ନିର୍ବାଚନ

ହୋଲି ପରେ ଶପଥ ଗ୍ରହଣ

ଲକ୍ଷ୍ନୌ,୧୨ ।୩: ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ବହୁମତରେ ବିଜୟ ଲାଭ କରିଛି । ଏହାସହ ମୁଖ୍ୟମନ୍ତ୍ରୀ ଥିବା ଯୋଗୀ ଆଦିତ୍ୟନାଥ ଏହାକୁ ନେଇ କିଛି ରେକର୍ଡ କରିଛନ୍ତି । ୩୭ ବର୍ଷ...

ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ-ଆଜମ

ଲକ୍ଷ୍ନୌ,୧୨।୩: ଚଳିତ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତ ସହ ସଂଖ୍ୟାଗରିଷ୍ଠତାରେ ଭାଜପା ଐତିହାସିକ ବିଜୟ ଲାଭ କରିଛି। ପୁଣି ଥରେ ରାଜ୍ୟରେ ସରକାର ଗଢ଼ିବ ଭାଜପା। କିନ୍ତୁ ସମାଜବାଦୀ ପାର୍ଟି(ଏସ୍‌ପି)ର ମୁୁଖ୍ୟ ଅଖିଳେଶ ଯାଦବଙ୍କୁ କ୍ଷମତାକୁ ଫେରିବା ପାଇଁ...

ୟୁପି ବିଧାନସଭାକୁ ୩୬ ମୁସଲମାନ ପ୍ରାର୍ଥୀ ନିର୍ବାଚିତ

ଲକ୍ଷ୍ନୌ,୧୨ା୩(ଆଇଏଏନ୍‌ଏସ୍‌): ଚଳିତ ନିର୍ବାଚନରେ ଅଷ୍ଟାଦଶ ଉତ୍ତରପ୍ରଦେଶ ବିଧାନସଭାକୁ ୩୬ ମୁସଲମାନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବ ବିଧାନସଭା ତୁଳନାରେ ୨ ଅଧିକ। ଉତ୍ତରପ୍ରଦେଶ ଜନସଂଖ୍ୟାର ୨୦ ପ୍ରତିଶତ ମୁସଲମାନ ହୋଇଥିବାବେଳେ ନବନିର୍ବାଚିତ ବିଧାନସଭାରେ ସେମାନଙ୍କ ପ୍ରତିନିଧିତ୍ୱ ହାର ୮.୯୩...

ୟୁପିରେ ଭାଜପା, ପଞ୍ଜାବରେ ଏଏପିର ରେକର୍ଡ

ନୂଆଦିଲ୍ଲୀ,୧୨ା୩: ଉତ୍ତରପ୍ରଦେଶରେ ଭାଜପା ଏବଂ ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିଧାନସଭା ନିର୍ବାଚନରେ କେବଳ ଜବରଦସ୍ତ ବିଜୟ ହାସଲ କରିନାହାନ୍ତି, ବରଂ କିଛି ଦଶନ୍ଧିର ରେକର୍ଡ ଭାଙ୍ଗିଛନ୍ତି। ଉତ୍ତରପ୍ରଦେଶରେ ୧୯୭୭ ପରେ ଭାଜପା ଏକମାତ୍ର ଦଳ ଭାବେ ୪୦%...

ମାର୍ଚ୍ଚ ୧୬ରେ ଶପଥ ନେବେ ଭଗଓ୍ବନ୍ତ

ଚଣ୍ଡିଗଡ଼,୧୧।୩: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)ର ବିପୁଳ ପରିମାଣରେ ବିଜୟ ପରେ ଏବେ ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ ମାର୍ଚ୍ଚ ୧୬ରେ ଶପଥ ଗ୍ରହଣ କରିବେ ବୋଲି ସୂଚନା...

କେଜ୍ରିଓ୍ବାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଭଗଓ୍ବନ୍ତ

ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)କୁ ବିପୁଳ ପରିମାଣରେ ଭୋଟ ମିଳିଛି। ପଞ୍ଜାବରେ ଏଏପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନଙ୍କ ଦମ୍‌ଦାର ବିଜୟ ପରେ ସମସ୍ତଙ୍କ ନଜର ଏବେ ଦଳ ଉପରେ ରହିଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯଯୋକ...

ଇସ୍ତଫା ଦେଲେ ଚନ୍ନି

ଚଣ୍ଡିଗଡ,୧୧।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ସିଂ ଚନ୍ନି ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ତେବେ ନୂତନ ସରକାର ଗଠନ ନ...

ବିଜୟ ପରେ ଚଣ୍ଡିଗଡ଼ରେ ବସିବ ଏଏପିର ବୈଠକ

ଚଣ୍ଡିଗଡ଼,୧୧।୩: ପଞ୍ଜାବରେ ବହୁମତରେ ବିଜୟୀ ହାସଲ କରିବା ପରେ ଶୁକ୍ରବାର ନବ ନିର୍ବାଚିତ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ସରକାର ଗଠନ ପାଇଁ ପରବର୍ତ୍ତୀ କାର୍ଯ୍ୟକ୍ରମ ଉପରେ ଆଲୋଚନା...

୧୫ରେ ଯୋଗୀ ନେବେ ଶପଥ

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତରେ ସଂଖ୍ୟାଗରିଷ୍ଠତାରେ ଭାଜପା ବିଜୟୀ ହେବା ପରେ ଏବେ ମନ୍ତ୍ରିମଣ୍ଡଳର ଶପଥ ଉତ୍ସବକୁ ନେଇ ଚର୍ଚ୍ଚା ଜୋର ଧରିଛି। ହୋଲି ପୂର୍ବରୁ କ୍ଷମତାକୁ ଫେରିଥିବା ନୂତନ ଭାଜପା ସରକାର ଶପଥ ଗ୍ରହଣ କରିପାରନ୍ତି। ଯୋଗୀ...

ଜେଲ୍‌ରେ ଥାଇ ଜିତିଲେ ନିର୍ବାଚନ

ଲକ୍ଷ୍ନୌ,୧୧।୩: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ତେବେ ରାଜ୍ୟର ସବୁଠୁ ହଟ୍‌ ଆସନ କୁହାଯାଉଥିବା ରାମପୁରରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ ବିଜୟ ହାସଲ କରିଛନ୍ତି। ଆଜମ ଏବେ...

ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ବଖାଣିଲା କୃଷକଙ୍କ କ୍ରୋଧ: ଶରଦ ପାୱାର

ମୁମ୍ବାଇ,୧୧ ।୩: ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଉପରେ ସଭିଙ୍କ ନଜର ଥିବା ବେଳେ ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ଚମକାଇ ଦେଇଛି । ଏଠାରେ କଂଗ୍ରେସ ଶାସନ ଥିବା ବେଳେ ଏଥର କିନ୍ତୁ କଂଗ୍ରେସକୁ...

ସତରେ କ’ଣ ବାହା ହେବେନି ସିଦ୍ଧୁଙ୍କ ଝିଅ

ଚଣ୍ଡିଗଡ,୧୧।୩: ଚଳିତ ପଞ୍ଜାବ ବିଧାନସଭା ନିର୍ବଚନରେ ବଡ ବିଜୟ ହାସଲ କରିଛି ଆମ ଆଦମୀ ପାର୍ଟି। କଂଗ୍ରେସ ହାତରୁ ଛଡାଇ ନେଇଛି ପଞ୍ଜାବ। ୧୧୭ଟି ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ଆପ ୯୨ଟି ଆସନରେ ଜିତିଛି। ପଞ୍ଜାବରେ ଆମ ଆଦମୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri