VIDEO: ବିଜେଡିରୁ ଇସ୍ତଫା ଦେଲେ ଆକାଶ, ଦେଖନ୍ତୁ କ’ଣ କହିଲେ କାରଣ…

ଭୁବନେଶ୍ବର,୩୦।୩: ସିନେ ତାରକାମାନେ ବିଜେଡି ଛାଡିବାରେ ଲାଗିଛନ୍ତି। ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ରଙ୍କ ପରେ ଏବେ ଆକାଶ ଦାସ ନାୟକ ବିଜେଡି ଛାଡିଛନ୍ତି। ଯାଜପୁର ଜିଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ବିଜେଡି ଗତ ଥର ଟିକେଟ...

ଏବେ ଆମକୁ କେହି ଅଟକାଇ ପାରିବେ ନାହିଁ, ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୋଲିଲା ପ୍ରଥମ ମସଜିଦ

ଢାକା,୩୦।୩: ପବିତ୍ର ରମଜାନ ମାସରେ ବାଂଲାଦେଶର ଢାକାରେ ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ସମ୍ପ୍ରଦାୟ ପାଇଁ ଏକ ମସଜିଦ ଖୋଲାଯାଇଛି। ବ୍ରହ୍ମପୁତ୍ର ନଦୀରେ ମ୍ୟାମନସିଂହ ନିକଟରେ ସରକାରଙ୍କ ଦ୍ୱାରା ଦାନ କରାଯାଇଥିବା ଜମି ଉପରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଏହା...

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ

ଭୁବନେଶ୍ବର,୩୦।୩: ସିନେ ତାରକାମାନେ ବିଜେଡି ଛାଡିବାରେ ଲାଗିଛନ୍ତି। ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ପରେ ଏବେ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ମଧ୍ୟ ବିଜେଡି ଛାଡିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ କେନ୍ଦ୍ରାପଡା...

ଘର ଛାଡିବା ପରେ ଦ୍ୱିତୀୟ ଥର ପାଇଁ ପିତାଙ୍କୁ ଭେଟିବାକୁ ଆସିବେ ରାଜକୁମାର ହ୍ୟାରି

ଲଣ୍ଡନ,୩୦।୩: ବ୍ରିଟିଶ ରାଜ ପରିବାରର ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ନାହିଁ। ରାଜକୁମାରୀ କେଟ ମିଡଲେଟନ କହିଛନ୍ତି ଯେ ତାଙ୍କର କର୍କଟ ରୋଗ ହୋଇଥିବାବେଳେ ପ୍ରିନ୍ସ ଚାଲର୍‌ସ ମଧ୍ୟ କର୍କଟ ରୋଗ ସହ ଲଢୁଛନ୍ତି। ଏହି ସମୟରେ, ଖବର ଆସିଛି ଯେ...

ପ୍ରିୟଙ୍କାଙ୍କ ପ୍ରଶ୍ନ, ଭାଜପା ସରକାର କାହିଁକି ଜନତାଙ୍କୁ କରଜରେ ବୁଡାଇ ଦେଉଛନ୍ତି

ନୂଆଦିଲ୍ଲୀ,୩୦।୩: ଲୋକ ସଭା ନିର୍ବାଚନ ୨୦୨୪ର ମତଦାନ ତାରିଖ ଯେତିକି ପାଖେଇ ଆସୁଛି। ଏହାକୁ ନେଇ ବିରୋଧୀ ଦଳର ନେତାଙ୍କ ଟାର୍ଗେଟ ମଧ୍ୟ ବୃଦ୍ଧି ପାଉଛି। ନିକଟରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାରତୀୟ ଜନତା ପାର୍ଟି...

ସକାଳେ ଛାଡିଥିଲେ ବିଜେଡି, ଏବେ ଭାଜପାରେ ସାମିଲ

ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବରେ ଭାଜପାରେ ଯୋଗ ଦେଇଛନ୍ତି। ଏହି ସମୟରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ଭାଜପା ନେତ୍ରୀ...

ବିଜେଡି ଛାଡ଼ିଲେ ଅଭିନେତା ଆକାଶ ଦାସ ନାୟକ, ଧରିବେ ପଦ୍ମ!

ଭୁବନେଶ୍ୱର,୩୦।୩: ବିଜେଡିକୁ ବାଏ ବାଏ କହିଲେ ଓଡ଼ିଆ ଅଭିନେତା ତଥା ପୂର୍ବତନ ବିଜେଡ଼ି ନେତା ଆକାଶ ଦାସନାୟକ। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ବର୍ତ୍ତମାନ ଦଳ ଡିଆଁ ପର୍ବ ଚାଲିଛି। ଇତିମଧ୍ୟରେ ବିଜେଡି ଛାଡ଼ିଛନ୍ତି ଆକାଶ ଦାସନାୟକ। ଯାଜପୁର...

ଚୌଧରୀ ଚରଣ ସିଂ, ପି.ଭି. ନରସିଂହ ରାଓ, ଏମ୍‌. ଏସ୍‌ ସ୍ବାମୀନାଥନଙ୍କୁ ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦେଶର ୫ଜଣ ବ୍ୟକ୍ତିତ୍ୱଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ଏଥିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂ, ପି.ଭି. ନରସିଂହ ରାଓ, କୃଷି ବୈଜ୍ଞାନିକ ଏମ ଏସ ସ୍ବାମୀନାଥନ...

କଂଗ୍ରେସକୁ ବଡ଼ ଝଟ୍‌କା, ଦଳ ଛାଡ଼ିଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ

ଭୁବନେଶ୍ୱର,୩୦।୩: କଂଗ୍ରେସକୁ ବଡ ଝଟ୍‌କା । କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ । ଆଜି ହାତ ଛାଡ଼ିଛନ୍ତି ଚିରଞ୍ଜୀବ । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁରରୁ ବିଧାୟକ...

ମଦ ନୀତି ଦୁର୍ନୀତି ମାମଲା: ଆଉ ଜଣେ ଏଏପି ମନ୍ତ୍ରୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଣେ ପରେ ଜଣେ ଏଏପି ମନ୍ତ୍ରୀ ଗିରଫ ହେଉଥିବାବେଳେ ଆଉ ଜଣେ ମନ୍ତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ଇଡି ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କୁ କାର୍ଯ୍ୟାଳୟରେ ହାଜର ହବାକୁ...

୨୦୧୯ରେ ପ୍ରତିଶ୍ରୁତି ଦେଇଥିଲେ, ପୁଣି ଧୋକା ମିଳିବ ବୋଲି ଜାଣି ନ ଥିଲି: ପ୍ରିୟଦର୍ଶୀ

ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ଜଣାପଡିଛି। ତେବେ ବିଜେଡିରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ ହେବା ନେଇ ଚର୍ଚ୍ଚା...

ଏହି ଭାଜପା ପ୍ରାର୍ଥୀଙ୍କ ନାଁରେ ରହିଛି ୨୪୨ ମାମଲା, ରାହୁଲ ଗାନ୍ଧୀଙ୍କ ସହ ହେବ ଟକ୍କର

ନୂଆଦିଲ୍ଲୀ,୩୦।୩: ଭାଜପା ଓ୍ବାୟନଡା ଲୋକ ସଭା ସିଟ୍‌ରୁ କେ. ସୁରେନ୍ଦ୍ରନଙ୍କୁ ଟିକେଟ୍‌ ଦେଇଛି। ସୁରେନ୍ଦ୍ରନ ଏହି ସିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବେ। ସୁରେନ୍ଦ୍ରନ କେରଳ ଭାଜପାର ସଭାପତି ଅଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ତାଙ୍କ...

ପୁରୁଷ ବନ୍ଧୁଙ୍କ କାନ୍ଧରେ ମୁଣ୍ଡ ରଖି ମ୍ୟାଚ ଦେଖୁଥିଲେ ପ୍ରେମିକା, କ୍ୟାମେରା ଫୋକସ କରିବାରୁ…, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୩୦।୩: ଅନେକ ଥର କ୍ରିକେଟ ମ୍ୟାଚ ସମୟରେ କ୍ୟାମେରାମ୍ୟାନ ମଧ୍ୟ ଦର୍ଶକଙ୍କ ଉପରେ ଫୋକସ କରି ଦିଅନ୍ତ। ଦର୍ଶକେ ପରଦାରେ ନିଜକୁ ଦେଖି ବହୁତ ଖୁସ ହୋଇଯାନ୍ତି । କିନ୍ତୁ ବେଳେବେଳେ ଦର୍ଶକଙ୍କ ଅବସ୍ଥା ଏପରି ହୋଇଯାଏ ଯେ ସେମାନେ...

ବିଜେଡ଼ିର ଚିନ୍ତା ବଢାଉଛନ୍ତି ବିଦ୍ରୋହୀ, ଲାଭ ଉଠାଇନେବ ଭାଜପା

ଭୁବନେଶ୍ୱର,୩୦।୩: ମୁଣ୍ଡ ଉପରେ ନିର୍ବାଚନ। ରାଜ୍ୟ ରାଜନୀତିର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଜେଡି ଓ ଭାଜପା ମେଣ୍ଟ ନ କରି ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ନିର୍ବାଚନରେ ଲୋକ ସଭା ଓ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବା...

କେବଳ ରୋଷେଇ କରିବା ଜାଣିଛନ୍ତି…ଭାଜପା ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ,୩୦।୩: କର୍ନାଟକ କଂଗ୍ରେସ ବିଧାୟକ ଶମନୁର ଶିବଶଙ୍କରପ୍ପା ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ ଡାଭେଙ୍ଗେର ଆସନରୁ ଭାଜପାର ଲୋକ ସଭା ପ୍ରାର୍ଥୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଏକ ବିବାଦ ଉପୁଜିଛି। ଦଳୀୟ କର୍ମୀଙ୍କ ଏକ ବୈଠକରେ...

ଏହି ଦିନ ଆସିବ ଭାଜପାର ବିଧାନସଭା ପ୍ରାର୍ଥୀ ତାଲିକା, ୭୦ରୁ ଅଧିକ ଆସନ ପାଇଁ ହୋଇଛି ନାଁ ଚୂଡାନ୍ତ

ଭୁବନେଶ୍ୱର,୩୦।୩: ରାଜ୍ୟରେ ଭାଜପା ଲୋକ ସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏଯାଏ ବିଧାୟକ ପ୍ରାର୍ଥୀ ଘୋଷଣା କରିନି । ଏପରି ସ୍ଥିତିରେ ୨-୩ ଦିନ ମଧ୍ୟରେ ଭାଜପା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବ। ତେବେ ଗୁରୁବାର ବିଳମ୍ବିତ...

ଏଇ ଭାରତରେ

ପିଲାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଏ, ତୁମେ ବଡ଼ ହେଲେ କ’ଣ ହେବାକୁ ଚାହଁୁଛ, ସେମାନେ ଡାକ୍ତର, ଇଞ୍ଜିନିୟର, ପାଇଲଟ କିମ୍ବା ଲୟର ହେବେ ବୋଲି ଉତ୍ତର ଦେଇଥାନ୍ତି। କେହି କେବେ କୃଷକ ହେବାକୁ କହନ୍ତି ନାହିଁ। କିନ୍ତୁ ଏ କ୍ଷେତ୍ରରେ...

ତୋଷାମଦିର ତୀର୍ଥକ୍ଷେତ୍ରରେ ସ୍ବାର୍ଥ

ଡ.ସତ୍ୟ ନାରାୟଣ ମିଶ୍ର ସମୟର ଘୂର୍ଣ୍ଣୟନରେ ଯେତେବେଳେ ଶୈଶବରୁ ଗୋଟିଏ ଗୋଟିଏ ପାହାଚ ମଣିଷ ଅତିକ୍ରମ କରିଥାଏ, ସେହି ଅତିକ୍ରମ ମଧ୍ୟରେ ସେ ଅମୃତର ସନ୍ଧାନ ପାଇଁ ତୀର୍ଥକ୍ଷେତ୍ର ଅନ୍ବେଷଣ କରିଥାଏ। ସାଧାରଣତଃ ତୀର୍ଥକ୍ଷେତ୍ର ଧର୍ମକୁ ଆଧାର କରି ନିର୍ଦ୍ଦଷ୍ଟ...

ଜନପ୍ରତିନିଧିଙ୍କ ଶିକ୍ଷାଗତ ଯୋଗ୍ୟତା

ବୃହସ୍ପତି ସାମଲ ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶର ଶାସନ ମଙ୍ଗ ସମ୍ଭାଳୁଥିବା ବିଧାୟକ ଓ ସାଂସଦଙ୍କ କୌଣସି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନ ରହିବା ଏକ ବିଡ଼ମ୍ବନାର ବିଷୟ। ସମ୍ବିଧାନର ଧାରା ୮୪, ଧାରା ୧୦୨, ଧାରା ୧୯୧,...

ଆଜି ୫ ବିଶିଷ୍ଠ ବ୍ୟକ୍ତିଙ୍କୁ ଭାରତ ରନ୍ନ, ଆଡଭାନିଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦।୩: ଭାରତ ରତ୍ନରେ ସମ୍ମାନିତ ହେବାକୁ ଥିବା ୫ଜଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନିଙ୍କ ବ୍ୟତୀତ ସମସ୍ତେ – ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂ, ପି.ଭି. ନରସିଂହ ରାଓ, ବିଶିଷ୍ଟ କୃଷି ବୈଜ୍ଞାନିକ ଏମ.ଏସ....

ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ କର୍ମଚାରୀ, ପ୍ରଶ୍ନ ଉଠାଇଲା ଭାଜପା, କହିଲା ରାଜ୍ୟ ସରକାର…

ଭୁବନେଶ୍ୱର,୩୦।୩: ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ କର୍ମଚାରୀ ମୁତୟନ ହେଉଛନ୍ତି। ଯେଉଁଥିରେ ୨ ସବଇନ୍ସପେକ୍ଟର, ୧୨ ହାବିଲଦାର, ୫୬ କନଷ୍ଟେବଳ ଓ ୪ ମହିଳା କନଷ୍ଟେବଳ ଅଛନ୍ତି। ଏଥିସହ ଗୋଟିଏ ଗାଡି...