ଅଷ୍ଟ୍ରେଲିଆରେ ଉତ୍ସବ ମନାଇଲେ ଭାଜପା ସମର୍ଥକ

ସିଡ୍‌ନୀ,୨୩।୫: ଭାରତର ଲୋକ ସଭା ନିର୍ବାଚନ ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି। ଗୁରୁବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଭାଜପା ସାରା ଦେଶରେ ପ୍ରାୟ ୨୯୫ରୁ ଊର୍ଦ୍ଧ୍ୱ ଆସନରେ ଆଗୁଆ ରହିଥିବା ଜଣାପଡିଛି। ଏହି ଖବର ପରେ ଅଷ୍ଟ୍ରେଲିଆର ସିଡ୍‌ନୀ ଓ ମେଲବୋର୍ନରେ ଥିବା ଭାଜପା ସମର୍ଥକମାନେ ଉତ୍ସବ ମନାଇବା ଆରମ୍ଭ କରିଛନ୍ତି।


All Right Reserved By

ଭୁଲ୍‌ରେ ୩୫ ପୋଲିସଙ୍କ ଜୀବନ ନେଲା ଆମେରିକା

କାବୁଲ,୧୮ା୫(ଆଇଏଏନ୍‌ଏସ୍‌): ଆମେରିକା ବାୟୁସେନା ଭୁଲ୍‌ରେ ସହଯୋଗୀ ଆଫଗାନିସ୍ତାନକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ୪ ଆମେରିକୀୟ କମାଣ୍ଡରଙ୍କ ସମେତ ୩୫ ପୋଲିସ କର୍ମଚାରୀ ନିହତ ହୋଇଥିବାବେଳେ...

ହାଇକୋର୍ଟ ପହଞ୍ଚିଲେ ନଓ୍ବାଜ୍‌

ଇସ୍‌ଲାମାବାଦ,୨୧।୫: ଭ୍ରଷ୍ଟାଚାର ମାମଲାରେ ଜେଲରେ ସଜ୍ଜା କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଇସ୍‌ଲାମାବାଦ ହାଇକୋର୍ଟ ପହଞ୍ଚିଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ହାଇକୋର୍ଟରେ...

୨୨୦ କୋଟି ଲୋକଙ୍କ ପାଖରେ ନାହିଁ ପିଇବା ପାଣି; ୪୨୦ କୋଟିଙ୍କୁ ମିଳୁନି ପରିମଳ ବ୍ୟବସ୍ଥା: ଜାତିସଂଘ

ଜେନେଭା,୧୯।୬: ପୃଥିବୀରେ ଧୀରେଧୀରେ ଜଳ ସଙ୍କଟ ଉଗ୍ରରୂପ ଧାରଣ କରୁଛି। ବିଭିନ୍ନ ଦେଶରେ ୨୨୦ କୋଟି ଲୋକଙ୍କ ପାଖରେ ପିଇବାକୁ ପାଣି ନ ନାହିଁ। ଏନେଇ...

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି...

ଇଫେଲ ଟାଓ୍ବାରକୁ ୧୩୦ ବର୍ଷ

ପ୍ୟାରିସ,୧୭।୫(ଏଏଫ୍‌ପି):ପ୍ୟାରିସ୍‌ର ଉଚ୍ଚତମ ଇଫେଲ ଟାଓ୍ବାର ୧୩୦ ବର୍ଷରେ ପଦାର୍ପଣ କରିଛି। ରଙ୍ଗାରଙ୍ଗ ଆଲୋକ ସଜ୍ଜା ମଧ୍ୟରେ ଏହାର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି। ୧୮୮୯ରେ ପ୍ରତିଷ୍ଠିତ...

ପାକିସ୍ତାନର ଖରାପ ଅର୍ଥ ବ୍ୟବସ୍ଥାକୁ ସଜାଡିବାକୁ ଚାହୁଁଛନ୍ତି ଇମ୍ରାନ୍‌

ଇସଲାମାବାଦ,୫।୬: ପାକିସ୍ତାନର ଖରାପ ଅର୍ଥ ବ୍ୟବସ୍ଥାକୁ ନେଇ ଏବେ ଚିନ୍ତାରେ ପଡି ଯାଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ। ଏବେ ସେ ଏହାକୁ ସଜାଡିବାକୁ ଚେଷ୍ଟା କରୁଥିବା...

ଇରାନରେ ଭୂକମ୍ପ ଝଟକା

ତେହରାନ,୫।୬: ଇରାନର ପଶ୍ଚିମ ଭାଗ କରମନଶାହ ସହରରେ ବୁଧବାର ୨ଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଓ ୪.୯ ରହିଛି।...

ଦୁର୍ନୀତି ମାମଲାରେ ଜର୍ଦ୍ଦାରୀ ଗିରଫ

ଇସ୍‌ଲାମାବାଦ,୧୧ା୬: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ସହ-ଅଧ୍ୟକ୍ଷ ଅସିଫ ଅଲି ଜର୍ଦ୍ଦାରୀଙ୍କୁ ଜାଲ୍‌ ବ୍ୟାଙ୍କ ଆକାଉଣ୍ଟ ଦୁର୍ନୀତି ମାମଲାରେ ଗିରଫ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *