ସୋର,୧୦ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋରଠାରୁ ୧ କି.ମି. ଦୂର   ୫ ନମ୍ବର ଜାତୀୟ ରାଜପଥ ପାଇକାଳି  ନିକଟରେ ଗୁରୁବାର ଭୋର ସାଢେ ୪ଟା ସମୟରେ ଖୋର୍ଦ୍ଧାରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ  ପାଣି ବୋତଲ ବୋଝେଇ ଟ୍ରକ ଅନ୍ୟ ଏକ ଟ୍ରକର ପଛେପଟେ ପିଟି ହୋଇଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ା  ପାଣି ବୋତଲ ବୋଝେଇ ଟ୍ରକର ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି ା ସେମାନଙ୍କୁ ଚିକତ୍ସା ଲାଗି କଟକ ବଡଡାକ୍ତରଖାନାକୁ  ପଠାଯାଇଛି ା ସୋର ପୋଲିସ ଦୁଘର୍ର୍ଟଣାସ୍ଥଳରେ ପହଞ୍ଚତ୍ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡିକୁ ହଟାଇ ତଦନ୍ତ କରୁଛି ା

"/>

ଟ୍ରକକୁ ପିଟିଲା ଟ୍ରକ: ୨ ଗୁରୁତର

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri