Posted inUncategorized

ଚୋରି କରୁଥିଲେ ବାଇକ୍‌, ଧରିଲେ ଗାଁ ଲୋକେ

ମୋହନା,୫।୧୧(ମନ୍ମଥ ମିଶ୍ର)ଗାଁରେ ପଶି ବାଇକ୍‌ ଚୋରି କରୁଥିଲେ, ଉଠିପଡିଲେ ଧରିଲେ ଗାଁ ଲୋକେ। ତିନି ଜଣ ଚୋରଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ଏଭଳି ଘଟଣା ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାରିଆବନ୍ଧ ଗାଁରେ ଦେଖିବାକୁ ମିଳିଛି । ଏହି ଗାଁରେ ସୋମବାର ରାତିରେ ତିନିଜଣ ଯୁବକ ଏକ ବାଇକ୍‌ (ଓଡି ଠ୭ଏଜି-ଠ୨୬୯ )କୁ ଚୋରି କରୁଥିଲେ। ଏହି ସମୟରେ ବାଇକ ମାଲିକ ଉଷାୟ ଶବରଙ୍କ ନିଦ ଭାଙ୍ଗି ଯାଇଥିଲା । ନିଜ ବାଇକକୁ କେହି ନେଇଯାଉଥିବା ଦେଖି ପାଟି କରି ଗାଁ ଲୋକଙ୍କୁ ଡାକିଥିଲେ। ପରେ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ୩ ଚୋରଙ୍କୁ ଧରିବାରେ ସଫଳ ହୋଇଥିଲେ l ପରେ ମୋହନା ପୋଲିସ ଖବରପାଇ ବାରିଆବନ୍ଧରେ ପହଞ୍ଚତ୍ଥିଲା। ଗ୍ରାମବାସୀ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଜିମା ଦେଇଥିଲେ। ସେମାନଙ୍କଠାରୁ ବାଇକ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ତାମିଲନାଡୁର ଟୁଟିକୋରିନ ଗ୍ରାମର ଗନ୍ଧି ନାଥନ (୨୧) ଅନ୍ୟ ଜଣେ କୁଲାଥର ଗ୍ରାମର ପି.ମାଥାମ ( ୨୨) ଏବଂ ଆଉ ଜଣେ କେରଳ ମାଲାପୁରର ପି.ଅଜିତ ( ୨୯)। ଗିରଫ ପରେ ସମସ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ମୋହନା ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ନୂଆ ସରକାର ଗଠନକୁ ନେଇ ବଡ଼ ଅପଡେଟ ଦେଲେ ଚିରାଗ

ପାଟନା,୧୬।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳରେ NDA ଐତିହାସିକ ବହୁମତ ପାଇଛି। ଫଳସ୍ବରୂପ, ସରକାର ଗଠନ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ସମୟରେ, କେନ୍ଦ୍ରମନ୍ତ୍ରୀ...

ନିର୍ବାଚନ ଫଳାଫଳ ପୂର୍ବରୁ ଲାଗିଲା ନୀତୀଶଙ୍କ ପୋଷ୍ଟର, ସମର୍ଥକ କହିଲେ ଟାଇଗର…

ପାଟନା,୧୩।୧୧: ବିହାରର ୨୪୩ ବିଧାନସଭା ଆସନର ଫଳାଫଳ ଘୋଷଣା ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବା ବେଳେ, ଅନେକ ଏକଜିଟ ପୋଲ ପ୍ରକାଶିତ...

Payment Options and Withdrawal Speeds on typically the Casinoways Official Web-site

Efficient withdrawal processes are essential for people seeking quick entry to their winnings. As online playing is escalating, understanding...

How Boolean Logic Shapes Modern Digital Games Like Olympian Legends 11-2025

Boolean logic, the foundational principle behind digital computing, plays a crucial role in shaping the way modern games operate,...

The Influence of App Store Reach on Digital Behavior: An Educational Overview

In today’s digital landscape, the availability and accessibility of applications through various app stores significantly shape user behavior, preferences,...

L’energia secondo Einstein e il gioco delle mine: scoperte sorprendenti

L’energia rappresenta uno dei concetti fondamentali della fisica moderna, un elemento che attraversa ogni aspetto della nostra vita quotidiana,...

The Future of Mobile Growth: Integrating App Clips and Subscriptions for Sustainable Success

In the rapidly evolving digital landscape, mobile applications remain at the forefront of connecting businesses with users worldwide. The...

Capitalizing on Moana VIP Program Welcome Bonus up to $500 plus 100 Free rounds

In the reasonably competitive world of on the web gaming, bonuses plus promotions serve seeing that powerful incentives in...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri