ନୂଅାଦିଲ୍ଲୀ,୧ା୮(ପି.ଟି.)-ଏଲ୍ପିଜି ସବ୍ସିଡି ପାଉଥତ୍ବା ଉପଭୋକ୍ତାଙ୍କ ଲାଗି ଦୁଃଖ ଖବର ଅାସନ୍ତା ମାର୍ଚ୍ଚରୁ ଏହି ଇନ୍ଧନ ଉପରେ ଅାଉ ରିହାତି ମିଳିବ ନାହିଁ ଦେଶର ପ୍ରତି ପରିବାରକୁ ରନ୍ଧନ ଗ୍ୟାସ ଯୋଗାଇବା ଅାଳରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଜରିଅାରେ ଗରିବ ମହିଳାମାନଙ୍କୁ  ପ୍ରଥମେ ମାଗଣା ଏଲ୍ପିଜି ସଂଯୋଗ ଦେଇ ଏବେ ସେମାନଙ୍କ ମୁଣ୍ଡରେ ବୋଝ ଲଦିବାକୁ ଯାଉଛନ୍ତି କେନ୍ଦ୍ର ସରକାର ଏହି ଇନ୍ଧନ ଉପରେ ସମସ୍ତ ସବ୍ସିଡିକୁ ଅାସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ହଟାଇଦେବା ପାଇଁ ରଣକୌଶଳ ପ୍ରସ୍ତୁତ ହୋଇସାରିଛି ଉକ୍ତ ଲକ୍ଷ୍ୟରେ ମାସକୁ ମାସ ସବ୍ସିଡିଯୁକ୍ତ ରନ୍ଧନ ଗ୍ୟାସ ଦରରେ ସିଲିଣ୍ଡର(୧୪.୫ କିଲୋଗ୍ରାମ ବିଶିଷ୍ଟ) ପିଛା ୪ ଟଙ୍କା ବୃଦ୍ଧି ଘଟିବ ୨୦୧୭, ଜୁନ୍ ୧ରୁ ପିଛିଲା ଭାବେ ଏହାକୁ କାଯର୍ୟକାରୀ କରାଯିବ ଏହା ବାଦ୍ ଭାଟ୍ ଲାଗୁ ହେବ ଏ ନେଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକୁ ସରକାର ନିର୍ଦ୍ଦେଶ ଦେଇଥତ୍ବା ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକ ସଭାରେ ସୂଚନା ଦେଇଛନ୍ତି ତେବେ ଅନ୍ୟ ସବ୍ସିଡିଯୁକ୍ତ ସିଲିଣ୍ଡର(୫ କିଲୋଗ୍ରାମ) ଦର ମଧ୍ୟ ଉକ୍ତ ଅନୁପାତରେ କମ୍ପାନୀଗୁଡିକ ବୃଦ୍ଧି କରିବେ ବୋଲି ପ୍ରଧାନ କହିଛନ୍ତି ସବ୍ସିଡି ବିଲ୍ କମାଇବା ଅାଳରେ ନିଅାଯାଇଥତ୍ବା ଏହି ନିଷ୍ପତ୍ତି ଦ୍ୱାରା ସାଧାରଣ ଖାଉଟିଙ୍କ ମୁଣ୍ଡରେ ନିଶ୍ଚିତ ଭାବେ ଚଡକ ପଡିବ
ପୂର୍ବରୁ ସରକାର ଇଣ୍ଡିଅାନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍କୁ ସିଲିଣ୍ଡର ପିଛା ସବ୍ସିଡିଯୁକ୍ତ ଘରୋଇ ଏଲ୍ପିଜି ଦରରେ ମାସକୁ ୨ ଟଙ୍କା ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥତ୍ଲେ ଏହା ବାଦ୍ ଭାଟ୍ ଲାଗୁ କରିବା ପାଇଁ ନିର୍ଦ୍ଦେଶ ରହିଥତ୍ଲା ଉକ୍ତ ନିଷ୍ପତ୍ତିକୁ ଗତବର୍ଷ ଜୁଲାଇ ୧ରୁ କାଯର୍ୟକାରୀ କରାଯାଇଥତ୍ଲା ସେବେଠାରୁ ବର୍ତ୍ତମାନ ମଧ୍ୟରେ ତୈଳ କମ୍ପାନୀଗୁଡିକ ୧୦ ଥର ଏଥତ୍ରେ ବୃଦ୍ଧି ଘଟାଇଛନ୍ତି ଅନ୍ତିମ ଥର ପାଇଁ ଗତ ଜୁଲାଇରେ ସବ୍ସିଡି ଏଲ୍ପିଜି ଦରରେ ବଡ ଧରଣର ବୃଦ୍ଧି ଘଟିଥତ୍ଲା ସିଲିଣ୍ଡର ପିଛା କମ୍ପାନୀଗୁଡିକ ଏଥତ୍ରେ ୩୨ ଟଙ୍କା  ବୃଦ୍ଧି ଘଟାଇଥତ୍ଲେ  ଦେଶରେ ବର୍ତ୍ତମାନ ପାଖାପାଖତ୍ ୧୮ କୋଟି ୧୧ ଲକ୍ଷ ସବ୍ସିଡି ଏଲ୍ପିଜି ଉପଭୋକ୍ତା ଅଛନ୍ତି ଏଥତ୍ମଧ୍ୟରୁ ୨.୫ କୋଟି ଗରିବ ମହିଳା ରହିଛନ୍ତି, ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣା ଏଲ୍ପିଜି ସଂଯୋଗ ଯୋଗାଇ ଦିଅାଯାଇଛି
ସୂଚନାଯୋଗ୍ୟ, ସମ୍ପ୍ରତି ପ୍ରତି ପରିବାରକୁ ବର୍ଷକୁ ୧୨ଟି ସବ୍ସିଡି ସିଲିଣ୍ଡର ଯୋଗାଇ ଦିଅାଯାଉଛି 

ନୂଅାଦିଲ୍ଲୀ,୧ା୮(ପି.ଟି.)-ଏଲ୍ପିଜି ସବ୍ସିଡି ପାଉଥତ୍ବା ଉପଭୋକ୍ତାଙ୍କ ଲାଗି ଦୁଃଖ ଖବର ଅାସନ୍ତା ମାର୍ଚ୍ଚରୁ ଏହି ଇନ୍ଧନ ଉପରେ ଅାଉ ରିହାତି ମିଳିବ ନାହିଁ ଦେଶର ପ୍ରତି ପରିବାରକୁ ରନ୍ଧନ ଗ୍ୟାସ ଯୋଗାଇବା ଅାଳରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଜରିଅାରେ ଗରିବ ମହିଳାମାନଙ୍କୁ  ପ୍ରଥମେ ମାଗଣା ଏଲ୍ପିଜି ସଂଯୋଗ ଦେଇ ଏବେ ସେମାନଙ୍କ ମୁଣ୍ଡରେ ବୋଝ ଲଦିବାକୁ ଯାଉଛନ୍ତି କେନ୍ଦ୍ର ସରକାର ଏହି ଇନ୍ଧନ ଉପରେ ସମସ୍ତ ସବ୍ସିଡିକୁ ଅାସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ହଟାଇଦେବା ପାଇଁ ରଣକୌଶଳ ପ୍ରସ୍ତୁତ ହୋଇସାରିଛି ଉକ୍ତ ଲକ୍ଷ୍ୟରେ ମାସକୁ ମାସ ସବ୍ସିଡିଯୁକ୍ତ ରନ୍ଧନ ଗ୍ୟାସ ଦରରେ ସିଲିଣ୍ଡର(୧୪.୫ କିଲୋଗ୍ରାମ ବିଶିଷ୍ଟ) ପିଛା ୪ ଟଙ୍କା ବୃଦ୍ଧି ଘଟିବ ୨୦୧୭, ଜୁନ୍ ୧ରୁ ପିଛିଲା ଭାବେ ଏହାକୁ କାଯର୍ୟକାରୀ କରାଯିବ ଏହା ବାଦ୍ ଭାଟ୍ ଲାଗୁ ହେବ ଏ ନେଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକୁ ସରକାର ନିର୍ଦ୍ଦେଶ ଦେଇଥତ୍ବା ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକ ସଭାରେ ସୂଚନା ଦେଇଛନ୍ତି ତେବେ ଅନ୍ୟ ସବ୍ସିଡିଯୁକ୍ତ ସିଲିଣ୍ଡର(୫ କିଲୋଗ୍ରାମ) ଦର ମଧ୍ୟ ଉକ୍ତ ଅନୁପାତରେ କମ୍ପାନୀଗୁଡିକ ବୃଦ୍ଧି କରିବେ ବୋଲି ପ୍ରଧାନ କହିଛନ୍ତି ସବ୍ସିଡି ବିଲ୍ କମାଇବା ଅାଳରେ ନିଅାଯାଇଥତ୍ବା ଏହି ନିଷ୍ପତ୍ତି ଦ୍ୱାରା ସାଧାରଣ ଖାଉଟିଙ୍କ ମୁଣ୍ଡରେ ନିଶ୍ଚିତ ଭାବେ ଚଡକ ପଡିବପୂର୍ବରୁ ସରକାର ଇଣ୍ଡିଅାନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍କୁ ସିଲିଣ୍ଡର ପିଛା ସବ୍ସିଡିଯୁକ୍ତ ଘରୋଇ ଏଲ୍ପିଜି ଦରରେ ମାସକୁ ୨ ଟଙ୍କା ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥତ୍ଲେ ଏହା ବାଦ୍ ଭାଟ୍ ଲାଗୁ କରିବା ପାଇଁ ନିର୍ଦ୍ଦେଶ ରହିଥତ୍ଲା ଉକ୍ତ ନିଷ୍ପତ୍ତିକୁ ଗତବର୍ଷ ଜୁଲାଇ ୧ରୁ କାଯର୍ୟକାରୀ କରାଯାଇଥତ୍ଲା ସେବେଠାରୁ ବର୍ତ୍ତମାନ ମଧ୍ୟରେ ତୈଳ କମ୍ପାନୀଗୁଡିକ ୧୦ ଥର ଏଥତ୍ରେ ବୃଦ୍ଧି ଘଟାଇଛନ୍ତି ଅନ୍ତିମ ଥର ପାଇଁ ଗତ ଜୁଲାଇରେ ସବ୍ସିଡି ଏଲ୍ପିଜି ଦରରେ ବଡ ଧରଣର ବୃଦ୍ଧି ଘଟିଥତ୍ଲା ସିଲିଣ୍ଡର ପିଛା କମ୍ପାନୀଗୁଡିକ ଏଥତ୍ରେ ୩୨ ଟଙ୍କା ବୃଦ୍ଧି ଘଟାଇଥତ୍ଲେ  ଦେଶରେ ବର୍ତ୍ତମାନ ପାଖାପାଖତ୍ ୧୮ କୋଟି ୧୧ ଲକ୍ଷ ସବ୍ସିଡି ଏଲ୍ପିଜି ଉପଭୋକ୍ତା ଅଛନ୍ତି ଏଥତ୍ମଧ୍ୟରୁ ୨.୫ କୋଟି ଗରିବ ମହିଳା ରହିଛନ୍ତି, ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣା ଏଲ୍ପିଜି ସଂଯୋଗ ଯୋଗାଇ ଦିଅାଯାଇଛିସୂଚନାଯୋଗ୍ୟ, ସମ୍ପ୍ରତି ପ୍ରତି ପରିବାରକୁ ବର୍ଷକୁ ୧୨ଟି ସବ୍ସିଡି ସିଲିଣ୍ଡର ଯୋଗାଇ ଦିଅାଯାଉଛି 

"/>

ମାର୍ଚ୍ଚରୁ ସବ୍ସିଡି ବନ୍ଦ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri