କ୍ରିକେଟ ବିଶ୍ୱକପ୍‌

ସିଓଏ ବୈଠକରେ ଯୋଗଦେବେ କୋହଲି, ଶାସ୍ତ୍ରୀ

ଲଣ୍ଡନ,୧୨।୭(ପି.ଟି.)- ବିସିସିଆଇ ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଭାରତୀୟ ଦଳର ବିଶ୍ୱକପ୍‌ ପ୍ରଦର୍ଶନକୁ ରିଭ୍ୟୁ କରିବ। ଏଥିରେ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଯୋଗଦେବେ। ଏହି ବୈଠକରେ ଆସନ୍ତା...

ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂ କରିବେ ଧର୍ମସେନା, ମାରିଆସ

ଲଣ୍ଡନ,୧୨।୭(ପି.ଟି.)- ରବିବାର ଆଇକନିକ୍‌ ଲଡର୍‌ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଲାଗି ଶ୍ରୀଲଙ୍କା ଅମ୍ପାୟର କୁମାର ଧର୍ମସେନା ଓ ଦକ୍ଷିଣ ଆଫ୍ରିକାର ମାରିଆସ ଇରାସମୁସଙ୍କୁ ଅନ୍‌ଫିଲ୍ଡ ଅମ୍ପାୟର ଭାବେ...

୧୪ରେ ମୁମ୍ବାଇ ଫେରିବ ଟିମ୍‌ ଇଣ୍ଡିଆ

ଲଣ୍ଡନ,୧୨।୭(ପିଟି)- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ପରାସ୍ତ ହୋଇଥିବା ଭାରତୀୟ ଦଳ ଆସନ୍ତା ରବିବାର ସ୍ବଦେଶ ଫେରିବେ। ଦୁଇ ଦିନ ଧରି ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ସେମିଫାଇନାଲରେ ଭାରତୀୟ ଦଳ ୧୮ ରନ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରିଥିଲା। ଭାରତୀୟ ଦଳର ଖେଳାଳିମାନେ...

ଧୋନୀଙ୍କୁ କିମ୍ବଦନ୍ତୀ କହିଲେ ଅଖତର

ମାଞ୍ଚେଷ୍ଟର,୧୧ା୭- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳ ୬ ରନ୍‌ରେ ୩ ଉଇକେଟ ହରାଇ ନିଶ୍ଚିତ ପରାଜୟ ମୁହଁା ହୋଇଥିଲା। ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂ ଧୋନୀ ଲଢ଼ୁଆ ବ୍ୟାଟିଂ ମ୍ୟାଚ୍‌ରେ ଭାରତର ବିଜୟ ହେବାର ସମ୍ଭାବନା ସୃଷ୍ଟି...

୨୦୧୪ଠାରୁ ଭାରତ ଜିତି ନାହିଁ ବଡ଼ ଟ୍ରଫି

ମାଞ୍ଚେଷ୍ଟର,୧୧ା୭(ପିଟି)- ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ ସେମିଫାଇନାଲରୁ ବିଦାୟ ନେଇଛି। ୨୦୧୪ ପରେ ପଞ୍ଚମ ଥର ପାଇଁ କୌଣସି ଆଇସିସି ଇଭେଣ୍ଟର ସେମିଫାଇନାଲ କିମ୍ବା ଫାଇନାଲକୁ ଉନ୍ନୀତ ହୋଇଥିଲେ ମଧ୍ୟ ଟାଇଟଲ ହାତେଇବାରେ ବିଫଳ...

କ୍ରିକେଟ ଇତିହାସରେ ପ୍ରଥମ ଥର

ମାଞ୍ଚେଷ୍ଟର,୧୧ା୭(ପିଟି)- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ଓପନର ରୋହିତ ଶର୍ମା, ଲୋକେଶ ରାହୁଲ ଓ ବିରାଟ କୋହଲି ପ୍ରତ୍ୟେକ ୧ ରନ୍‌ ଲେଖାଏ କରି ଆଉଟ୍‌ ହୋଇଥିଲେ। କୌଣସି ଦଳର ପ୍ରଥମ ୩ ଜଣ ବ୍ୟାଟ୍ସମ୍ୟାନ ୧ ରନ୍‌...

ଆଫଗାନିସ୍ତାନ ପେସର ଆଲାମ ଏକବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୧ା୭(ପିଟି)- ପେସର ଆଫତାବ ଆଲାମଙ୍କୁ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି)ର ଡିସିପ୍ଲିନାରି କମିଟି ଏକବର୍ଷ ଲାଗି ବାସନ୍ଦ କରିଛି। ସେ ଚଳିତ ବିଶ୍ୱକପ୍‌ରେ ଆଇସିସି କୋଡ୍‌ ଅଫ୍‌ କଣ୍ଡକ୍ଟ ଭଙ୍ଗ କରିଥିଲେ। ଏଥିଯୋଗୁ ତାଙ୍କୁ...

ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟ୍‌କା

ବର୍ମିଂହାମ,୧୧ା୭- ସ୍ଥାନୀୟ ଏଜବାଷ୍ଟନଠାରେ ଚଳିତ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ୧୦ ରନ୍‌ରେ ଦୁଇ ଇନ୍‌ଫର୍ମ ଓପନରଙ୍କ ଉଇକେଟ ହରାଇ ଦେଇଛି। ଅଧିନାୟକ ଆରୋନ ଫିଞ୍ଚଙ୍କୁ...

ଭିନ୍ନ ଭିନ୍ନ ସ୍ଥାନକୁ ଯିବେ ଭାରତୀୟ ଖେଳାଳି

ଲଣ୍ଡନ,୧୧ା୭(ପିଟି)- ଭାରତୀୟ ଦଳର ବିଶ୍ୱକପ୍‌ ଜିତିବା ଆଶା ଶେଷ ହୋଇସାରିଛି। ପରବର୍ତ୍ତୀ ସିରିଜ ପୂର୍ବରୁ ଦଳୀୟ ଖେଳାଳିଙ୍କ ହାତରେ ଆଉ ୨ ସପ୍ତାହ ରହିଛି। ଦୀର୍ଘ ୭ ସପ୍ତାହ ଏକାଠି ରହିବା ପରେ ଦଳୀୟ ଖେଳାଳି ଏଠାରୁ ଭିନ୍ନ ଭିନ୍ନ...

ଫିଜିଓ ପାଟ୍ରିକ ଫର୍ହାଟଙ୍କ କାର୍ଯ୍ୟକାଳ ଶେଷ

ମାଞ୍ଚେଷ୍ଟର,୧୧।୭(ପିଟି)- ଭାରତୀୟ ଦଳର ଫିଜିଓଥେରାପିଷ୍ଟ ପାଟ୍ରିକ ଫର୍ହାଟଙ୍କ କାର୍ଯ୍ୟକାଳ ବିଶ୍ୱକପ୍‌ ସେମିଫାଇନାଲ ପରାଜୟ ସହ ଶେଷ ହୋଇଛି। ଭାରତୀୟ ଦଳ ବୁଧବାର ଓଲ୍ଡ ଟ୍ରାଫୋର୍ଡଠାରେ ନ୍ୟୁଜିଲାଣ୍ଡଠାରୁ ହୃଦୟ ବିଦାରକ ପରାଜୟ ବରଣ କରିଛି। ଦଳ ସହ ଶେଷ ଦିନ ମୁଁ...

ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ସମର୍ଥନ ଜଣାଇଲେ ପ୍ରଶଂସକ

ନୂଆଦିଲ୍ଲୀ,୧୧ା୭- ଭାରତୀୟ ଦଳ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ଚଳିତ ଆଇସିସି ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛି। ଏହି ପରାଜୟ ପରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାର ଓ ପୂର୍ବତନ ଖେଳାଳି ଭାରତୀୟ ଦଳକୁ ସହାନୁଭୂତି ଜଣାଇଛନ୍ତି। ମ୍ୟାଚ୍‌ରେ ସାହସିକ...

ଅବସର ନେଇ ଧୋନୀ କିଛି କହିନାହାନ୍ତି: କୋହଲି

ମାଞ୍ଚେଷ୍ଟର,୧୧।୭(ପି.ଟି.)- ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ଅବସର ତଥା ତାଙ୍କ ଭବିଷ୍ୟତ ଯୋଜନା ନେଇ କିଛି ସୂଚନା ଦେଇ ନାହାନ୍ତି ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି। ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ଧୋନୀ ଅବସର ଘୋଷଣା କରିବେ ବୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri