ନୂଆଦିଲ୍ଲୀ, ୧୧।୮:୨୦୨୨ ଅଗଷ୍ଟ ୧୫ ପୂର୍ବରୁ ଦେଶର ପ୍ରତି ଘରେ ବିଦ୍ୟୁତ୍‌ ସୁବିଧା ପହଞ୍ଚିବ। ଅନ୍ୟପକ୍ଷରେ, ଆସନ୍ତା ବର୍ଷ ମେ’ ମାସ ପୂର୍ବରୁ ଦେଶର ସମସ୍ତ ଗ୍ରାମରେ ବିଦ୍ୟୁତ୍‌ ସୁବିଧା ଯୋଗାଇ ଦିଆଯିବ ବୋଲି ଶକ୍ତି ମନ୍ତ୍ରୀ ପୀୟୂଷ ଗୋୟଲ୍‌ ଲୋକ ସଭାରେ ଲିଖିତ ଆକାରରେ ପ୍ରକାଶ କରିଛନ୍ତି। ଡେଡ୍‌ଲାଇନ୍‌ ପୂର୍ବରୁ ସରକାର ବିଦ୍ୟୁତୀକରଣ କାର୍ଯ୍ୟ ସମାପ୍ତ କରିବା ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ଲୋକସଭାର ପ୍ରଶ୍ନକାଳ ବେଳେ ଗୋୟଲ୍‌ ସୂଚନା ଦେଇଛନ୍ତି ଯେ, ୨୦୧୨-୧୩ରେ ବିଦ୍ୟୁତ୍‌ ଯୋଗାଣକାରୀ କମ୍ପାନୀଗୁଡିକର ସାମଗ୍ରିକ କ୍ଷତି ୨,୫୩,୭୦୦ କୋଟି ଟଙ୍କା ଥିବାବେଳେ ୨୦୧୪-୧୫ରେ ଏହା ୩,୬୦,୭୩୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏମାନଙ୍କ ବକେୟା ଋଣ ରାଶି ୩,୦୪,୨୨୮ କୋଟି ଟଙ୍କାରୁ ୪,୦୬,୮୨୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତେବେ ରାଜ୍ୟଗୁଡିକର ସହଯୋଗରେ ଏଥିରେ ସୁଧାର ଆସିବା ଲକ୍ଷ୍ୟ ରହିଥିବା ଗୋୟଲ୍‌ କହିଛନ୍ତି।ଅନ୍ୟପକ୍ଷରେ, ୨୦୧୫ ନଭେମ୍ବରରେ ଉଜ୍ଜ୍ୱଳ ଡିସ୍‌କମ୍‌ ଆସ୍ୟୋରାନ୍ସ ଯୋଜନା(ଉଦୟ) ଆରମ୍ଭ ହେବାଠାରୁ ଏହି ଯୋଜନାରେ ସାମିଲ ହୋଇଥିବା ରାଜ୍ୟଗୁଡିକର ବାର୍ଷିକ କ୍ଷତିରେ ହ୍ରାସ ଘଟିଛି। ୨୦୧୫-୧୬ରୁ ୨୦୧୬-୧୭ ମଧ୍ୟରେ ଏମାନଙ୍କର କ୍ଷତିରେ ପାଖାପାଖି ୧୧,୦୦୦ କୋଟି ଟଙ୍କା ହ୍ରାସ ଘଟିଥିବା ଗୋୟଲ କହିଛନ୍ତି।  ପାଓ୍ବାର୍‌ ଫାଇନାନ୍ସ କର୍ପୋରେଶନ୍‌ ଲିମିଡେଟ୍‌ (ପିଏଫ୍‌ସି) ଦ୍ୱାରା ପ୍ରକାଶିତ ‘ରିପୋର୍ଟ ଅନ୍‌ ପର୍ଫମାନ୍ସ ଅଫ୍‌ ଷ୍ଟେଟ୍‌ ପାଓ୍ବାର୍‌ ୟୁଟିଲିଟିଜ୍‌’ରୁ ଉଦ୍ଧୃତ ତଥ୍ୟରୁ ଗୋୟଲ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୨-୧୩ରୁ ୨୦୧୬-୧୭ ମଧ୍ୟରେ ସମସ୍ତ ପାରମ୍ପରିକ ସୂତ୍ରରୁ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତାରେ ୯୯୨୦୯.୫ ମେଗାଓ୍ବାଟ୍‌ ବୃଦ୍ଧି ଘଟିଛି। 

ନୂଆଦିଲ୍ଲୀ, ୧୧।୮:୨୦୨୨ ଅଗଷ୍ଟ ୧୫ ପୂର୍ବରୁ ଦେଶର ପ୍ରତି ଘରେ ବିଦ୍ୟୁତ୍‌ ସୁବିଧା ପହଞ୍ଚିବ। ଅନ୍ୟପକ୍ଷରେ, ଆସନ୍ତା ବର୍ଷ ମେ’ ମାସ ପୂର୍ବରୁ ଦେଶର ସମସ୍ତ ଗ୍ରାମରେ ବିଦ୍ୟୁତ୍‌ ସୁବିଧା ଯୋଗାଇ ଦିଆଯିବ ବୋଲି ଶକ୍ତି ମନ୍ତ୍ରୀ ପୀୟୂଷ ଗୋୟଲ୍‌ ଲୋକ ସଭାରେ ଲିଖିତ ଆକାରରେ ପ୍ରକାଶ କରିଛନ୍ତି। ଡେଡ୍‌ଲାଇନ୍‌ ପୂର୍ବରୁ ସରକାର ବିଦ୍ୟୁତୀକରଣ କାର୍ଯ୍ୟ ସମାପ୍ତ କରିବା ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ଲୋକସଭାର ପ୍ରଶ୍ନକାଳ ବେଳେ ଗୋୟଲ୍‌ ସୂଚନା ଦେଇଛନ୍ତି ଯେ, ୨୦୧୨-୧୩ରେ ବିଦ୍ୟୁତ୍‌ ଯୋଗାଣକାରୀ କମ୍ପାନୀଗୁଡିକର ସାମଗ୍ରିକ କ୍ଷତି ୨,୫୩,୭୦୦ କୋଟି ଟଙ୍କା ଥିବାବେଳେ ୨୦୧୪-୧୫ରେ ଏହା ୩,୬୦,୭୩୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏମାନଙ୍କ ବକେୟା ଋଣ ରାଶି ୩,୦୪,୨୨୮ କୋଟି ଟଙ୍କାରୁ ୪,୦୬,୮୨୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତେବେ ରାଜ୍ୟଗୁଡିକର ସହଯୋଗରେ ଏଥିରେ ସୁଧାର ଆସିବା ଲକ୍ଷ୍ୟ ରହିଥିବା ଗୋୟଲ୍‌ କହିଛନ୍ତି।
ଅନ୍ୟପକ୍ଷରେ, ୨୦୧୫ ନଭେମ୍ବରରେ ଉଜ୍ଜ୍ୱଳ ଡିସ୍‌କମ୍‌ ଆସ୍ୟୋରାନ୍ସ ଯୋଜନା(ଉଦୟ) ଆରମ୍ଭ ହେବାଠାରୁ ଏହି ଯୋଜନାରେ ସାମିଲ ହୋଇଥିବା ରାଜ୍ୟଗୁଡିକର ବାର୍ଷିକ କ୍ଷତିରେ ହ୍ରାସ ଘଟିଛି। ୨୦୧୫-୧୬ରୁ ୨୦୧୬-୧୭ ମଧ୍ୟରେ ଏମାନଙ୍କର କ୍ଷତିରେ ପାଖାପାଖି ୧୧,୦୦୦ କୋଟି ଟଙ୍କା ହ୍ରାସ ଘଟିଥିବା ଗୋୟଲ କହିଛନ୍ତି।  ପାଓ୍ବାର୍‌ ଫାଇନାନ୍ସ କର୍ପୋରେଶନ୍‌ ଲିମିଡେଟ୍‌ (ପିଏଫ୍‌ସି) ଦ୍ୱାରା ପ୍ରକାଶିତ ‘ରିପୋର୍ଟ ଅନ୍‌ ପର୍ଫମାନ୍ସ ଅଫ୍‌ ଷ୍ଟେଟ୍‌ ପାଓ୍ବାର୍‌ ୟୁଟିଲିଟିଜ୍‌’ରୁ ଉଦ୍ଧୃତ ତଥ୍ୟରୁ ଗୋୟଲ ଏହା କହିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୨-୧୩ରୁ ୨୦୧୬-୧୭ ମଧ୍ୟରେ ସମସ୍ତ ପାରମ୍ପରିକ ସୂତ୍ରରୁ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତାରେ ୯୯୨୦୯.୫ ମେଗାଓ୍ବାଟ୍‌ ବୃଦ୍ଧି ଘଟିଛି। 
"/>

୨୦୨୨ ଅଗଷ୍ଟ ୧୫ ପୂର୍ବରୁ ସବୁ ଘରେ ବିଜୁଳି

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri