ବିପନ୍ନଙ୍କୁ ଦେଲେନି, ପୋତିଲେ ଶହେ ବସ୍ତା ଚୁଡ଼ା

ବ୍ରହ୍ମଗିରି,୨୭ା୬(ଡି.ଏନ.ଏ): ବାତ୍ୟା ଫନୀରେ ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିପନ୍ନମାନଙ୍କୁ ସହାୟତାର ହାତ ବଢାଇଥିଲେ ବିଭିନ୍ନ ଅନୁଷ୍ଠାନ ଓ ସରକାରୀ ସଂସ୍ଥା। ରିଲିଫ ସାମଗ୍ରୀ ଭାବେ ଆସିଥିବା ଶହେ ବସ୍ତା ଚୁଡାକୁ ବିପନ୍ନମାନଙ୍କୁ ନ ବାଣ୍ଟି ବ୍ଲକ ପ୍ରଶାସନ ତାହାକୁ ଖତ କଲା। ପରେ କିଛି ଉପାୟ ନ ପାଇ ଖତ ହୋଇଥିବା ଚୁଡାକୁ ବୁଧବାର ସାତପଡାସ୍ଥିତ ଓଟିଡିସି ପଛପଟ ଚିଲିକା କୂଳରେ ପୋତି ଦିଆଯାଇଛି। ସ୍ଥାନୀୟ ଲୋକଙ୍କର କହିବା ଅନୁଯାୟୀ, ପ୍ରାୟ ଶହେ ବସ୍ତା ଚୁଡା ପୋତାଯାଇଛି। ଏଣୁ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝି କହିଛନ୍ତି ଯେ, ବାତ୍ୟା ଆସିବା ପୂର୍ବରୁ ଉକ୍ତ ଚୁଡା ମହଜୁଦ୍‌ ରଖାଯାଇଥିଲା। ଫନୀ ସମୟରେ ବର୍ଷାରେ ଚୁଡା ସବୁ ଓଦା ହୋଇ ଖରାପ ହୋଇଯାଇଥିଲା। ତେଣୁ ତାକୁ ବାଧ୍ୟ ହୋଇ ଏବେ ପୋତିବାକୁ ପଡ଼ିଲା।


All Right Reserved By

ପୁଣି ବିବାଦରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ: ସେମିଷ୍ଟର ପରୀକ୍ଷାଫଳରେ ତ୍ରୁଟି ଅଭିଯୋଗ

ବ୍ରହ୍ମପୁର ଅଫିସ,୧୯ା୬-ପରୀକ୍ଷା ପରିଚାଳନା ଏବଂ ଖାତା ମୂଲ୍ୟାୟାନକୁ ନେଇ ପୁଣି ଥରେ ବିବାଦକୁ ଆସିଛି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ। ଶେଷ ସେମିଷ୍ଟର ପରୀକ୍ଷାଖାତା ଦେଖାରେ ତ୍ରୁଟି ହୋଇଥିବା...

ସ୍ନାନବେଦିରେ ବିଶୃଙ୍ଖଳା ଘଟଣା: ୨ ସେବାୟତ ନିଲମ୍ବିତ

ପୁରୀ ଅଫିସ: ୨୪।୬: ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର କଟକଣା ସତ୍ତ୍ୱେ ସ୍ନାନବେଦିରେ ବିଶୃଙ୍ଖଳା ହୋଇଥିଲା। ସଂଖ୍ୟାଧିକ ସେବାୟତ ପ୍ରଶାସନର ନୀତିନିୟମ...

ବ୍ରାଉନସୁଗାର ବ୍ୟବସାୟ ବନ୍ଦ ପାଇଁ ଦାବି: ରାତିରେ ଆଦର୍ଶ ଥାନା ଘେରିଲେ ମହିଳା

ଖୋର୍ଦ୍ଧା ଅଫିସ, ୧୮ା୭: ବ୍ରାଉନସୁଗାର କାରବାର ବନ୍ଦ ଓ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇବା ଦାବିରେ ଖୋର୍ଦ୍ଧା ଆଦର୍ଶ ଥାନାକୁ ସହରର ୬...

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଲାଇନ୍‌ମ୍ୟାନ୍‌ଙ୍କ ଜୀବନ ଗଲା

ପୁରୀ ଅଫିସ୍‌,୧୭।୫ : ପୁରୀ ଟାଉନ୍‌ ଥାନା ଅଧୀନ ପୁରୁଣା ସଦର ଥାନା ଛକରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ି ୧୧ କେ.ଭି....

ଦାଦାବଟିକୁ ନେଇ ସୋ’ରୁମ୍‌ରେ ଭଙ୍ଗାରୁଜା: ଇଟାମାଡ଼ରେ ସୋ’ରୁମ୍‌ ମାଲିକଙ୍କ ସମ୍ପର୍କୀୟ ଆହତ

ପୁରୀ ଅଫିସ,୧୫ା୭: ଦାଦାବଟିକୁ ନେଇ ପୁରୀ ଟାଉନ ଥାନା ଅଧୀନ ନରେନ୍ଦ୍ରକୋଣସ୍ଥିତ ଏକ ଗଦି ସୋ’ ରୁମ୍‌ରେ ସୋମବାର କେତେଜଣ ଦୃର୍ବୃତ୍ତ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।...

ଉପ-ବାଚସ୍ପତି ପଦ: ବିଜେଡିକୁ ଶିବସେନାର ବିରୋଧ

ଭୁବନେଶ୍ୱର,୬।୬(ବ୍ୟୁରୋ): ଶେଷ ହୋଇଛି ଲୋକ ସଭା ନିର୍ବାଚନ। ଏବେ ମନ୍ତ୍ରିମଣ୍ଡଳ ଓ ପଦକୁ ନେଇ ଚାଲିଛି ଟଣାଓଟରା। କେନ୍ଦ୍ରରେ ମୋଦି ସରକାରଙ୍କ ନୂତନ ମନ୍ତ୍ରିମଣ୍ଡଳ ଗଠନ...

୪ ଦିନ ହେବ ବ୍ଲକ, ତହସିଲ କାର୍ଯ୍ୟାଳୟରେ ଝୁଲୁଛି ତାଲା

କେନ୍ଦ୍ରାପଡାଅଫିସ/ରାଜକନିକା,୨୨ା୬(ଡି.ଏନ୍‌.ଏ.): ସରକାରୀ କାର୍ଯ୍ୟାଳୟରେ କିଭଳି ମନମୁଖି କାର୍ଯ୍ୟ ଚାଲିଛି ତାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ରାଜକନିକା ବ୍ଲକରେ । ଏହି...

ପ୍ରଜା ଦଖଲରେ ରାଜାରାଜୁଡ଼ା ଅମଳର ବନ୍ଧ: ପାଣି ପାଇଁ ଲୋକେ ଡହଳବିକଳ

ଖଣ୍ଡପଡ଼ା,୧୮ା୫(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ରାଜାରାଜୁଡା ଅମଳରୁ ନିର୍ମାଣ ହୋଇଥିବା ବନ୍ଧ (ପୋଖରୀ) ପ୍ରଜା ଦଖଲରେ ଥିବାରୁ ସେସବୁର ଉନ୍ନତୀକରଣ ହୋଇପାରୁ ନାହିଁ। ଫଳସ୍ବରୂପ ଉକ୍ତ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *