Posted inଜାତୀୟ

ଭୋଟ ଦେବାରେ ଟିଏମ୍‌ସି କର୍ମୀ ବାଧା ସୃଷ୍ଟି କରୁଥିବା ଅଭିଯୋଗ

କୋଲକାତା,୧୯।୫: ଲୋକ ସଭା ଆସନ ଲାଗି ଦେଶର ବିଭିନ୍ନ ସ୍ଥାନରେ ରବିବାର ସକାଳୁ ଆରମ୍ଭ ହୋଇଛି ଶେଷ ତଥା ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ। ପଶ୍ଚିମବଙ୍ଗର ବସିରହାଟରେ ଥିବା ବୁଥ୍‌ ନମ୍ବର ୧୮୯ରେ ଟିଏମ୍‌ସି କର୍ମୀମାନେ ସାଧାରଣ ଲୋକଙ୍କୁ ଭୋଟ ଦେବାକୁ ଛାଡୁ ନ ଥିବା ଅଭିଯୋଗ ହୋଇଛି। ଭାଜପା ଏମ୍‌ପି ପ୍ରାର୍ଥୀ ସୟାତନ ବାସୁ କହିଛନ୍ତି, ପାଖାପାଖି ଶହେ ଲୋକଙ୍କୁ ଭୋଟ ଦେବାକୁ ଯିବାକୁ ଛଡାଯାଇନାହିଁ। ଏହି ଖବର ମିଳିବା ପରେ ସେଠାରେ ଅତିରିକ୍ତ ସୁରକ୍ଷାକର୍ମୀ ପହଞ୍ଚିଥିବା ଜଣାପଡିଛି।


All Right Reserved By

ଥମୁନି ଭାଷା ବିବାଦ

ଲକ୍ଷ୍ନୌ,୬ା୬(ପି.ଟି.): କେନ୍ଦ୍ର ସରକାରଙ୍କ ତ୍ରିଭାଷୀ ସୂତ୍ରକୁ ଜୋରଦାର ବିରୋଧ ପରେ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟରେ ତାମିଲକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ଲାଗି...

ୟୁରୋପିୟାନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଦ୍ୱାରା ସମ୍ମାନୀତ ହେଲେ ଅନୀଲ

ମୁମ୍ବାଇ,୧୮।୫: ଶିଶୁମାନଙ୍କ ଅଧିକାରକୁ ନେଇ ଲଗାତାର ଭାବେ କାମ କରି ଆସୁଛନ୍ତି ବଲିଉଡ୍‌ ଅଭିନେତା ଅନୀଲ କପୁର। ଏଥିପାଇଁ ଶୁକ୍ରବାର ମୁମ୍ବାଇଠାରେ ତାଙ୍କୁ କାଉନସିଲ୍‌ ଅଫ୍‌...

ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଆଲର୍ଟ ଜାରି

ଶ୍ରୀନଗର, ୧୭।୫: ଜମ୍ମୁ-କଶ୍ମୀରରର ଶ୍ରୀନଗର ଏବଂ ଅବନ୍ତିପୋରା ଏୟାରବେସ୍‌ରେ ଆତଙ୍କବାଦୀଙ୍କ ଯୋଜନା ରହିଛି। ସୁରକ୍ଷା ଏଜେନ୍ସୀ ପକ୍ଷରୁ ଏନେଇ ଆଲର୍ଟ ଜାରି କରାଯାଇଛି। ଏୟାରପୋର୍ଟରେ ସୁରକ୍ଷା...

ଓ୍ବାର୍ଲଡ କପ୍‌ ପ୍ରେମ: ସୁନାରେ ବ୍ୟାଟ, ବଲ ତିଆରି କଲେ ଯୁବକ

ଅହମ୍ମଦାବାଦ,୧୬।୬: ଗୁଜରାଟ ଅହମ୍ମଦାବଦର ମନିଷ ସୋନୀ ନାମକ ଜଣେ ଯୁବକ ଏବେ ଖୁବ୍‌ ଚର୍ଚ୍ଚାରେ। କ୍ରିକେଟ ଓ୍ବାର୍ଲଡ କପ୍‌ ଚାଲିଥିବା ସମୟରେ ସେ ସୁନାରେ କ୍ରିକେଟ...

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେବ ଅଧିକ ସଶକ୍ତ: ମୋଦି

ନୂଆଦିଲ୍ଲୀ,୨୫।୫: ଏଣିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକ ସକ୍ରିୟ ଭାବେ କାର୍ଯ୍ୟ କରିବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସୂଚନା ଦେଇଛନ୍ତି। ମୋଦି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ...

ହାରିଗଲେ ରାହୁଲ ଗାନ୍ଧୀ: ସ୍କୃତିଙ୍କୁ ଜଣାଇଲେ ଶୁଭେଚ୍ଛା

ଆମେଠି, ୨୩।୫: ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପରାସ୍ତ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ସ୍ମୃତି...

ଏନ୍‌ଡିଏ ୨: ଆରମ୍ଭରୁ ଫାଟ

ନୂଆଦିଲ୍ଲୀ,୧ା୬: ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୂର୍ଣ୍ଣ ବହୁମତ ପାଇ କେନ୍ଦ୍ରରେ ପୁଣିଥରେ କ୍ଷମତାସୀନ ହୋଇଛି। ସାଧାରଣ ନିର୍ବାଚନରେ ଲୋକ ସଭାର ୫୪୨...

ଏକ୍‌ଜିଟ୍‌ ପୋଲ୍‌ ପରେ ମହଙ୍ଗା ହେଲା କ୍ଷୀର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। କିନ୍ତୁ ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଏବେ ରାଜନୀତି ଭିନ୍ନ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *