Posted inଜାତୀୟ

୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସ୍ମାର୍ଟଫୋନ୍‌ ବ୍ୟବହାର ମନା

ଅହମ୍ମଦାବାଦ୍‌,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା ନେଇ ଦେଶରେ ଚର୍ଚ୍ଚା ଜାରି ରହିଛି। ଏପରିସ୍ଥଳେ ଗୁଜରାଟର ମେହସଣା ପଞ୍ଚାୟତର ନିଷ୍ପତ୍ତି ଏହି ଯୋଜନାରେ ବାଧା ସୃଷ୍ଟି କରିଛି। ପଞ୍ଚାୟତରେ ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସ୍ମାର୍ଟଫୋନ୍‌ ବ୍ୟବହାର ମନା କରାଯାଇଛି। ଏହାର ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ ବୋଲି ତାଗିଦ୍‌ କରାଯାଇଛି। ତେବେ ସରପଞ୍ଚ ଅଞ୍ଜନା ପଟେଲଙ୍କ ଏହି ନିଷ୍ପତ୍ତି ଯୋଗୁ ଅଭିଭାବକମାନେ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି। ସ୍ମାର୍ଟଫୋନ୍‌ ଧରି ଛୋଟ ପିଲାମାନେ ପାଠପଢ଼ା ପ୍ରତି ଅବହେଳା କରୁଥିଲେ। ଏହା ସହିତ ଗାଁରେ କେତେକ ଅପରାଧୀକ ଘଟଣା ମଧ୍ୟ ଘଟୁଥିଲା। ତେବେ ଏଣିକି ଏଥିରୁ ମୁକ୍ତି ମିଳିବ ବୋଲି ଅଭିଭାବକ କହିଛନ୍ତି। ଏହା ସହିତ ସ୍ମାର୍ଟଫୋନ୍‌ ରିଚାର୍ଜ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ମଧ୍ୟ ସଞ୍ଚୟ ହେବ।


All Right Reserved By

ରାଜନୀତିରେ ପ୍ରବେଶ କଲେ ସ୍ତ୍ରୀ ରାଧିକା ମତେ ଛାଡ଼ିଦେବେ: ରଘୁରାମ ରାଜନ

ଚେନ୍ନାଇ,୨୭।୪: ଭାରତର ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମି ସମଗ୍ର ପୃଥିବୀ ଭଳି ସମାନ। ତେବେ ଭାରତର ରାଜନୈତିକ ସ୍ଥିତି ଖରାପ ନାହିଁ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ...

ମୋଦିଙ୍କ ପାଇଁ ନିଆରା ଉପହାର

ନୂଆଦିଲ୍ଲୀ, ୨।୬: ୨୦୧୪ ଲୋକ ସଭା ନିର୍ବାଚନଠାରୁ ଚା’ରେ ଚର୍ଚ୍ଚା ଏତେ ମାତ୍ରାରେ ବ୍ୟାପିଛି ଯେ, ଯାହା ଆଜି ପର୍ଯ୍ୟନ୍ତ ଥମିନି। ଚା’କୁ ନେଇ ଚର୍ଚ୍ଚା,...

୧୩ ଇସ୍ତଫା ପତ୍ର ମଧ୍ୟରୁ ୮ଟିକୁ ପ୍ରତ୍ୟାଖ୍ୟାନ କଲେ ବାଚସ୍ପତି

ବେଙ୍ଗାଲୁରୁ,୯।୭: କର୍ନାଟକ ସରକାର ଏବେ ସଙ୍କଟରେ ଥିବା ବେଳେ ବିଧାୟକମାନଙ୍କ ଇସ୍ତଫା ଦେବା କାର୍ଯ୍ୟକ୍ରମ ଯେମିତି ଏକ ପ୍ରକାର ଜାରି ରହିଛି। ଏବେ ୧୩ କଂଗ୍ରେସ...

ଆମେରିକା ରିପୋର୍ଟକୁ ଭାରତର ଖଣ୍ଡନ: ଦେଶ ଧର୍ମନିରପେକ୍ଷତା ଏବଂ ସହନଶୀଳତାକୁ ଦିଏ ଗୁରୁତ୍ୱ

ନୂଆଦିଲ୍ଲୀ,୨୩।୬: ଆମେରିକା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟକୁ ଭାରତ ଖଣ୍ଡନ କରିଛି। ଏହା ସହିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଭିଶ୍‌ କୁମାର ଦେଶ ସବୁବେଳେ...

ଭାଜପା ପାର୍‌ କଲା ୩ଶହ ମାଇଲ୍‌ ଖୁଣ୍ଟ: ୩୨୯ ଆସନରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଭାଜପା ୩ଶହ ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଛି। ସକାଳ ସାଢ଼େ ୧୦ଟା ସୁଦ୍ଧା ୫୪୨ ଲୋକ ସଭା ଆସନ ମଧ୍ୟରୁ ଗଣତି ହୋଇଥିବା ୫୩୭...

ଏସସିଓରେ ଚାଇନା ରାଷ୍ଟ୍ରପତି ସି ଜନପିଙ୍ଗ୍‌ଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ, ୯।୬: ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜନପିଙ୍ଗ୍‌ଙ୍କୁ ପ୍ରଥମଥର ପାଇଁ ଭେଟିବାର କାର୍ଯ୍ୟକ୍ରମ ରହିଛି। କିିର୍ଗିିଜିସ୍ତାନର ରାଜଧାନୀ ବିଶକେକଠାରେ...

ଭାଜପାର ଚାଷୀ ସମାବେଶରେ ଭୁଶୁଡ଼ିଲା ମଞ୍ଚ

ଇନ୍ଦୋର,୧୧।୬: ମଧ୍ୟପ୍ରଦେଶରେ ଋଣଛାଡ଼ ପାଇଁ ଭାଜପା ପକ୍ଷରୁ ଆୟୋଜନ କରାଯାଇଥିବା ଚାଷୀ ସମାବେଶରେ ଘଟିଛି ଅଭାବନୀୟ ଘଟଣା। ଚାଷୀ ସମାବେଶ ଲାଗି ବିଭିନ୍ନ ସ୍ଥାନରେ ମଞ୍ଚ...

୭୫ ପ୍ରତିଶତ ଭାରତବାସୀ ଧର୍ମନିରପେକ୍ଷତା ଉପରେ କରନ୍ତି ବିଶ୍ୱାସ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୧୩।୬: ଦେଶର ତିନି ଚତୁର୍ଥାଂଶ ଲୋକ ଅର୍ଥାତ୍‌ ୭୫ ପ୍ରତିଶତ ଲୋକ ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରନ୍ତି। ସେଣ୍ଟର ଫର୍‌ ଷ୍ଟଡିଜ୍‌ ଅଫ୍‌ ଡେଭଲପିଙ୍ଗ୍‌ ସୋସାଇଟିଜ୍‌(ସିଏସ୍‌ଡିଏସ୍‌)...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *