କାଲି ସରିବ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୧୯।୩(ଅସମାପିକା ସାହୁ)- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଅର୍ଥାତ୍‌ ଆସନ୍ତାକାଲି ଶେଷ ହେବ। ଶେଷ ଦିନ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ରହିଛି। ଚଳିତ ବର୍ଷ ଗୋଟିଏ ଦିନରେ...

ଟି୨୦ ସିରିଜ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ

ସିଡ୍‌ନୀ,୧୯ା୩: ଆଫଗାନିସ୍ତାରେ ମହିଳା ଏବଂ ବାଳିକାଙ୍କ ଅବସ୍ଥା ବିଗିଡ଼ି ଯାଉଥିବାରୁ ପ୍ରତିବାଦ ସ୍ବରୂପ କ୍ରିକେଟ ଅଷ୍ଟ୍ରେଲିଆ ଏହି ଦେଶ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଘରୋଇ ଅନ୍ତର୍ଜାତୀୟ ଟି୨୦ ସିରିଜକୁ ବାତିଲ କରିଦେଇଛି। ଆଫଗାନିସ୍ତାରେ ତାଲିବାନମାନେ କ୍ଷମତାକୁ...

ଦୋଳ ମେଳଣରେ ଜୋର୍‌ରେ ବାଜିବ ନାହିଁ ଡିଜେ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ପରିସରରେ ଦୋଳ ମେଳଣ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଦୋଳ ମେଳଣ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବା ନେଇ...

ରାଶିଫଳ: ବୁଧବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରି ପାରିଲେ ନିଶ୍ଚିତ ଉପକୃତ ହେବେ। ଅଭାବ ପୂରଣ ଦିଗରେ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଯୋଜନା କାର୍ଯ୍ୟକାରୀ ହେବାରେ ସହକର୍ମୀଙ୍କ ଅବଦାନ ସ୍ମରଣୀୟ ରହିବ। ପରିବାରର ଖର୍ଚ୍ଚ...

ନଡ଼ିଆ ତୋଳିବା ବେଳେ ଚାଲିଗଲା ଜୀବନ

ବାଲିଗୁଡ଼ା,୧୯।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ଏକ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ନଡ଼ିଆ ତୋଳିବା ବେଳେ ଗଛରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ...

ଯାତ୍ରୀବାହୀ ବସ୍‌କୁ ପିଟିଲା ଲୁହାଛଡ଼ ବୋଝେଇ ପିକ୍‌ଅପ୍‌, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଜି.ଉଦୟଗିରି, ୧୯।୩( ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା କଳିଙ୍ଗା ଜି.ଉଦୟଗିରି ମଧ୍ୟରେ ଥିବା ମାଲାନ ସୁଗା ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।   ଏକ ଯାତ୍ରୀବାହୀ ମିନି ବସ ସହ ଲୁହା ଛଡ଼ ବୋଝେଇ ମାକ୍ସ ପିକ୍‌ଅପ୍‌ ଭ୍ୟାନ୍‌...

କ୍ଷୁଦ୍ର ଚଳଚ୍ଚିତ୍ର ‘ଦାଦାଜି କା ଥେଲା’ ପାଇଁ ଶିକ୍ଷକ ତରୁଣ କୁମାର ପୁରସ୍କୃତ

କୋରାପୁଟ,୧୯।୩(ଅମିତାଭ ବେହେରା ): ସିଆଇଇଟି, ଏନ୍‌ସିଆର୍‌ଟି ନୂଆ ଦିଲ୍ଲୀ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଶିଶୁ ଇ- ଶିକ୍ଷଣ ସାମଗ୍ରୀ ପ୍ରତିଯୋଗିତା ୨୦୨୩-୨୪ରେ ଭାଗ ନେଇ ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟର ଶିକ୍ଷକ ତରୁଣ କୁମାର ଦାଶ ଉଚ୍ଚ...

ନିର୍ବାଚନ ଲଢିବେ ସିଦ୍ଧାନ୍ତ ମହାପାତ୍ର! କହୁ କହୁ ଏମିତି କହିଦେଲେ…

ଭୁବନେଶ୍ୱର,୧୯।୩: ନିର୍ବାଚନ ଲଢିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସିଦ୍ଧାନ୍ତ ଏହି ବଡ ବୟାନ ଦେଇଛନ୍ତି। ନିର୍ବାଚନ ୨୦୨୪ ଲଢିବେ କି ନାହିଁ ଏନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି। ଗତ କିଛି ଦିନ ପୂର୍ବରୁ...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା ୪ ଗୁଣ ବିଷୟରେ କୁହାଯାଇଛି। ଏହି ଗୁଣ ଥିବା ବ୍ୟକ୍ତି କେବେହେଲେ ବିଫଳତାର...

ମହାରାଷ୍ଟ୍ର ରାଜନୀତିରେ ହଲଚଲ: ଏନଡିଏରେ ଯୋଗଦେବେ ଠାକରେ!

ମୁମ୍ବାଇ,୧୯।୩: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଡିଆଁ ପର୍ବ ବୃଦ୍ଧି ପାଉଛି। ଏହି ଭିତରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଯେଉଁଠାରେ କଳ୍ପନାଜଳ୍ପନା ଲାଗିରହିଛି ଯେ ଲୋକସଭା ନିର୍ବାଚନ ପୂର୍ବରୁ ଠାକରେ ଏନିଏରେ ମିଶି ପାରନ୍ତି।...

ହୋଲିରେ ଏହି ୩ ରାଶିର ରାଜଯୋଗ, ବଦଳିବ ଭାଗ୍ୟ, ମା’ ଲକ୍ଷ୍ମୀ କରିବେ ଧନବର୍ଷା; ଜାଣନ୍ତୁ…

ଚଳିତ ବର୍ଷ ହୋଲିପର୍ବ ମାର୍ଚ୍ଚ ୨୫ରେ ପାଳନ କରାଯିବ। ହୋଲିରେ ମଙ୍ଗଳ ଏବଂ ଶୁକ୍ର କୁମ୍ଭ ରାଶିରେ ମହାଲକ୍ଷ୍ମୀ ରାଜଯୋଗ ଆଣିବାକୁ ଯାଉଛନ୍ତି। ଜ୍ୟୋତିଷଙ୍କ କହିବା ମୁତାବକ ହୋଲିର ଶୁଭ ଅବସରରେ ୩ ରାଶିର ଜାତକଧାରୀଙ୍କ ଭାଗ୍ୟ ବଦଳିପାରେ। -ତୁଳା-ତୁଳା...

ପୁର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ବଡ ଝଟକା

ମୁମ୍ବାଇ,୧୯।୩: ନଭେମ୍ବର ୨୦୦୬ ଲଖନଭୈୟା ନକଲି ଏନକାଉଣ୍ଟର ମାମଲାରେ ୧୨ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟ ଟ୍ରାଏଲ କୋର୍ଟର ଦଣ୍ଡାଦେଶ ଶୁଣାଇଛନ୍ତି। ଟ୍ରାଏଲ କୋର୍ଟ ୧୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ପ୍ରଦୀପ ଶର୍ମାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ, କିନ୍ତୁ...

ଆଇପିଏଲ୍‌ ପୂର୍ବରୁ ନୂଆ ଲୁକ୍‌ରେ କିଙ୍ଗ୍‌ କୋହଲି, ‘ଆଇବ୍ରୋ କଟ୍‌’ ଦେଖି…

ନୂଆଦିଲ୍ଲୀ,୧୯।୩: ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି ବିରାଟ କୋହଲି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଜବରଦସ୍ତ ପ୍ରଦର୍ଶନ ଲାଗି ସେ ପୂରା ପ୍ରସ୍ତୁତ। ଏହା ପୂର୍ବରୁ ତାଙ୍କର ନୂଆ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ...

ରାଜନୀତିରେ ଏଣ୍ଟ୍ରି କଲେ ଆଶିଫା ଭୁଟ୍ଟୋ ଜରଦାରୀ

ଇସଲାମାବାଦ,୧୯।୩: ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀଙ୍କ ସାନ ସାନ ଝିଅ ଆଶିଫା ଅଲି ଜରଦାରୀ ପାକିସ୍ତାନ ରାଜନୀତିରେ ପ୍ରବେଶ କରିଛନ୍ତି। ସିନ୍ଧ ପ୍ରଦେଶର ଜାତୀୟ ବିଧାନସଭା ଆସନରେ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ।...

ହଠାତ୍‌ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଭେଟିବାକୁ ପହଞ୍ଚିଲେ ଓବାମା

ଲଣ୍ଡନ,୧୯।୩: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରି ଏକ ଅତ୍ୟାଧୁନିକ ବିଷୟ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇ ରହଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ପ୍ରଥମ ଭାରତୀୟ ମୂଳବାସିନ୍ଦା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମଧ୍ୟରେ ହୋଇଥିବା ଅନୌପଚାରିକ...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟା ଅଟକ

ବେଙ୍ଗାଲୁରୁ,୧୯।୩: କର୍ନାଟକର ବେଙ୍ଗାଲୁରୁରେ ଅଜାନ ସମୟରେ ହନୁମାନ ଚାଳିଶା ବଜାଇବାକୁ ନେଇ ଉପୁଜିଥିବା ବିବାଦ ବଢ଼ିବାରେ ଲାଗିଛି। ଏଠାରେ ହନୁମାନ ଚାଳିଶା ବଜାଇବାକୁ ନେଇ ଜଣେ ଦୋକାନୀଙ୍କୁ ମାର୍‌ମିଟ୍‌ କରାଯିବାରୁ ହିନ୍ଦୁ ସମ୍ପ୍ରଦାୟଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଛି। ମଙ୍ଗଳବାର ଏହି...

କପି କରୁଥିଲେ ପରୀକ୍ଷାର୍ଥୀ: ମାଡ଼ି ବସିଲେ ସ୍କ୍ବାଡ

ପାଟଣା,୧୯।୩(ବୀର କିଶୋର ଦାଶ): ଧରଣୀଧର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତ ୩ ବିଜ୍ଞାନ ଏବଂ କଳା ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଆଞ୍ଚଳିକ ମହାବିଦ୍ୟାଳୟରେ କୋର-୧ ପରୀକ୍ଷା...

ଜେଡିୟୁକୁ ବଡ ଝଟ୍‌କା, ପଦ ଛାଡିଲେ ମହାସଚିବ

ଦରଭଙ୍ଗା,୧୯।୩: ଜନତା ଦଳ ୟୁନାଇଟେଡର ଜାତୀୟ ସାଧାରଣ ସମ୍ପାଦକ ବା ରାଷ୍ଟ୍ରୀୟ ମହାସଚିବ ଅଲି ଅଶରଫ ଫାତମି, ଦରଭଙ୍ଗା ଆସନ ଜିତିବାକୁ ଆଶା ରଖିଥିବା ବେଳେ ମଙ୍ଗଳବାର ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସର ସିଟ ବଣ୍ଟନ ପରେ ଇସ୍ତଫା ଦେଇଛନ୍ତି। ସେ...

ଯଦି ସାହାସ ଅଛି, ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ ନବୀନ, କହିଲେ…

ଭୁବନେଶ୍ୱର,୧୯।୩: ଜାତୀୟ ଗଣମାଧ୍ୟମକୁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବୟାନ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରେ ପାଣ୍ଡିଆନ ଦେଇଥିବା ବୟାନ, ବିଜେଡି ଓ ଭାଜପା ମଧ୍ୟରେ ଥିବା ସମ୍ପର୍କକୁ ସ୍ପଷ୍ଟ କରିଛି ବୋଲି...

ଜେଲରୁ କେ. କବିତାଙ୍କୁ ଚିଠି ଲେଖିଲେ ମହାଠକ ସୁକେଶ

ନୂଆଦିଲ୍ଲୀ,୧୯।୩: ଦିଲ୍ଲୀର ତିହାର ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ‘ତିହାର କ୍ଲବ’ରେ କେ.କବିତାକୁ ସ୍ବାଗତ କରି ଆଉ ଏକ ବିସ୍ଫୋରକ ଚିଠି ଜାରି କରିଛନ୍ତି। ଏହି ଚିଠିରେ ସେ ଦାବି କରିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ...

ଭାଜପାକୁ ଯେଉଁ ସମର୍ଥନ ମିଳିଛି ତାକୁ ଦେଖି ଉଡିଛି ଡିଏମକେର ନିଦ: ମୋଦି

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଦକ୍ଷିଣରେ ଭାଜପାର ମିଶନ ଜାରି ରହିଛି। କେରଳରେ ଏକ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତାମିଲନାଡୁରେ ପହଞ୍ଚିଛନ୍ତି। ତାମିଲନାଡୁର ସାଲେମରେ ତାଙ୍କୁ ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି...