ଉପକୂଳ ଓଡିଶା

ବୋଲ୍‌ବମ୍‌ ଧ୍ୱନୀରେ କମ୍ପିଲା ତାରେଶ୍ୱରଦେବ ପୀଠ

ବୋଲଗଡ଼,୨୩ା୭(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ତାରେଶ୍ୱରଦେବଙ୍କୁ ଶ୍ରାବଣ ମାସ ପ୍ରଥମ ସୋମବାର ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ କାଉଡ଼ିଆ ଜଳଲାଗି କରିଛନ୍ତିି। ଏହି ଶିବଭକ୍ତଙ୍କ ବୋଲ୍‌ବମ୍‌ ଧ୍ୱନୀରେ ମନ୍ଦିର ପରିସର ପ୍ରକମ୍ପିତ ହେବା ସହ...

ଦୁର୍ବୃତ୍ତ ମାରଣାସ୍ତ୍ରରେ ଗୋଡ଼ାଇ ହାଣିଲେ: ଜଣେ ଯୁବକ ଗୁରୁତର

ବୋଲଗଡ଼,୨୩ା୭(ଡି.ଏନ.ଏ.)-ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ସାନକୁମାରୀସ୍ଥିତ ମା’ମଙ୍ଗଳା ମନ୍ଦିର ନିକଟରେ ରବିବାର ରାତିରେ କେହି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଛନ୍ତି। ଗୁରୁତର ଯୁବକ ହେଉଛନ୍ତି ସାନକୁମାରୀ ଗ୍ରାମର ଗଣେଶ ଖଣ୍ଡାଇ(୨୫)। ତାଙ୍କୁ ମାରଣାସ୍ତ୍ର...

ଗାଁ ମାଟିରୁ ଅର୍ଥ ସାଉଁଟୁଛନ୍ତି ନଡିଆ ତୋଳାଳୀ ବୈକୁଣ୍ଠ

ଓଡ଼ଗାଁ ,୨୩।୭(ଆଦର୍ଶ କୁମାର ପଟ୍ଟନାୟକ)-ଗ୍ରାମର ଅନ୍ୟମାନଙ୍କ ଭଳି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ରୋଜଗାର କରିବାକୁ ଉଚିତ ମନେ କଲେନି ସେ। ଗଁାରେ ରହି ଅର୍ଥ ଉପାର୍ଜନ କରି ପରିବାର ସଦସ୍ୟଙ୍କ ସୁଖଦୁଃଖରେ ସାମିଲ ହେବାକୁ ସେ ମନସ୍ଥ...

ସ୍ବଳ୍ପ ବୃଷ୍ଟି, ଚାଷଜମି ଶୁଖିଲା: ମୁଣ୍ଡରେ ହାତଦେଇ ବସିଛି ଚାଷୀ

ରଣପୁର,୨୩ା୭ (ସ୍ବ.ପ୍ର.): ବର୍ଷା ଅଭାବରୁ ରଣପୁର ବ୍ଲକ ଅଞ୍ଚଳରେ ଜମି ଫାଟି ଆଁ କଲାଣି। କେଉଁଠି ବର୍ଷା ପାଇଁ ବେଙ୍ଗ ବିବାହ ତ ଆଉ କେଉଁଠି ଡାଳମାଙ୍କୁଡି ନୃତ୍ୟ କରାଗଲାଣି ା ତଥାପି ଇନ୍ଦ୍ର ଦେବଙ୍କ କୋପ ଚାଷୀଙ୍କ ଉପରୁ...

ନିର୍ବାଚନ ସମୟରେ ୩ ଦିନ ସ୍କୁଲ ବନ୍ଦ: ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ମହାକାଳପଡା,୨୩ା୭(ଡି.ଏନ୍‌.ଏ.)- ପାଟକୁରାରେ ନିର୍ବାଚନ ପାଇଁ ମହାକାଳପଡା ବ୍ଲକର ଏକ ବିଦ୍ୟାଳୟ ୩ ଦିନ ବନ୍ଦ ରହିଥିଲା। ଏହାକୁ ବିରୋଧ କରି ଅଭିଭାବକମାନେ ସୋମବାର ସମ୍ପୃକ୍ତ ବିଦ୍ୟାଳୟରେ ତାଲା ପକେଇ ଦେଇଥିଲେ। ପୋଲିସର ଏକ ଟିମ୍‌ ପହଞ୍ଚତ୍ ସମସ୍ୟାର ସମାଧାନ କରିବା...

ବର୍ଷା ପାଇଁ ବେଙ୍ଗ,ବେଙ୍ଗୁଲୀଙ୍କ ପୂଜାର୍ଚ୍ଚନା

ମହାକାଳପଡ଼ା,୨୩ା୭(ଡି.ଏନ୍‌.ଏ.)- ଚଳିତ ବର୍ଷ ମହାକାଳପଡା ବ୍ଲକରେ ଭଲ ବର୍ଷା ନ ହେବାରୁ ଚାଷୀଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ଚିନ୍ତା ବଢ଼ିବାରେ ଲାଗିିଛି। ବର୍ଷା ଅଭାବରୁ ଜମିରେ ଗଜା ମରୁଡ଼ି ହେବାର ଆଶଙ୍କା ରହିଛି। ଏନେଇ ମହାକାଳପଡା ବ୍ଲକ ଅନ୍ତର୍ଗତ...

ଚାଉଳ ମିଳୁଛି, ହିତାଧିକାରୀ ଜାଣିନାହାନ୍ତି : ଲୁଟି ନେଉଛନ୍ତି ରିଟେଲର

ଜଗତ୍‌ସିଂହପୁର ଅଫିସ,୨୩ା୭: ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଗରିବ ପରିବାରକୁ ଚାଉଳ, କିରୋସିନ ଆଦି ସାମଗ୍ରୀ ପ୍ରଦାନ ନିମନ୍ତେ ସରକାର ବ୍ୟବସ୍ଥା କରିଛନ୍ତି। ମାତ୍ର ପରିତାପର ବିଷୟ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏସବୁ ସାମଗ୍ରୀ ପହଞ୍ଚତ୍ପାରୁନାହିଁ। କେତେକ କ୍ଷେତ୍ରରେ ଗରିବ...

କୁଜଙ୍ଗରେ ମରୁଡିର ପଦଧ୍ୱନୀ : ତଳିକୁ ଦେଖି ଟଳିପଡ଼ିଲେ ଚାଷୀ

କୁଜଙ୍ଗ,୨୩ା୭(ସ୍ବ.ପ୍ର.): ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିଲେ ମଧ୍ୟ ବର୍ଷା ଦେଖାନାହିଁ। ଏଥିଯୋଗୁ ଜଗତ୍‌ସିଂହପୁର ଜିଲାର ଉପକୂଳ କୁଜଙ୍ଗ ଅଞ୍ଚଳରେ ମରୁଡ଼ିର ପଦଧ୍ୱନୀ ଶୁଣାଗଲାଣି। ବହୁ କଷ୍ଟରେ ଚାଷୀ ଯେଉଁ ତଳି ପକାଇଥିଲେ ବର୍ଷା ଅଭାବରୁ ସେସବୁ ନଷ୍ଟ ହେବାକୁ ବସିଲାଣି।...

ବାବୁଲି ଗୁଳିକାଣ୍ଡ ଘଟଣା: ୪ ଗିରଫ, ଟିଟୋ ଏବଂ ବାବୁ ସାହୁ ଗ୍ୟାଙ୍ଗର ରହିଛି ହାତ

କେନ୍ଦ୍ରାପଡା ଅଫିସ, ୧୭ା୭- ଧର୍ମରକ୍ଷା ସେନାର କେନ୍ଦ୍ରାପଡା ଜିଲା ଆବହକ ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କ ଉପରେ ଗତ ୧୩ ତାରିଖରେ ହୋଇଥିବା ଗୁଳିମାଡ଼ ଘଟଣାରେ ଜିଲା ପୋଲିସ ୪ ଜଣଙ୍କୁ ସୋମବାର ଗିରଫ କରିଛି। ଗ୍ୟାଙ୍ଗଷ୍ଟର ଟିଟୋ ଓରଫ...

ଗୋଡ଼ାଇ ଗୋଡ଼ାଇ ହାଣିଲେ, ଯୁବକ ଗୁରୁତର

ବୋଲଗଡ଼,୨୨।୭(ଡି.ଏନ୍‌.ଏ.): ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ସାନକୁମାରୀ ମଙ୍ଗଳା ମନ୍ଦିର ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାନକୁୁମାରୀ ଗ୍ରାମର ଗଣେଷ ଖଣ୍ଡାଇ(୨୫)ଙ୍କୁ କେହି ଅଜଣା ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣି ଥିବା ନେଇ ଫାଣ୍ଡି...

ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୨୦ ଗୋରୁ ମୃତ, ବଜରଙ୍ଗ ଦଳର ଧାରଣା

ଧର୍ମଶାଳା,୨୨ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ରଥିଆ ନିକଟରେ ସୋମବାର ଭୋର ସମୟରେ ଏକ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ୨୦ ଗୋରୁଙ୍କର...

ବିଞ୍ଝାରପୁରରେ ନବବଧୂଙ୍କୁ ତଣ୍ଟିକାଟି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ

ଯାଜପୁର ଅଫିସ,୨୨।୭: ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ଗ୍ରାମ ଗୁଣ୍ଡିରିପଡ଼ା(ବିଲସାହି)ରେ ରବିବାର ବିଳମ୍ବିତ ରାତିରେ ଜଣେ ନବବଧୂଙ୍କୁ ଧାରୁଆ ଅସ୍ତ୍ରରେ ତଣ୍ଟିକାଟି ହତ୍ୟା କରାଯାଇଛି । ଏ ନେଇ ସୋମବାର ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଛି। ସେ...

ଲୁଟ୍‌ ସମ୍ପତ୍ତିର ମିଳୁନାହିଁ ପତ୍ତା :ଅନିଶ୍ଚିତତା ମଧ୍ୟରେ ତାଳଚେର-ଡୁବୁରୀ-ଚଣ୍ଡିଖୋଲ ୪ ଲେନ ନିର୍ମାଣ କାର୍ଯ୍ୟ

ଯାଜପୁର ଅଫିସ,୨୨ା୭ : ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଅଧୀନରେ ତାଳଚେର-ଡୁବୁରୀ-ଚଣ୍ଡିଖୋଲ ୨୦୦ନମ୍ବର ଜାତୀୟ ରାଜପଥର ୪ଲେନ ନିର୍ମାଣ କାର୍ଯ୍ୟରେ ଠିକା ସଂସ୍ଥାର ଅବହେଳା ଯୋଗୁ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଛି। ଅବହେଳାରୁ ନିର୍ମାଣ କାର୍ଯ୍ୟ ତ...

କମିବାରେ ଲାଗିଛି ମହାନଦୀ ଜଳସ୍ତର : ଖଣ୍ଡପଡା ନିର୍ବାଚନମଣ୍ଡଳୀର ୬ ପଞ୍ଚାୟତ ପ୍ରଭାବିତ

କଣ୍ଟିଲୋ,୨୨ା୭ (ସ୍ବ.ପ୍ର.): ସମ୍ପ୍ରତି ଛତିଶଗଡ ସରକାର ମହାନଦୀ ଉପରମୁଣ୍ଡରେ ଛୋଟବଡ ୫୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ (ବ୍ୟାରେଜ) ନିର୍ମାଣ କରିବା ଫଳରେ ଏହାର ପ୍ରଭାବ ମହାନଦୀ ଉପରେ ପଡିଛି। ନୟାଗଡ଼ ଜିଲା ଖଣ୍ଡପଡା ନିର୍ବାଚନମଣ୍ଡଳୀର ମହାନଦୀ ଉପକୂଳରେ ଥିବା ୬ଟି ପଞ୍ଚାୟତ...

ବଜ୍ରକୋଟ ଇନ୍ଦିରାଆବାସ ଚଞ୍ଚକତା ଘଟଣା : ଗରିବଙ୍କୁ ପକ୍କାଘର ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ

ରଣପୁର,୨୨ା୭(ସ୍ବ.ପ୍ର.) : ନୟାଗଡ଼ ଜିଲା ରଣପୁର ବ୍ଲକ ବଜ୍ରକୋଟ ପଞ୍ଚାୟତସ୍ଥ ଭେରୁପଡ଼ା ଗ୍ରାମରେ ଇନ୍ଦିରାଆବାସ ଯୋଜନାରେ ଚଞ୍ଚକତା ଘଟଣାର ଗୁମର ଧୀରେ ଧୀରେ ଖୋଲୁଛି। ଏଥିରେ ହୋଇଥିବା ଦୁର୍ନୀତିକୁ ବ୍ଲକ ପ୍ରଶାସନ ପକ୍ଷରୁ ଚପାଇ ଦେବା ସହିତ ଦୁର୍ନୀତିଗ୍ରସ୍ତଙ୍କୁ ଅଧିକ...

ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ

ବିରିଡ଼ି,୨୨।୭(ଡି.ଏନ.ଏ): ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ କରି ସଚେତନତା ଅଭିଯାନ ଆରମ୍ଭ କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଯୁବ ଶାଖା ମଦମୁକ୍ତି ବାହିନୀ। ରବିବାର ମଦମୁକ୍ତି ବାହିନୀର କର୍ମକର୍ତ୍ତାମାନେ ବିରିଡ଼ି ବ୍ଲକ ୨୨ ମୌଜାର...

ବ୍ୟବହାର ନ କରି ଫିଙ୍ଗାଯାଉଛି ବିପୁଳ ଔଷଧ

ଏରସମା,୨୨ା୭(ସ୍ବ.ପ୍ର.): ଏରସମା ବ୍ଲକ ସଦରମହକୁମାସ୍ଥିତ ପ୍ରାଣୀ ଚିକିତ୍ସାଳୟ ପାଚେରି ବାହାରେ ପଡିଛି ବିପୁଳ ପରିମାଣର ଏକ୍ସପାଏରୀ ଔଷଧ। ପ୍ରାଣୀଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ବେଳେ ଔଷଧ ଦିଆଯା ନ ଯାଇ ଏସବୁ ନଷ୍ଟ ହୋଇଯିବା ପରେ ବାହାରେ ଫିଙ୍ଗିଦିଆଯାଉଥିବା ଅଭିଯୋଗ...

ପାଟକୁରା ବିଧାନସଭା ନିର୍ବାଚନ: ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

କେନ୍ଦ୍ରାପଡା ଅଫିସ, ୨୧।୭: କେନ୍ଦ୍ରାପଡା ଜିଲାର ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଶେଷ ହୋଇଛି । ଏଥିସହିତ ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଯାଇଛି। ୨୦୧୯ ସାଧାରଣ ନିର୍ବାଚନ ଆରମ୍ଭରୁ ଏହି ବିଧାନସଭା ଆସନ ଚର୍ଚ୍ଚାରେ...