Posted inଫୁରସତ

ପେଟ୍‌ କ୍ରିଏଟିଭ୍‌ ଗ୍ରୁମିଙ୍ଗ୍‌: ପୋଷା ବିରାଡ଼ି, କୁକୁର ହୋଇପାରିବେ ବାଘ, ଘୁଷୁରୀ, ମିକି ମାଉସ୍‌

ଘରେ ଯଦି କୌଣସି ପୋଷା କୁକୁର ବା ବିରାଡି ରଖିଛନ୍ତି ତେବେ ସେମାନଙ୍କୁ ଆପଣ ବାଘ, ଘୁଷୁରି ଏପରି କି ମିକିମାଉସ୍‌ ଏବଂ ଡୋନାଲ୍ଡ ଡକ୍‌ରେ ମଧ୍ୟ ପରିଣତ କରିପାରିବେ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ଏହା ସମ୍ଭବ ହୋଇପାରୁଛି ଚାଇନାରେ ଥିବା ପେଟ ଗ୍ରୁମିଙ୍ଗ ଏବଂ ଡିଜାଇନିଙ୍ଗ ସେଣ୍ଟର ଦ୍ୱାରା। ଏହି ସେଣ୍ଟର ଗୁଡିକରେ ଲୋମଯୁକ୍ତ ଗୃହପାଳିତ କୁକୁର ବା ବିଲେଇଙ୍କ ଲୋମକୁ କାଟି ତାକୁ ବିଭିନ୍ନ ଶେପ୍‌ ଦେବା ପରେ ତାକୁ ପ୍ରାକୃତିକ କଲରରେ ଡାଏ କରାଯାଇ ଏକ ଭିନ୍ନ ରୂପ ଦିଆଯାଇଥାଏ। ମାଲିକଙ୍କ ଡିମାଣ୍ଡ ଅନୁଯାୟୀ ଏଠାରେ କାର୍ଯ୍ୟରତ ଅଭିଜ୍ଞ କ୍ରିଏଟିଭ୍‌ ଗ୍ରୁମର୍‌ମାନେ ପୋଷା ଜୀବଙ୍କୁ ବିଭିନ୍ନ କ୍ରିଏଟିଭ ଲୁକ୍‌ ମାଧ୍ୟମରେ ଜେବ୍ରା, ଜିରାଫ, ବିଭିନ୍ନ କାର୍ଟୁନ ଚରିତ୍ରର ରୂପ ଦେଇଥାନ୍ତି। କୁକୁର ବା ବିଲେଇଙ୍କ ଏପରି ପରିବର୍ତ୍ତିତ ରୂପକୁ ଦେଖିବା ଯେତିକି କୌତୂହଳପୂର୍ଣ୍ଣ ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ।


All Right Reserved By

ଏହି ମନ୍ଦିରରେ ଦିନରେ ୩ ଥର ରୂପ ବଦଳାନ୍ତି ହନୁମାନ…

ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ମଧ୍ୟପ୍ରଦେଶ ପୁରବା ଗାଁ ନିକଟରେ ଥିବା ସୂରଜକୁଣ୍ଡରେ ହନୁମାନ ମନ୍ଦିର ରହିଛି। ଏଠାରେ ଠାକୁର ଗୋଟିଏ...

ହାତ ଦୁଇଟି ନାହିଁ, ଟ୍ରାକ୍ଟର ଚଳାଇବାଠାରୁ ଆରମ୍ଭ କରି କ୍ଷେତବାଡି ବୁଝୁଛନ୍ତି ଏହି ବ୍ୟକ୍ତି

ମନରେ ଦୃଢ଼ ବିଶ୍ୱାସ ଏବଂ ଆତ୍ମବଳ ଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କେହି ବି ରୋକିପାରିବେ ନାହିଁ। ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ଉତ୍ତରପ୍ରଦେଶ...

ଏହି ମନ୍ଦିରରେ ସତୀ ପ୍ରଥାକୁ କରାଯାଏ ବିରୋଧ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। କେତେକ ରାଜପୁତ୍‌ ସମ୍ପ୍ରଦାୟରେ ସତୀ ପ୍ରଥା ରାଜରାଜୁଡ଼ା ଶାସନ ସମୟରେ ପାଳନ କରାଯାଉଥିଲା। ଜୋହର ବ୍ରତରେ...

ଶୁଭବେଳାରେ ପିଲା ଜନ୍ମ ପାଇଁ ଆଗୁଆ ଓଟି ବୁକ୍‌ କରୁଛନ୍ତି ଅଭିଭାବକ

ବିବାହ ଉତ୍ସବ, ଜନ୍ମଦିନ କିମ୍ବା ଅନ୍ୟ କୌଣସି ସମାରୋହ ପାଇଁ ହୋଟେଲ, ରିସର୍ଟ ଆଦି ବୁକ୍‌ ହେଉଥିବା ଜାଣିଛନ୍ତି। କିନ୍ତୁ କେବେ ଶୁଣିଛନ୍ତି ଶୁଭବେଳାରେ ଡେଲିଭରି...

ଏପର୍ଯ୍ୟନ୍ତ ଉଦ୍‌ଘାଟନ ହୋଇନି ଭାରତର ଏହି ଚର୍ଚ୍ଚିତ ପୋଲ

ବିଶ୍ୱରେ ଏମିତି କିଛି ପୋଲ ରହିଛି ଯାହାର ସ୍ବତନ୍ତ୍ରତା ପାଇଁ ଏହା ପ୍ରସିଦ୍ଧ। ସେହିଭଳି କୋଲକାତାର ପରିଚୟ ହେଉଛି ହାଓ୍ବଡା ବ୍ରିଜ୍‌। ଏହି ବ୍ରିଜର ରହିଛି...

ପ୍ରଥମ ରୋଜଗାର: ରୋଜଗାର ଟଙ୍କା ବ୍ୟବସାୟରେ ଲଗାଉଥିଲି

ଲେଖକ, ସଂସ୍କୃତିପ୍ରେମୀ ତଥା ଜୟୀ ରାଜଗୁରୁ ସ୍ମୃତି ପରିଷଦର ସାଧାରଣ ସମ୍ପାଦକ ଜଟାଧାରୀ ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ପୁରୀ ଜିଲା...

କୁକୁରର ନାମକରଣ କରି ଜେଲ୍‌ ଗଲେ ମାଲିକ

ପୋଷା ଜନ୍ତୁଙ୍କୁ ଅନେକ ଲୋକ ଆଦରରେ ବିଭିନ୍ନ ନାଁରେ ଡାକିଥାଆନ୍ତି। ହେଲେ ଚାଇନାରେ ଏବେ ଏଥିପାଇଁ ପୋଷା ଜନ୍ତୁଙ୍କ ମାଲିକଙ୍କୁ ଜେଲ୍‌ ଯିବାକୁ ପଡିଛି। ଚାଇନାର...

ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦିଏ ଏହି ମନ୍ଦିର…

ପ୍ରେମ ବାଧା ବନ୍ଧନ ମାନି ନ ଥାଏ। କେତେକ ପ୍ରେମୀଯୁଗଳ ଘରୁ ଲୁଚି ପରିବାର ସଦସ୍ୟ ଓ ସମାଜର ନିୟମକୁ ନ ମାନି କରିଥାନ୍ତି ବିବାହ।...




selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *