Posted inଜାତୀୟ

ମାତ୍ର ୧୮୧ ଖଣ୍ଡ ଭୋଟରେ ହାରିଗଲେ ପ୍ରାର୍ଥୀ

ଲକ୍ଷ୍ମୌ, ୨୪।୫: ରାଜନୀତିରେ ବିଜୟ-ପରାଜୟ ତ ଲାଗିରହିଛି, କିନ୍ତୁ ଯଦି ଅଳ୍ପ ବ୍ୟବଧାନରେ ପରାଜୟ ଭୋଗିବାକୁ ପଡେ ତେବେ ମନ କଷ୍ଟ ହେବ ନିଶ୍ଚୟ। ସେମିତି ଏକ ଦୃଶ୍ୟ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି। ଏଠାରେ ବହୁଜନ ସମାଜ ପାର୍ଟି ପକ୍ଷରୁ ନିର୍ବାଚନ ଲଢୁଥିବା ଜଣେ ପ୍ରାର୍ଥୀ ମାତ୍ର ୧୮୧ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ଉତ୍ତର ପ୍ରଦେଶର ମଛଲୀ ସହର ଆସନରୁ ନିର୍ବାଚନ ଲଢୁଥିବା ତ୍ରିଭୁବନ ରାମ ଭାଜପାର ଭୋଳାନାଥଙ୍କଠାରୁ ପରାଜୟ ଭୋଗିବାକୁ ପଡିଛି। ଭୋଳାନାଥଙ୍କୁ ୪ ଲକ୍ଷ ୮୮ହଜାର ୩୯୭ଖଣ୍ଡ ଭୋଟ ମିଳିଥିବାବେଳେ ତ୍ରିଭୁବନଙ୍କୁ ୪ଲକ୍ଷ ୮୮ହଜାର ୨୧୬ଖଣ୍ଡ ଭୋଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି, ନାଗରିକତା ଦେବାରେ ରହିବ ନାହିଁ କୌଣସି ରୋକ

ନୂଆଦିଲ୍ଲୀ,୧୯।୩: ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯(ସିଏଏ) ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କେନ୍ଦ୍ର ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ପ୍ରସଙ୍ଗରେ...

ମୋତେ ନିର୍ବାଚନ ଜିତିବା ପାଇଁ ବ୍ୟାନର ପୋଷ୍ଟରର ଆବଶ୍ୟକତା ନାହିଁ: ଗଡକରୀ

ନୂଆଦିଲ୍ଲୀ,୧୯।୩: ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ଲିଡରସିପ କନକ୍ଲେଭ ‘ରାଇଜିଂ ଭାରତ ୨୦୨୪’ ର ପ୍ଲାଟଫର୍ମରୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ସ୍ପଷ୍ଟ କରିଛନ୍ତି ଯେ...

ଭାଜପାରେ ଯୋଗଦେଲେ ହେମନ୍ତ ସୋରେନଙ୍କ ଭାଉଜ

ରାଞ୍ଚି,୧୯।୩: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ସୀତା ସୋରେନ ମଙ୍ଗଳବାର ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏବେ କୁହାଯାଉଛି ଯେ ସେ ଭାଜପା ସହ...

ଅବମାନନା ନୋଟିସର ଜବାବ ଦେଲାନାହିଁ ପତଞ୍ଜଳି

ଅବମାନନା ନୋଟିସର ଜବାବ ଦେଲାନାହିଁ ପତଞ୍ଜଳି ନୂଆଦିଲ୍ଲୀ,୧୯।୩: ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ଯୋଗ ଗୁରୁ ରାମଦେବଙ୍କୁ ପରବର୍ତ୍ତୀ...

ଦୁଇ ଭାଇ ହେଲେ ଦୁଇ ରାଜ୍ୟର ଡିଜିପି

ନୂଆଦିଲ୍ଲୀ,୧୯।୩: ଦୁଇ ଭାଇ ହେଲେ ଦୁଇ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ। ସେମାନେ ହେଉଛନ୍ତି ଆଇପିଏସ ଅଧିକାରୀ ବିକାଶ ସହାୟ ଏବଂ ବିବେକ ସହାୟ। ୧୯୮୯ ବ୍ୟାଚ୍‌...

ରାଜନୀତିରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି ମୁଲାୟମ ସିଂ ଯାଦବଙ୍କ ନାତୁଣୀ ଅଦିତି

ମୌନପୁର,୧୯।୩: ଯଦିଓ ସୈଫଇ ପରିବାରର ତିନି ପଢି ରାଜନୀତିର ଶିଖରକୁ ଛୁଇଁଛନ୍ତି, କିନ୍ତୁ ବର୍ତ୍ତମାନ ଏସପି ସଭାପତି ଅଖିଳେଶ ଯାଦବଙ୍କ ଝିଅ ଅଦିତି ଯାଦବ ଏବଂ...

ଜେଏମଏମରୁ ଇସ୍ତଫା ଦେଲେ ହେମନ୍ତ ସୋରେନଙ୍କ ଭାଉଜ

ରାଞ୍ଚି,୧୯।୩: ଝାଡ଼ଖଣ୍ଡ ମକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ସୀତା ସୋରେନ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ନିକଟରେ ନୋଟ ବଦଳରେ ଭୋଟ ମାମଲାରେ ସୀତା ସୋରେନଙ୍କ...

ଭାଜପାର ନୂଆ ଗେମ୍‌ ପ୍ଲାନ୍‌: ଏଥର ଏକତରଫା ହେବ ନିର୍ବାଚନ!

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ଭାଜପା ନୂତନ ଗେମ୍‌ ପ୍ଲାନ। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେ ମଙ୍ଗଳବାର...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri