ମସୁଦ୍‌ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବ ଜାତିସଂଘ: ଚାଇନା ଭିଟୋ ଅଧିକାର ନେବ ଫେରାଇ

ଓ୍ବାଶିଂଟନ, ୧।୫: ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଅଜହରଙ୍କୁ ଜାତିସଂଘରେ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଏବେ ଆଉ କୌଣସି ବାଧା ନାହିଁ। ଚାଇନା ଏହାର ଭିଟୋ ଅଧିକାର ଫେରାଇ ନେବାକୁ ରାଜି ହୋଇଛି। ଗତ ବର୍ଷ ଭାରତ ସହିତ ଆମେରିକା, ଫ୍ରାନ୍ସ୍‌, ବ୍ରିଟେନ୍‌ ଆଦି ରାଷ୍ଟ୍ର ଏଥି ପାଇଁ ପ୍ରୟାସ କରିଥିଲେ ମଧ୍ୟ ଶେଷ ମୂହୂର୍ତ୍ତରେ ଚାଇନା ନିଜର ଭିଟୋ ଅଧିକାର ପ୍ରୟୋଗ କରିଥିଲା। ଭାରତ ୧୦ ବର୍ଷ ଧରି ଏଭଳି ପ୍ରୟାସ ଜାରି ରଖିଥିଲେ ମଧ୍ୟ ଏଥିରେ ସଫଳ ହେବା କଷ୍ଟକର ହୋଇଥିଲା। ଅନ୍ତର୍ଜାତୀୟସ୍ତରରେ ଚାପ ପଡ଼ିବାରୁ ଚାଇନା ଏପରି କରିବାକୁ ବାଧ୍ୟ ହୋଇଥିବା କୁହାଯାଉଛି।


All Right Reserved By

ଅଜଣା ବ୍ୟକ୍ତିଙ୍କ ଗୁଳିରେ ୩୮ ନିହତ

ବାମାକୋ,୧୯।୬: କେନ୍ଦ୍ରୀୟ ମାଲିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିରେ ୩୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଙ୍ଗାଫାନି...

ରୁଷିଆ ସହ ପ୍ରତିରକ୍ଷା ସମ୍ପର୍କକୁ ଏଡ଼ାଇପାରିନି ଭାରତ

ନୂଆଦିଲ୍ଲୀ,୨୬ା୬(ପି.ଟି.): ରୁଷିଆ ସହିତ ପ୍ରତିରକ୍ଷା ସମ୍ପର୍କକୁ ନୂଆଦିଲ୍ଲୀ ଏଡ଼ାଇ ଦେଇପାରିବ ନାହିଁ ବୋଲି ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ମଙ୍ଗଳବାର...

୨ ଲକ୍ଷ ମୁସଲମାନ ହଜ୍‌ ଯାଇପାରିବେ

ଓସାକା,୨୯ା୬(ପି.ଟି.): ସୌଦି ଆରବର ମକ୍କାକୁ ଏଣିକି ଭାରତରୁ ୨ ଲକ୍ଷ ମୁସ୍‌ଲିମ୍‌ ହଜ୍‌ ଯାତ୍ରା କରିପାରିବେ। ପୂର୍ବରୁ ଏହି ସଂଖ୍ୟା ୧୭୦,୦୦୦ ଥିବାବେଳେ ଶୁକ୍ର୍ରବାର ସୌଦି...

ଇରାନରେ ଭୂକମ୍ପ ଝଟକା

ତେହରାନ,୫।୬: ଇରାନର ପଶ୍ଚିମ ଭାଗ କରମନଶାହ ସହରରେ ବୁଧବାର ୨ଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଓ ୪.୯ ରହିଛି।...

ଲିବିୟାରେ ସଂଘର୍ଷ ଜାରି: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପ ଲାଇନ୍‌

ତ୍ରିପୋଲି,୧୯।୪: ଲିବିୟାର ରାଜଧାନୀ ତ୍ରିପୋଲିକୁ ଦଖଲ କରିବାକୁ ଲିବିୟା ସେନା ଓ ବାଗି ଜେନରାଲ ହଫ୍‌ଦାରର ଲିବିୟା ନ୍ୟାଶନାଲ ଆର୍ମି ମଧ୍ୟରେ ସଂଘର୍ଷ ଜାରି ରହିଛି।...

ଆଫଗାନିସ୍ତାନ ବିସ୍ଫୋରଣ: ଜଣେ ଶିଶୁଙ୍କ ସମେତ ୨ ମୃତ

ହେରାତ,୧୮।୫: ଆଫଗାନିସ୍ତାନର ହେରାତ ଅଞ୍ଚଳରେ ଥିବା ଏକ ରାସ୍ତା କଡ଼ରେ ଶନିବାର ବୋମା ବିସ୍ଫୋରଣ ହେବା ଫଳରେ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ମୃତ୍ୟୁ...

ଜେଲ୍‌ରେ ସୁରକ୍ଷାକର୍ମୀ-କଏଦୀଙ୍କ ମଧ୍ୟରେ ହାତାହାତି: ୩୨ ମୃତ

ଦୁଶାଂବେ,୨୦।୫: ତାଜିକିସ୍ତାନର ଏକ ଜେଲ୍‌ରେ ସୁରକ୍ଷାକର୍ମୀ ଓ କଏଦୀଙ୍କ ମଧ୍ୟରେ ଦଙ୍ଗା ପରିସ୍ଥିତି ଉପୁଜିବାରୁ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାମାଚାର ଏଜେନ୍ସି...

୨୦୩୦ ସୁଦ୍ଧା ରୋବଟ ଯୋଗୁ ୨ କୋଟିରୁ ଅଧିକ ଲୋକ ହରାଇବେ ଚାକିରି

ଓ୍ବାଶିଂଟନ,୨୬।୬: ଆର୍ଥିକ ବିକାଶ ପାଇଁ ଏବେ ପୃଥିବୀର ପ୍ରତି ରାଷ୍ଟ୍ରରେ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ରରେ ଅଟୋମେଶନ ତଥା ରୋବଟ୍‌ର ଉପଯୋଗ କରାଯାଉଛି। ଏହାଦ୍ୱାରା ନିର୍ମାଣ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *