୁଚକ୍ରରେ ସର୍ବଦ। ଘୂର୍ଣ୍ଣ।ୟମ।ନ। ମୃତ୍ୟୁ ପରେ ଏହ।ର ସ୍ଥିତି ବିଷୟରେ ଅଜ୍ଞ ଥିବ। ହେତୁ ଆମେ ଏହ। ଜ।ଣିପ।ରୁନୁ। ଶ୍ରୀକୃଷ୍ଣ ସେ ସମ୍ବନ୍ଧରେ ଜ।ଣିଥିବ। ହେତୁ ତ।ଙ୍କ କ୍ଷେତ୍ରରେ ଏହ। ସତ୍ୟ ହୋଇପ।ରେ। ବହୁ ଜ।ତିସ୍ମର ବ।ଳକ ତ।ଙ୍କ ପୂର୍ବଜନ୍ମର ବିବରଣୀ ଦେଉଥିବ। ବିଭିନ୍ନ ସମୟରେ ଗଣମ।ଧ୍ୟମରୁ ପଢ଼ିବ।କୁ ଓ ଦେଖିବ।କୁ ମିଳେ। ପୁର।ଣଶ।ସ୍ତ୍ରମ।ନଙ୍କରେ ବର୍ଣ୍ଣିତ ପୁରୁଷ ସ୍ତ୍ରୀ ଓ ସ୍ତ୍ରୀ ପୁରୁଷରେ ପରିବର୍ତ୍ତିତ ହେବ। ବିଷୟ ଆଜି ବିଜ୍ଞ।ନ ଦ୍ୱ।ର। ପ୍ରମ।ଣିତ ହୋଇସ।ରିଲ।ଣି। ଏବେ ଶଲ୍ୟ ଚିକିତ୍ସ। ଓ ହରମୋନ।ଲ ଟ୍ରିଟ୍‌ମେଣ୍ଟ ଦ୍ୱ।ର। ପୁରୁଷ ଗର୍ଭଧ।ରଣ କରିବ। ସମ୍ଭବ ହେଲ।ଣି। ଅନେକ ପୁରୁଷଙ୍କଠ।ରେ ସ୍ତ୍ରୀ ହର୍‌ମୋନ ଓ ସ୍ତ୍ରୀଙ୍କଠ।ରେ ପୁରୁଷ ହର୍‌ମୋନ ଥିବ।ର ଦେଖ।ଯ।ଏ। ଏଥିରୁ ଶିବଙ୍କର ଅର୍ଦ୍ଧନ।ରୀଶ୍ୱର ପରିକଳ୍ପନ। ଏବେ ଆଉ କେବଳ କଳ୍ପନ।ରେ ସୀମିତ ହୋଇ ରହିନି। ଏଣୁ ଆଶ।କୁ ମରୁ ମରୀଚିକ। ଆଖ୍ୟ। ଦେବ। ଭୁଲ୍‌ ଚିନ୍ତ।ଧ।ର।। ମଣିଷର ଆଶ। ଅପୂରଣୀୟ ରହେନ।- ନିରବଚ୍ଛିନ୍ନ ଭ।ବେ ଚେଷ୍ଟ। କଲେ ଦିନେ ନ। ଦିନେ ଏହ। ନିଶ୍ଚିତ ପୂରଣ ହୁଏ। ସେଥିପ।ଇଁ ଭ।ଗବତରେ କୁହ।ଯ।ଇଛି: ଏ ମନ ଭ।ବୁଥ।ଇ ଯ।ହ।। କ।ଳେ ପ୍ର।ପତ ହୁଏ ତ।ହ।।। ପୁଣି କୁହ।ଯ।ଏ, କଷ୍ଟ କଲେ କୃଷ୍ଣ ମିଳେ।

ର।ମିଆଗଞ୍ଜ, ମ।ର୍ଶ।ଘ।ଇ, କେନ୍ଦ୍ର।ପଡ।,
ମୋ- ୯୪୩୯୮୭୯୦୨୨



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri