ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ଗଡ଼ିଲା ରଥ


All Right Reserved By

ବାରବାଟୀ ଷ୍ଟାଡିୟମ କ୍ଲବ ହାଉସ୍‌ଠାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ୩୦ତମ ସାମ୍ବିଧାନିକ ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରୁଛନ୍ତି।

ବାରବାଟୀ ଷ୍ଟାଡିୟମ କ୍ଲବ ହାଉସ୍‌ଠାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ୩୦ତମ ସାମ୍ବିଧାନିକ ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ

କଟକ ସିଡିଏ ନେତାଜୀ ସେତୁ ନିକଟ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ।

ଜମି ରହିଥିବା ବର୍ଷା ପାଣି

କଟକ ତୁଳସୀପୁର ପଞ୍ଚମୁଖୀ ହନୁମାନ ମନ୍ଦିର ଛକ ରାସ୍ତାରେ ଜମି ରହିଥିବା ବର୍ଷା ପାଣି।

ରାଜଭବନ ସମ୍ମୁଖରେ ଧାରଣା

ସାମାଜିକ କର୍ମୀ ବାସୁଦେବ ଭଟ୍ଟଙ୍କୁ ଧମକ ଦେଇ ମାନବାଧିକାର କ୍ଷୁର୍ଣ୍ଣ କରିବା ଓ କଷ୍ଟିକ ସୋତା ଦୁର୍ନୀତି ସ୍କାମର ସିବିଆଇ ତଦନ୍ତ ଦାବି। ନାଲ୍‌କୋ ସିଏମ୍‌ଡି...

ରାଜ୍ୟସ୍ତରୀୟ ଆମ୍ବ ଉତ୍ସବ

ଏସ୍‌ଆଇଆର୍‌ଡି-ପିଆର୍‌ କ୍ୟାମ୍ପସ୍‌ରେ ଓରମାସ୍‌ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଆମ୍ବ ଉତ୍ସବ।

ଯୋଗ ମହୋତ୍ସବ ସମିତି ଓଡ଼ିଶା ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଯୋଗ ମହୋତ୍ସବ ସମିତି ଓଡ଼ିଶା ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

ସିଂହଦ୍ୱାରରେ ସ୍ଥାପନ ହେଲା ଜୟ, ବିଜୟ ମୂର୍ତ୍ତି

ଶ୍ରୀମନ୍ଦିର ସିଂହଦ୍ୱାରରେ ଦ୍ୱାରପାଳ ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ କରାଯାଇଛି।

ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *