ଜାତୀୟ

କଂଗ୍ରେସର ପ୍ରଥମ ତାଲିକା ଜାରି: ୧୨ ପ୍ରାର୍ଥୀ ୫୦ ବର୍ଷରୁ କମ୍‌, ତାଲିକାରେ ମୁସଲମାନ ସହିତ ଏହି ସମ୍ପ୍ରଦାୟ

ନୂଆଦିଲ୍ଲୀ,୮।୩: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି। କଂଗ୍ରେସର ପ୍ରଥମ ତାଲିକାରେ ୧୨ ଜଣ ପ୍ରାର୍ଥୀଙ୍କ ବୟସ ୫୦ ବର୍ଷରୁ କମ ହୋଇଥିବାବେଳେ ୨୪ ଜଣ ପ୍ରାର୍ଥୀ ଅନୁସୂଚିତ ଜାତି-ଜନଜାତି, ପଛୁଆ ବର୍ଗ ଏବଂ...

ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୮।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା ଉପରେ ଝଟ୍‌କା ଲାଗୁଛି। ଗୋଟିଏ ପଟେ ନେତାମାନେ ଦଳ ଛାଡ଼ୁଥିବା ବେଳେ ଅନ୍ୟପକ୍ଷେ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସଦ୍ୟ ଘଟଣାକ୍ରମରେ କଂଗ୍ରେସକୁ ଆଇଟିଏଆଇ(ଆୟକର ଆପିଲେଟ୍‌ ଟ୍ରିବ୍ୟୁନାଲ) ପକ୍ଷରୁ...

କଂଗ୍ରେସ ଘୋଷଣା କଲା ପ୍ରଥମ ପ୍ରାର୍ଥୀ ତାଲିକା, ୱାୟନାଡରୁ ଲଢ଼ିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ୩୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛି କଂଗ୍ରେସ। ପୁଣିଥରେ ରାହୁଲ ୱାୟନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକର ଗୋଟିଏ ଦିନ ପରେ ଶୁକ୍ରବାର ଦିନ...

ଏମ୍‌ଏଲ୍‌ସି ନିର୍ବାଚନ ଲଢ଼ିବେ ରାବ୍ରି, ପ୍ରାର୍ଥୀ ଘୋଷଣା କଲା ଆର୍‌ଜେଡି

ପାଟନା,୮।୩: ବିହାରରେ ମାର୍ଚ୍ଚ ୧୧ରେ ହେବାକୁ ଥିବା ବିଧାନ ପରିଷଦ(ଏମ୍‌ଏଲ୍‌ସି) ନିର୍ବାଚନ ଲାଗି ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ପୂର୍ବତନ ମନ୍ତ୍ରୀ ଅବଦୁଲବରୀ ସିଦ୍ଧିକିଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ତାଲିକାର ଅନ୍ୟମାନଙ୍କ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା

ନୂଆଦିଲ୍ଲୀ,୮।୩: କଂଗ୍ରେସକୁ ଆୟକର ଅପିଲ ପ୍ରାଧିକରଣ ITAT ରୁ ଝଟକା ଲାଗିଛି। ପାର୍ଟି ତା’ର ବ୍ୟାଙ୍କ ଖାତାଉପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବା ପାଇଁ ଯାଚିକାରେ ଦାବି କରିଥିଲା ଯାହାକୁ ITAT ଖାରଜ କରି ଦେଇଛି। କହିରଖୁଛୁ...

Video: ରାସ୍ତାରେ ନମାଜ କରୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୮।୩: ଦିଲ୍ଲୀର ଏକ ଅଂଚଳରେ ରାସ୍ତାରେ ନମାଜ ପଢୁଥିବାର ଲୋକମାନଙ୍କୁ ଜଣେ ପୋଲିସ ଅଧିକାରୀ ଗୋଇଠା ମାରୁଥିବାର ଭଭିଡିଓ ଭାଇରାଲ ହୋଇଛି। ନମାଜ ପଢ଼ୁଥିବା ଲୋକମାନଙ୍କୁ ବିନା କୌଣସି ଚିନ୍ତାରେ ଅତି ଅଭଦ୍ରତାର ସହିତ ଗୋଇଠା ମାରୁଥିବା ଦେଖି ଉପସ୍ଥିତ...

ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ: କାର ଧୋଇଲେ ୫ ହଜାର ଟଙ୍କା ଜରିମାନା

ବେଙ୍ଗାଲୁରୁ,୭।୩: ମାର୍ଚ୍ଚ ମାସ ଆରମ୍ଭରୁ କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ଏହାର ସୁଯୋଗ ନେଇ ମାଫିଆମାନେ ପାଣି ଟ୍ୟାଙ୍କର ଦାମ୍‌ ମନଇଚ୍ଛା ବଢ଼ାଇ ଦେଇଛନ୍ତି। ୧,୦୦୦ ଟଙ୍କାରେ ପୂର୍ବରୁ ମିଳୁଥିବା ଗୋଟିଏ ଟାଙ୍କି ପାଣି ଦାମ୍‌ ହଠାତ୍‌...

ମୋଦିଙ୍କୁ ନୋବେଲ ପୁରସ୍କାର ଦେବାକୁ ଦାବି

ନୂଆଦିଲ୍ଲୀ,୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ହିନ୍ଦୁ ସେନା ଦାବି କରିଛି। ହିନ୍ଦୁ ସେନାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ନୋବେଲ ଫାଉଣ୍ଡେସନକୁ ଏକ ଚିଠି ପଠାଇଛନ୍ତି। ଏହି ଚିଠିକୁ ସରକାରୀ ଇମେଲ ଆଇଡି...

୫ବର୍ଷ ମଧ୍ୟରେ ଭାରତ-ଚାଇନା ମଧ୍ୟରେ ହେବ ଆଉ ଏକ ଯୁଦ୍ଧ? କାରଣ ଡ୍ରାଗନଙ୍କ ଡର

ନୂଆଦିଲ୍ଲୀ/ବେଜିଂ,୮।୩: ପାଞ୍ଚ ବର୍ଷ ମଧ୍ୟରେ ଭାରତ ଏବଂ ଚାଇନା ମଧ୍ୟରେ ଏକ ଯୁଦ୍ଧ ଆରମ୍ଭ ହୋଇପାରେ। ଜିଓ ରାଜନୀତିର ବିଶେଷଜ୍ଞମାନେ ଏ ବିଷୟରେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ୨୦୨୫ରୁ ୨୦୩୦ମଧ୍ୟରେ ହିମାଳୟରେ ଆଉ ଏକ ଭାରତ-ଚାଇନା...

ଭାଇରାଲ ଭିଡିଓ: ପ୍ରଥମଥର ସ୍କୁଲରେ ପାଠ ପଢାଇବ ଏଆଇ ଟିଚର

ନୂଆଦିଲ୍ଲୀ,୮।୩: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଯଥା ଏଆଇ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ଭାରତରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏଆଇ ବ୍ୟବହାର କରାଯାଉଛି। ଏଇ କ୍ଷେତ୍ର କ୍ରମାଗତ ଭାବରେ ଅଗ୍ରଗତି କରୁଛି, ଏହି କ୍ଷେତ୍ରରେ...

ଶିବ ପୂଜା ସମୟରେ କରେଣ୍ଟ ଲାଗି ପୋଡିଗଲେ ୧୫ ଶିଶୁ

କୋଟା,୮।୩: ରାଜସ୍ଥାନର କୋଟା ସହରରେ ମହାଶିବରାତ୍ରୀରେ ଶିବ ଶୋଭାଯାତ୍ରା ସମୟରେ ଏକ ଦୁର୍ଘଟଣା ଘଟିଛି। ଏଠାରେ କରେଣ୍ଟ ଲାଗି ୧୫ ପିଲା ଜଳି ଯାଇଥିବା କୁହାଯାଉଛି। ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସମସ୍ତ ଶିଶୁଙ୍କ ଏମବିବିଏସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।...

କଣ୍ଟେଣ୍ଟ କ୍ରିଏଟର ପାଦ ଛୁଇଁ ପ୍ରଣାମ କରିବାରୁ ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ,୮।୩: ଶୁକ୍ରବାର ନୂଆଦିଲ୍ଲୀର ଭାରତ ମଣ୍ଡପମ ଅଡିଟୋରିୟମରେ ନାଶନାଲ କ୍ରିଏଟର୍ସ ପୁରସ୍କାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କଣ୍ଟେଣ୍ଟ କ୍ରିଏଟରଙ୍କୁ ସମ୍ମାନିତ କରିଛନ୍ତି। ଏହି ସମୟରେ ଏକ ମୁହୂର୍ତ୍ତ ମଧ୍ୟ ଏମିତି ଆସିଥିଲା ଯେତେବେଳେ ମୋଦି ଭାବପ୍ରବଣ ହୋଇଥିଲେ। ଯେତେବେଳେ ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri