କାହା ପାଇଁ ଆୟରଙ୍କ ଫ୍ଲାଇଙ୍ଗ କିସ୍‌? ଛକା ମାରିବା ପରେ ଦେଲେ ଇସାରା

ନୂଆଦିଲ୍ଲୀ,୩୦।୩: କୋଲକାତା ନାଇଟ ରାଇଡର୍ସ ଏକ ଧମାକାଦାର ଅନ୍ଦାଜ ସହିତ ଆଇପିଏଲ ୨୦୨୪ ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ଦ୍ୱାରା ଅଧିନାୟକ ଦଳ ଏହାର ପ୍ରଥମ ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏମ...

‘ନୋ ଏଣ୍ଟ୍ରି’ର ସିକ୍ୱେଲ କରିବେ ବୋନି, ରିପ୍ଲେସ ହେବେ ଅନିଲ-ସଲମାନ

ମୁମ୍ବାଇ: ୨୦୦୫ର ବ୍ଲକବଷ୍ଟର ମୁଭି ‘ନୋ ଏଣ୍ଟ୍ରି’ର ବହୁ ପ୍ରତୀକ୍ଷିତ ସିକ୍ୱେଲ ସ୍କ୍ରିନରେ ଧମାକାଦାର କମବ୍ୟାକ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ, ବରୁଣ ଧୱନ, ଅର୍ଜୁନ କପୁର ଏବଂ ଦିଲଜିତ ଦୋସାଞ୍ଜ ଏହି ମୁଭିରେ ଡବଲ ରୋଲରେ ଅଭିନୟ କରିବାକୁ ପ୍ରସ୍ତୁତ,...

ମନ୍ମଥଙ୍କ ପାଇଁ ବଡ଼ ସୁଯୋଗ, ଗେମ୍‌ ଖେଳିବେ ଅପରାଜିତା

ଭୁବନେଶ୍ୱର,୩୦।୩: ବିଜେଡିର ସଂସଦୀୟ କ୍ଷେତ୍ର ପାଇଁ ନୂଆ ଷ୍ଟ୍ରାଟେଜି ଏବେ ସମସ୍ତଙ୍କୁ ତାଜୁବ କରିଛି। କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ବିଜେଡିରେ ଯୋଗଦେବାର କେଇ ଘଣ୍ଟା ମଧ୍ୟରେ ତାଙ୍କୁ ଭୁବନେଶ୍ବର ଲୋକ ସଭା ଆସନରେ ପ୍ରାର୍ଥୀ...

ଶିମିଳିପାଳରେ କରୁଥିଲେ ଶିକାର, ଧରିଲା ବନବିଭାଗ, ୯ ଗିରଫ

ବାରିପଦା,୩୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଜେନାବିଲ ରେଞ୍ଜରୁ ୯ ଶିକାରୀକୁ ବନକର୍ମଚାରୀ ଗିରଫ କରିଛନ୍ତି । ତାଙ୍କଠାରୁ ୯ଟି ଦେଶୀ ବନ୍ଧୁକ ସହ ୩୦ କେଜି ସମ୍ବର ମାଂସ ଜବତ କରାଯାଇଛି।...

ଟ୍ରାନ୍ସଜେଣ୍ଡରଙ୍କ ପାଇଁ ବଡ ହୃଦୟ ଦେଖାଇଲେ ଆୟୁଷ୍ମାନ

ମୁମ୍ବାଇ: ନିକଟରେ ବଲିଉଡ ତାରକା ଆୟୁଷ୍ମାନ ଖୁରାନା ଚଣ୍ଡିଗଡ଼ରେ ଏକ ନିଆରା କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ସେ ଜିରକପୁରରେ ଏକ ଫୁଡ ଟ୍ରକର ଉଦଘାଟନ କରିଥିଲେ ଯାହା କେବଳ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟଙ୍କ ଦ୍ୱାରା ପରିଚାଳିତ। ‘ସ୍ବୀକାର’ନାମକ ଏହି ଫୁଡ...

ଆଜିବି ଲକ ଡାଉନ ଭଳି ଜୀବନ ବଞ୍ଚୁଛନ୍ତି ଏହି ପରିବାର

ଆସେକ୍ସ: ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଯେଉଁ ସମୟ ଥିଲା ତାହା ଆଜିବି ସଭିଙ୍କ ମନରେ ରହିଛି। ଲୋକମାନେ ଏହି ସମୟରେ ବାହାରକ ବାହାରିବା, ପ୍ରିୟଜନଙ୍କୁ ଭେଟିବା ବନ୍ଦ କରି ଦେଇଥିଲେ। ରାଶନଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ଲୋକେ ଅନଲାଇନରେ...

ମିଶ୍ରଣ ପର୍ବରେ ନେତାଙ୍କୁ ସ୍ବାଗତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ମନମୋହନ, କହିଲେ ବିଜେଡି ସରକାର…

ଭୁବନେଶ୍ବର,୩୦।୩: ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ମିଶ୍ରଣ ପର୍ବ । କିଏ ବିଜେଡି ଛାଡି ଭାଜପାରେ ସାମିଲ ହେଉଛନ୍ତି ତ ଆଉ କିଏ ଭାଜପା ଛାଡି ବିଜେଡିରେ ସାମିଲ ହେଉଛନ୍ତି। ଆଜି ସିନେ ତାରକା ଆକାଶ ଦାସ ନାୟକ, ଅନୁଭବ...

VIDEO: ବିଜେଡିରୁ ଇସ୍ତଫା ଦେଲେ ଆକାଶ, ଦେଖନ୍ତୁ କ’ଣ କହିଲେ କାରଣ…

ଭୁବନେଶ୍ବର,୩୦।୩: ସିନେ ତାରକାମାନେ ବିଜେଡି ଛାଡିବାରେ ଲାଗିଛନ୍ତି। ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ରଙ୍କ ପରେ ଏବେ ଆକାଶ ଦାସ ନାୟକ ବିଜେଡି ଛାଡିଛନ୍ତି। ଯାଜପୁର ଜିଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ବିଜେଡି ଗତ ଥର ଟିକେଟ...

ଏବେ ଆମକୁ କେହି ଅଟକାଇ ପାରିବେ ନାହିଁ, ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୋଲିଲା ପ୍ରଥମ ମସଜିଦ

ଢାକା,୩୦।୩: ପବିତ୍ର ରମଜାନ ମାସରେ ବାଂଲାଦେଶର ଢାକାରେ ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ସମ୍ପ୍ରଦାୟ ପାଇଁ ଏକ ମସଜିଦ ଖୋଲାଯାଇଛି। ବ୍ରହ୍ମପୁତ୍ର ନଦୀରେ ମ୍ୟାମନସିଂହ ନିକଟରେ ସରକାରଙ୍କ ଦ୍ୱାରା ଦାନ କରାଯାଇଥିବା ଜମି ଉପରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଏହା...

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ

ଭୁବନେଶ୍ବର,୩୦।୩: ସିନେ ତାରକାମାନେ ବିଜେଡି ଛାଡିବାରେ ଲାଗିଛନ୍ତି। ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ପରେ ଏବେ ଅଭିନେତା ତଥା କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି ମଧ୍ୟ ବିଜେଡି ଛାଡିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ...

ଘର ଛାଡିବା ପରେ ଦ୍ୱିତୀୟ ଥର ପାଇଁ ପିତାଙ୍କୁ ଭେଟିବାକୁ ଆସିବେ ରାଜକୁମାର ହ୍ୟାରି

ଲଣ୍ଡନ,୩୦।୩: ବ୍ରିଟିଶ ରାଜ ପରିବାରର ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ନାହିଁ। ରାଜକୁମାରୀ କେଟ ମିଡଲେଟନ କହିଛନ୍ତି ଯେ ତାଙ୍କର କର୍କଟ ରୋଗ ହୋଇଥିବାବେଳେ ପ୍ରିନ୍ସ ଚାଲର୍‌ସ ମଧ୍ୟ କର୍କଟ ରୋଗ ସହ ଲଢୁଛନ୍ତି। ଏହି ସମୟରେ, ଖବର ଆସିଛି ଯେ...

ପ୍ରିୟଙ୍କାଙ୍କ ପ୍ରଶ୍ନ, ଭାଜପା ସରକାର କାହିଁକି ଜନତାଙ୍କୁ କରଜରେ ବୁଡାଇ ଦେଉଛନ୍ତି

ନୂଆଦିଲ୍ଲୀ,୩୦।୩: ଲୋକ ସଭା ନିର୍ବାଚନ ୨୦୨୪ର ମତଦାନ ତାରିଖ ଯେତିକି ପାଖେଇ ଆସୁଛି। ଏହାକୁ ନେଇ ବିରୋଧୀ ଦଳର ନେତାଙ୍କ ଟାର୍ଗେଟ ମଧ୍ୟ ବୃଦ୍ଧି ପାଉଛି। ନିକଟରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାରତୀୟ ଜନତା ପାର୍ଟି...

ସକାଳେ ଛାଡିଥିଲେ ବିଜେଡି, ଏବେ ଭାଜପାରେ ସାମିଲ

ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବରେ ଭାଜପାରେ ଯୋଗ ଦେଇଛନ୍ତି। ଏହି ସମୟରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ଭାଜପା ନେତ୍ରୀ...

ବିଜେଡି ଛାଡ଼ିଲେ ଅଭିନେତା ଆକାଶ ଦାସ ନାୟକ, ଧରିବେ ପଦ୍ମ!

ଭୁବନେଶ୍ୱର,୩୦।୩: ବିଜେଡିକୁ ବାଏ ବାଏ କହିଲେ ଓଡ଼ିଆ ଅଭିନେତା ତଥା ପୂର୍ବତନ ବିଜେଡ଼ି ନେତା ଆକାଶ ଦାସନାୟକ। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ବର୍ତ୍ତମାନ ଦଳ ଡିଆଁ ପର୍ବ ଚାଲିଛି। ଇତିମଧ୍ୟରେ ବିଜେଡି ଛାଡ଼ିଛନ୍ତି ଆକାଶ ଦାସନାୟକ। ଯାଜପୁର...

ଚୌଧରୀ ଚରଣ ସିଂ, ପି.ଭି. ନରସିଂହ ରାଓ, ଏମ୍‌. ଏସ୍‌ ସ୍ବାମୀନାଥନଙ୍କୁ ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦେଶର ୫ଜଣ ବ୍ୟକ୍ତିତ୍ୱଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ଏଥିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂ, ପି.ଭି. ନରସିଂହ ରାଓ, କୃଷି ବୈଜ୍ଞାନିକ ଏମ ଏସ ସ୍ବାମୀନାଥନ...

କଂଗ୍ରେସକୁ ବଡ଼ ଝଟ୍‌କା, ଦଳ ଛାଡ଼ିଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ

ଭୁବନେଶ୍ୱର,୩୦।୩: କଂଗ୍ରେସକୁ ବଡ ଝଟ୍‌କା । କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ । ଆଜି ହାତ ଛାଡ଼ିଛନ୍ତି ଚିରଞ୍ଜୀବ । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁରରୁ ବିଧାୟକ...

ମଦ ନୀତି ଦୁର୍ନୀତି ମାମଲା: ଆଉ ଜଣେ ଏଏପି ମନ୍ତ୍ରୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଣେ ପରେ ଜଣେ ଏଏପି ମନ୍ତ୍ରୀ ଗିରଫ ହେଉଥିବାବେଳେ ଆଉ ଜଣେ ମନ୍ତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ଇଡି ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କୁ କାର୍ଯ୍ୟାଳୟରେ ହାଜର ହବାକୁ...

୨୦୧୯ରେ ପ୍ରତିଶ୍ରୁତି ଦେଇଥିଲେ, ପୁଣି ଧୋକା ମିଳିବ ବୋଲି ଜାଣି ନ ଥିଲି: ପ୍ରିୟଦର୍ଶୀ

ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ଜଣାପଡିଛି। ତେବେ ବିଜେଡିରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ ହେବା ନେଇ ଚର୍ଚ୍ଚା...

ଏହି ଭାଜପା ପ୍ରାର୍ଥୀଙ୍କ ନାଁରେ ରହିଛି ୨୪୨ ମାମଲା, ରାହୁଲ ଗାନ୍ଧୀଙ୍କ ସହ ହେବ ଟକ୍କର

ନୂଆଦିଲ୍ଲୀ,୩୦।୩: ଭାଜପା ଓ୍ବାୟନଡା ଲୋକ ସଭା ସିଟ୍‌ରୁ କେ. ସୁରେନ୍ଦ୍ରନଙ୍କୁ ଟିକେଟ୍‌ ଦେଇଛି। ସୁରେନ୍ଦ୍ରନ ଏହି ସିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବେ। ସୁରେନ୍ଦ୍ରନ କେରଳ ଭାଜପାର ସଭାପତି ଅଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ତାଙ୍କ...

ପୁରୁଷ ବନ୍ଧୁଙ୍କ କାନ୍ଧରେ ମୁଣ୍ଡ ରଖି ମ୍ୟାଚ ଦେଖୁଥିଲେ ପ୍ରେମିକା, କ୍ୟାମେରା ଫୋକସ କରିବାରୁ…, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୩୦।୩: ଅନେକ ଥର କ୍ରିକେଟ ମ୍ୟାଚ ସମୟରେ କ୍ୟାମେରାମ୍ୟାନ ମଧ୍ୟ ଦର୍ଶକଙ୍କ ଉପରେ ଫୋକସ କରି ଦିଅନ୍ତ। ଦର୍ଶକେ ପରଦାରେ ନିଜକୁ ଦେଖି ବହୁତ ଖୁସ ହୋଇଯାନ୍ତି । କିନ୍ତୁ ବେଳେବେଳେ ଦର୍ଶକଙ୍କ ଅବସ୍ଥା ଏପରି ହୋଇଯାଏ ଯେ ସେମାନେ...

ବିଜେଡ଼ିର ଚିନ୍ତା ବଢାଉଛନ୍ତି ବିଦ୍ରୋହୀ, ଲାଭ ଉଠାଇନେବ ଭାଜପା

ଭୁବନେଶ୍ୱର,୩୦।୩: ମୁଣ୍ଡ ଉପରେ ନିର୍ବାଚନ। ରାଜ୍ୟ ରାଜନୀତିର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଜେଡି ଓ ଭାଜପା ମେଣ୍ଟ ନ କରି ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ନିର୍ବାଚନରେ ଲୋକ ସଭା ଓ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବା...