ରାୟଗଡା

୮ ମାସର ଗର୍ଭବତୀଙ୍କୁ ମାରିଦେଲେ ଶ୍ୱଶୁର ଘର ଲୋକେ

ବିଷମ କଟକ,୬।୧ (ବିଭୂତି ଭୂଷଣ ନାୟକ): ରାୟଗଡା ଜିଲା ବିଷମକଟକ ଥାନା ଅନ୍ତର୍ଗତ ଡୁକୁମ ପଞ୍ଚାୟତର ଘୋଡାବାଙ୍ଗିରି ଗ୍ରାମରେ ଜଣେ ୮ ମାସର ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ଘାଡାବାଙ୍ଗିରି ଗ୍ରାମର ଲକ୍ଷ୍ମଣ ମାଣ୍ଡିକାଙ୍କ ସ୍ତ୍ରୀ ରୀତା...

କଂଗ୍ରେସରେ ଯୋଗଦେଇପାରନ୍ତି ହେମା

ରାୟଗଡ଼ା,୫।୧(ଆଶିଷ ରଞ୍ଜନ ପଣ୍ଡା):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳବଦଳ କଥା ସେତେ ଉଠୁଛି। ଏବେ ଗୁଣପୁର କଂଗ୍ରେସରେ ଆରମ୍ଭ ହୋଇଗଲାଣି ଟଣାଓଟରା। ଜିଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରଠାରୁ ଦଳର ପ୍ରଭାବ କମି...

ଓ୍ବାର୍ଡେନ ମୃତ୍ୟୁ ଘଟଣାରେ ୧୨ ଘଣ୍ଟିଆ ରାୟଗଡା ବନ୍ଦ

ଟିକିରି,୫।୧( ପ୍ରଫୁଲ କୁମାର ବେହେରା): ଓ୍ବାର୍ଡେନ ମୃତ୍ୟୁ ଘଟଣାରେ ଆଜି ୧୨ ଘଣ୍ଟିଆ ରାୟଗଡା ବନ୍ଦ ଡାକରା ଦିଆଯାଇଛି। ରାୟଗଡା ଜିଲା କାଶିପୁର ବ୍ଲକରେ ଆଜି ସକାଳୁ ସକାଳୁ ବଦ ପ୍ରଭାବ ଦେଖିବାକୁ ମିଳିଛି। ଗତ ୨୧ରେ ନକଟିଗୁଡ଼ା ଗ୍ରାମ...

ଜିଆଇ ମାନ୍ୟତା ପାଇଲା ଡଙ୍ଗରିଆଙ୍କ ହାତବୁଣା ଶାଲ୍‌, ଲାଞ୍ଜିଆ ସୌରାଙ୍କ ଚିତ୍ରକଳା

ରାୟଗଡ଼ା,୩ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ହାତବୁଣା ଶାଲ୍‌ କାପଡ଼ାଗୁନ୍ଦା ଏବଂ ଗୁଣପୁର ଲାଞ୍ଜିଆ ସୌରାଙ୍କ ଚିତ୍ରକଳା ଇଡିତାଲ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଥିବା ନେଇ ସୂଚନା ମିଳିଛି । ଓଡ଼ିଶାର ୭ଟି...

ଛତିଶଗଡ଼ ନେଉଛି ଓଡ଼ିଶା ଧାନ

ମାଥିଲି,୩୧ା୧୨(ସୁବାସ ଚନ୍ଦ୍ର ଖୁଡୁପିଆ)ଛତିଶଗଡ଼ ମୁହାଁ ଓଡ଼ିଶା ଧାନ। ଟୋକନ ଅଛି କିନ୍ତୁ ମଣ୍ଡିକୁ ଚାଷୀ ଆଣୁନାହାନ୍ତି ଧାନ। ମାଥିଲି ବ୍ଲକର ଧାନମଣ୍ଡି ଏବେ ଖାଁ ଖାଁ। ପ୍ରତିବର୍ଷ ମଣ୍ଡିରେ ଧାନ ରଖିବାକୁ ଜାଗା ମିଳୁ ନ ଥାଏ। ତେବେ ଚଳିତ...

କପାମଣ୍ଡିରେ ଅବ୍ୟବସ୍ଥା: ୨୧ ଦିନରେ ୪ଚାଷୀଙ୍କଠୁ କିଣାଯାଇଛି କପା

ରାୟଗଡ଼ା,୨୮।୧୨(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ାରେ ଚାଷୀଙ୍କ ଦ୍ୱାରା ଉତ୍ପାଦିତ କପାର ରାଜ୍ୟ ତଥା ବାହାରେ ଅନେକ ଚାହିଦା ରହିଛି l ଜିଲାରେ ଉତ୍ପାଦିତ କପାର ଅଭାବୀ ବିକ୍ରି ରୋକିବା ଏବଂ ଚାଷୀ ଯେପରି ଦଲାଲଙ୍କ ଶିକାର ନ ହେବେ ସେଥିପାଇଁ ସରକାର...

ଆଜି ଭାଜପାର ୬ ଘଣ୍ଟିଆ ରାୟଗଡ଼ା ବନ୍ଦ ଡାକରା

ରାୟଗଡ଼ା,୨୮।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚନ୍ଦ୍ରପୁରରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିବା ଯୁବତୀଙ୍କ ମୃତଦେହ ଘଟଣାକୁ ନେଇ ପୋଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଭାଜପା ଜିଲା ମହିଳା ମୋର୍ଚ୍ଚା । ଏ ନେଇ ଏକ ଖବରଦାତା...

ଆମ୍ଭଖୋଲା ନିକଟ ଜଙ୍ଗଲରେ ବାଘ ଆତଙ୍କ: ମିଳିଲା ରକ୍ତର ଚିହ୍ନ, ଗାଈର ଦୁଇଟି ଗୋଡ

ଗୁଣୁପୁର ୨୩।୧୨: ରାୟଗଡ଼ା ଜିଲା ଗୁଣୁପୁରରେ ବାଘ ଆତଙ୍କ  ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇଛନ୍ତି। ଗତ ୩ ତିନି ଦିନ ହେବ ବାଘ ସୀମିତ ଅଞ୍ଚଳରେ ବିଚରଣ କରୁଥିବା ଜଣାପଡ଼ିଛି । ଶନିବାର ବନ...

ଟ୍ରେନ୍‌ଲାଇନ୍‌ରୁ ମିଳିଲା ହୋମ୍‌ଗାର୍ଡଙ୍କ ମୃତଦେହ

ରାୟଗଡ଼ା,୧୮ା୧୨: ରାୟଗଡ଼ା ଷ୍ଟେଶନର ୫୦ ମିଟର ପୂର୍ବରୁ ଟ୍ରେନ୍‌ଲାଇନ୍‌ରୁ ଜଣେ ହୋମ୍‌ଗାର୍ଡଙ୍କ ମୃତଦେହ ମିଳିଛି। ରବିବାର ରାତିରେ ଏ ନେଇ ଖବର ପ୍ରଚାରିତ ହେବା ପରେ ରେଳ ବିଭାଗ କର୍ତ୍ତୃପକ୍ଷ, ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ...

ଗୋଟିଏ ଦିନରେ ଲୁଟିନେଲେ ୧୩ ଭରି ସୁନା

ରାୟଗଡା,୧୪।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଚୋରି ବଢିବାରେ ଲାଗିଛି। କିଛି ଦିନ ଚୋରି ବନ୍ଦ ହେବା ପରେ ପୁଣି ଚାଲାକ ଭାବେ ଭିନ୍ନ ଭିନ୍ନ ଗଳିରେ ବନ୍ଦ ରହିଥିବା ଘରକୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ। ରାୟଗଡ଼ା ସହରର ସାଇପ୍ରିୟା...

ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟଳୟ ନିକଟରେ ଲାଗିଲା ମାଓ ପୋଷ୍ଟର

ଟିକିର,୧୪।୧୨(ପ୍ରଫୁଲ କୁମାର ବେହେରା )ରାୟଗଡ ଜିଲା କାଶୀପୁର ବ୍ଲକ ମାଣ୍ଡିବିଶି ରେ ସିପିଆଇ ବା.ଘୁ.ନା. ଡ଼ିଭିଜନ ନାଁରେ ଲାଗିଛି ମାଓ ପୋଷ୍ଟର। ଗୁରବାର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟଳୟ ନିକଟରେ ଥିବା ଏକ ଆମ୍ବ ଗଛରେ ଦୁଇଟି ପୋଷ୍ଟର ଲାଗିଥିବା ଦେଖାଯାଇଛି।...

୪ ନକଲି ମାଓବାଦୀ ଗିରଫ

ରାୟଗଡ଼ା,୧୨।୧୨(ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ାରୁ ୪ ନକଲି ମାଓବାଦୀଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୨ ମହିଳା ଥିବା ଜଣାପଡିଛି।ଅଭିଯୁକ୍ତମାନେ ମାଓବାଦୀଙ୍କ ନାମରେ ଚିଠି ଓ ହତ୍ୟା ଧମକ ଦେଉଥିଲେ। ଗିରଫ ୪ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri