ଜାତୀୟ

କଂଗ୍ରେସକୁ ଝଟ୍‌କା

ନୂଆଦିଲ୍ଲୀ,୮।୩: କଂଗ୍ରେସକୁ ଆୟକର ଅପିଲ ପ୍ରାଧିକରଣ ITAT ରୁ ଝଟକା ଲାଗିଛି। ପାର୍ଟି ତା’ର ବ୍ୟାଙ୍କ ଖାତାଉପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବା ପାଇଁ ଯାଚିକାରେ ଦାବି କରିଥିଲା ଯାହାକୁ ITAT ଖାରଜ କରି ଦେଇଛି। କହିରଖୁଛୁ...

Video: ରାସ୍ତାରେ ନମାଜ କରୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୮।୩: ଦିଲ୍ଲୀର ଏକ ଅଂଚଳରେ ରାସ୍ତାରେ ନମାଜ ପଢୁଥିବାର ଲୋକମାନଙ୍କୁ ଜଣେ ପୋଲିସ ଅଧିକାରୀ ଗୋଇଠା ମାରୁଥିବାର ଭଭିଡିଓ ଭାଇରାଲ ହୋଇଛି। ନମାଜ ପଢ଼ୁଥିବା ଲୋକମାନଙ୍କୁ ବିନା କୌଣସି ଚିନ୍ତାରେ ଅତି ଅଭଦ୍ରତାର ସହିତ ଗୋଇଠା ମାରୁଥିବା ଦେଖି ଉପସ୍ଥିତ...

ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ: କାର ଧୋଇଲେ ୫ ହଜାର ଟଙ୍କା ଜରିମାନା

ବେଙ୍ଗାଲୁରୁ,୭।୩: ମାର୍ଚ୍ଚ ମାସ ଆରମ୍ଭରୁ କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ଏହାର ସୁଯୋଗ ନେଇ ମାଫିଆମାନେ ପାଣି ଟ୍ୟାଙ୍କର ଦାମ୍‌ ମନଇଚ୍ଛା ବଢ଼ାଇ ଦେଇଛନ୍ତି। ୧,୦୦୦ ଟଙ୍କାରେ ପୂର୍ବରୁ ମିଳୁଥିବା ଗୋଟିଏ ଟାଙ୍କି ପାଣି ଦାମ୍‌ ହଠାତ୍‌...

ମୋଦିଙ୍କୁ ନୋବେଲ ପୁରସ୍କାର ଦେବାକୁ ଦାବି

ନୂଆଦିଲ୍ଲୀ,୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ହିନ୍ଦୁ ସେନା ଦାବି କରିଛି। ହିନ୍ଦୁ ସେନାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ନୋବେଲ ଫାଉଣ୍ଡେସନକୁ ଏକ ଚିଠି ପଠାଇଛନ୍ତି। ଏହି ଚିଠିକୁ ସରକାରୀ ଇମେଲ ଆଇଡି...

୫ବର୍ଷ ମଧ୍ୟରେ ଭାରତ-ଚାଇନା ମଧ୍ୟରେ ହେବ ଆଉ ଏକ ଯୁଦ୍ଧ? କାରଣ ଡ୍ରାଗନଙ୍କ ଡର

ନୂଆଦିଲ୍ଲୀ/ବେଜିଂ,୮।୩: ପାଞ୍ଚ ବର୍ଷ ମଧ୍ୟରେ ଭାରତ ଏବଂ ଚାଇନା ମଧ୍ୟରେ ଏକ ଯୁଦ୍ଧ ଆରମ୍ଭ ହୋଇପାରେ। ଜିଓ ରାଜନୀତିର ବିଶେଷଜ୍ଞମାନେ ଏ ବିଷୟରେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ୨୦୨୫ରୁ ୨୦୩୦ମଧ୍ୟରେ ହିମାଳୟରେ ଆଉ ଏକ ଭାରତ-ଚାଇନା...

ଭାଇରାଲ ଭିଡିଓ: ପ୍ରଥମଥର ସ୍କୁଲରେ ପାଠ ପଢାଇବ ଏଆଇ ଟିଚର

ନୂଆଦିଲ୍ଲୀ,୮।୩: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଯଥା ଏଆଇ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ଭାରତରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏଆଇ ବ୍ୟବହାର କରାଯାଉଛି। ଏଇ କ୍ଷେତ୍ର କ୍ରମାଗତ ଭାବରେ ଅଗ୍ରଗତି କରୁଛି, ଏହି କ୍ଷେତ୍ରରେ...

ଶିବ ପୂଜା ସମୟରେ କରେଣ୍ଟ ଲାଗି ପୋଡିଗଲେ ୧୫ ଶିଶୁ

କୋଟା,୮।୩: ରାଜସ୍ଥାନର କୋଟା ସହରରେ ମହାଶିବରାତ୍ରୀରେ ଶିବ ଶୋଭାଯାତ୍ରା ସମୟରେ ଏକ ଦୁର୍ଘଟଣା ଘଟିଛି। ଏଠାରେ କରେଣ୍ଟ ଲାଗି ୧୫ ପିଲା ଜଳି ଯାଇଥିବା କୁହାଯାଉଛି। ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସମସ୍ତ ଶିଶୁଙ୍କ ଏମବିବିଏସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।...

କଣ୍ଟେଣ୍ଟ କ୍ରିଏଟର ପାଦ ଛୁଇଁ ପ୍ରଣାମ କରିବାରୁ ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ,୮।୩: ଶୁକ୍ରବାର ନୂଆଦିଲ୍ଲୀର ଭାରତ ମଣ୍ଡପମ ଅଡିଟୋରିୟମରେ ନାଶନାଲ କ୍ରିଏଟର୍ସ ପୁରସ୍କାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କଣ୍ଟେଣ୍ଟ କ୍ରିଏଟରଙ୍କୁ ସମ୍ମାନିତ କରିଛନ୍ତି। ଏହି ସମୟରେ ଏକ ମୁହୂର୍ତ୍ତ ମଧ୍ୟ ଏମିତି ଆସିଥିଲା ଯେତେବେଳେ ମୋଦି ଭାବପ୍ରବଣ ହୋଇଥିଲେ। ଯେତେବେଳେ ସେ...

ରାଜା ଭୈୟାଙ୍କ ସହଯୋଗୀଙ୍କ ଉପରେ ଭାଜପା ଖୁସ, ରେସରେ ମୁଲାୟମ ସିଂ ଯାଦବଙ୍କ ବୋହୂଙ୍କ ନାମ!

ଲକ୍ଷ୍ନୌ,୮।୩: ଉତ୍ତରପ୍ରଦେଶର ୧୩ଟି ବିଧାନ ପରିଷଦ ଆସନରେ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଚର୍ଚ୍ଚା ଚାଲିଛି। ଏହି ନିର୍ବାଚନରେ ଭାଜପା ୧୦ଟି ସିଟ ଏବଂ ଏସପି ୩ଟି ସିଟ ଜିତିପାରିବ। ଏହି ସମୟରେ...

ରଣବୀରଙ୍କୁ ନ୍ୟାଶନାଲ କ୍ରିଏଟର ଆଓ୍ବାର୍ଡ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮ା୩: ନ୍ୟାଶନାଲ କ୍ରିଏଟର ଆଓ୍ବାର୍ଡ ୨୦୨୪ କାର୍ଯ୍ୟକ୍ରମ ଦିଲ୍ଲୀର ଭାରତମଣ୍ଡପମଠାରେ ଚାଲିଛି। ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଇନଫ୍ଲୁଏନ୍‌ସର୍ସଙ୍କୁ ସମ୍ମାନିତ କରିଛନ୍ତି। ଇନ୍‌ଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍‌ରେ ଲୋକପ୍ରିୟ ତଥା ପ୍ରତିଭାଶାଳୀ ରଣବୀର ଆହ୍ଲାବାଦିଆଙ୍କ ନାମ ଏଥିରେ ରହିଛି।...

ଗାନ୍ଧୀ ପରିବାର ପାଇଁ ଓମାର ଅବଦୁଲ୍ଲା ଛାଡିଦେବେ ଅନନ୍ତନାଗ ଆସନ

ଶ୍ରୀନଗର,୮।୩: ନାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଦାବି କରିଛନ୍ତି ଯେ ସେ ଲଦାଖ ଆସନରେ କଂଗ୍ରେସ ସହ ଏକ ଚୁକ୍ତି କରିଛନ୍ତି। ସେ କହିଛନ୍ତି ଯେ ଯଦି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀ ଅନନ୍ତନାଗରୁ...

ରାଜ୍ୟ ସଭା ପାଇଁ ମନୋନୀତ ହେଲେ ସୁଧା ମୂର୍ତ୍ତି

ନୂଆଦିଲ୍ଲୀ,୮।୩: ପ୍ରସିଦ୍ଧ ବିଜନେସମ୍ୟାନ ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଛି। ସୁଧା ମୁର୍ତ୍ତିଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହା ମହିଳା ଶକ୍ତିର ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri