Posted inଜାତୀୟ

କିଙ୍ଗ୍‌ମେକରଙ୍କ ଗୁରୁତ୍ୱ କମିଲା: ଅନ୍ୟ ଦଳ ୯୮ରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଚଳିତ ଲୋକ ସଭା ନିର୍ବାଚନରେ କିଙ୍ଗ୍‌ମେକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ତେବେ ଭୋଟ ଗଣତିରେ ଭାଜପା ୩ଶହ ୪୦ରେ ଆଗୁଆ ଥିବା ବେଳେ କଂଗ୍ରେସ ଶହେ ୪ଟି ଲୋକ ସଭା ଆସନରେ ଆଗୁଆ ରହିଛି। ଅପରପକ୍ଷରେ ଅନ୍ୟ ଦଳ୯୮ ଆସନରେ ଆଗୁଆ ରହିଛନ୍ତି। ଫଳରେ କେନ୍ଦ୍ରରେ କିଙ୍ଗ୍‌ମେକରଙ୍କ ଗୁରୁତ୍ୱ କମିଥିବା ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି।


All Right Reserved By

ଭାରତରେ ବଢ଼ୁଛି ବାୟୁ ପ୍ରଦୂଷଣ: ବର୍ଷକୁ ନେଉଛି ଲକ୍ଷେ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ,୬ା୬: ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ଏବେ ପରିବେଶକୁ ବିଗାଡ଼ିଦେଲାଣି। ଏଥିଯୋଗୁ ପ୍ରତିବର୍ଷ ଭାରତରେ ୫ ବର୍ଷରୁ କମ୍‌ ବୟସର ପ୍ରାୟ ୧ ଲକ୍ଷ ଶିଶୁ...

ସହଯୋଗୀଙ୍କ ମୃତଦେହ କାନ୍ଧେଇଲେ ସ୍ମୃତି ଇରାନୀ

ଲକ୍ଷ୍ନୌ, ୨୬।୫: ଆମେଠିର ନର୍ବନିର୍ବାଚିତ ଭାଜପା ଏମ୍‌ପି ସ୍ମୃତି ଇରାନୀଙ୍କର ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ରାଜନୀତି ଜୋର ଧରିଥିବାବେଳେ...

ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ୩

ନୂଆଦିଲ୍ଲୀ,୨୦ା୬ (ଆଇଏଏନ୍‌ଏସ୍‌) : ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ମାତ୍ର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ ଓ...

ଭାଙ୍ଗିଲା ଚାରମିନାରର କିଛି ଅଂଶ

ହାଇଦ୍ରାବାଦ,୨।୫: ଆନ୍ଧ୍ର ପ୍ରଦେଶରେ ଥିବା ୪ଶହ ବର୍ଷ ପୁରୁଣା ଚାରମିନାରର କିଛି ଅଂଶ ଭାଙ୍ଗି ଯାଇଥିବା ଜଣାପଡିଛି। ବୁଧବାର ରାତିରେ ଏହାର ଏକ ଖମ୍ବର କିଛି...

ଭୋକିଲା ବୃଦ୍ଧଙ୍କୁ ନିଜ ହାତରେ ଖୁଆଇଲେ ପୋଲିସ ଅଧିକାରୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ନୋଏଡା ଥାନା ସେକ୍ଟର ୨୦ର ଜଣେ ପୋଲିସ ଅଧିକାରୀ ମଣିଷପଣିଆର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ମଙ୍ଗଳବାର ରାସ୍ତାରେ ବସିଥିବା ଜଣେ ଭୋକିଲା...

କରମ୍‌ବୀର ସିଂ ନୌସେନା ମୁଖ୍ୟ

ନୂଆଦିଲ୍ଲୀ, ୧ା୬ : ଦେଶର ୨୪ତମ ନୌସେନା ମୁଖ୍ୟଭାବେ ଆଡମିରାଲ୍‌ କରମବୀର ସିଂ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡ଼ମିରାଲ୍‌ ସୁନୀଲ ଲାନ୍‌ବା ଅବସର ନେଲା...

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା: ସାମ୍‌ ପିଟ୍ରୋଡାଙ୍କ ମନ୍ତବ୍ୟକୁ ନେଇ ଝଡ଼

ନୂଆଦିଲ୍ଲୀ/ଶିମ୍‌ଲା,୧୧ା୫(ପି.ଟି.): ସାଧାରଣ ନିର୍ବାଚନର ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ଥିବାବେଳେ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅଡୁଆରେ ପଡ଼ିଛି ଦଳ। ୧୯୮୪ ଶିଖ୍‌...

ବିବାହ ପାଇଁ ରାତି ୨ଟାରେ ମନ୍ଦିରରେ ପହଞ୍ଚିଥିଲେ କିରଣ ବେଦି

ନୂଆଦିଲ୍ଲୀ,୯।୬: ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଫିସର କିରଣ ବେଦି ରବିବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୯ ଜୁନ୍‌ ୯ରେ ପଞ୍ଜାବର ଅମୃତସରଠାରେ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *