Posted inଜାତୀୟ

ଗାୟତ୍ରୀ ପ୍ରଜାପତିଙ୍କ ଘର ସମେତ ୨୨ଟି ସ୍ଥାନରେ ସିବିଆଇ ଚଢ଼ାଉ

ଲକ୍ଷ୍ନୌ,୧୨।୬: ଉତ୍ତରପ୍ରଦେଶ ଅଖିଳେଶ ଯାଦବଙ୍କ ସରକାରରେ ମନ୍ତ୍ରୀ ଥିବା ଗାୟତ୍ରୀ ପ୍ରଜାପତିଙ୍କ ଘର ସମେତ ୨୨ଟି ସ୍ଥାନରେ ସିବିଆଇ ଚଢ଼ାଉ ଜାରି ରହିଛି। ତାଙ୍କ ନାମରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହୋଇଥିଲା। ଅମେଠି ବିକାଶ କଲୋନୀସ୍ଥିତ ତାଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିଥିବା କୁହାଯାଉଛି। ଖନନ ଦୁର୍ନୀତି ଅଭିଯୋଗରେ ସିବିଆଇ ପକ୍ଷରୁ ୧୪ ଜଣିଆ ଦଳ ଏହି ଚଢ଼ାଉରେ ସାମିଲ୍‌ ହୋଇଛନ୍ତି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା କୁହାଯାଉଛି।


All Right Reserved By

ପରାଜୟର କାରଣ ଜାଣିବା ଲାଗି ବୁଥ୍‌ସ୍ତରୀୟ ରିପୋର୍ଟ ଲୋଡିଲେ ରାହୁଲ

ନୂଆଦିଲ୍ଲୀ, ୬।୬: ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ପରାଜୟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବେଶ୍‌ ମର୍ମାହତ ହୋଇଛନ୍ତି। ପରାଜୟର ପ୍ରକୃତ...

ବରିଷ୍ଠ ନେତାଙ୍କୁ ଫେରାଇ ଆଣିବାକୁ ଉଦ୍ୟମ

ଲକ୍ଷ୍ନୌ,୩ା୬(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସ୍‌ପି)ର ପରାଜୟ ପରେ ଦଳ ଶିକ୍ଷାଲାଭ କରିଛି। ଏବେ ଭାଇ ଶିବପାଲ୍‌ ଯାଦବଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଦଳକୁ ଫେରାଇ...

ଆଜ୍‌ମାରୁ ମୁକ୍ତି ଲାଗି ‘ମାଛ ପ୍ରସାଦମ୍‌’ ଗ୍ରହଣ କଲେ ଏକ ଲକ୍ଷରୁ ଅଧିକ ଲୋକ

ହାଇଦ୍ରାବାଦ୍‌,୯।୬: ଆଜ୍‌ମାରୁ ମୁକ୍ତି ଲାଗି ହାଇଦ୍ରାବାଦ୍‌ର ପ୍ରଦର୍ଶନୀ ପଡ଼ିଆରେ ଏକ ଲକ୍ଷରୁ ଅଧିକ ଲୋକ ପହଞ୍ଚି ‘ମାଛ ପ୍ରସାଦମ୍‌’ ଗ୍ରହଣ କରିଛନ୍ତି। ଦୀର୍ଘ ୧୭୦ ବର୍ଷ...

ନିଜ ଅପାରଗତା ପାଇଁ ହାରିଲି ରାଜ ବବର୍‌

ଲକ୍ଷ୍ନୌ, ୨୪।୫: ଲୋକ ସଭା ନିର୍ବାଚନରେ ପରାସ୍ତ ହୋଇଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ରାଜ ବବର। ଉତ୍ତର ପ୍ରଦେଶର ଫତେପୁର ସିକ୍ରିରୁ ନିର୍ବାଚନ ଲଢୁଥିବା ରାଜ...

ମୋଦିଙ୍କ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ ଶବାନା

ମୁମ୍ବାଇ,୨୪।୫: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କ ସମର୍ଥକ ଓ ବିରୋଧୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଭଲ...

କଂଗ୍ରେସକୁ ଭୋଟ ଦେବାକୁ ଭଗବାନ ରଘୁନାଥଙ୍କ ରାଣ ପକାଇଲେ କୁଲ୍ଲୁ ବିଧାୟକ

କୁଲ୍ଲୁ,୨୧।୪: ଲୋକ ସଭା ନିର୍ବାଚନ ପ୍ରଚାରରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ନାନା ପ୍ରକାର ବିବାଦୀୟ ମନ୍ତବ୍ୟ ଜାରି ରହିଛି। ଏହି ମର୍ମରେ ହିମାଚଳପ୍ରଦେଶ କୁଲ୍ଲୁର...

ମୋଦିଙ୍କ ମନ୍ତ୍ରିମଣ୍ଡଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି କ୍ୟାବିନେଟ ମନ୍ତ୍ରୀ ୧- ରାଜନାଥ ସିଂ ୨- ଅମିତ୍‌ ଶାହ ୩- ନୀତିନ୍‌ ଗଡ଼କରୀ ୪- ଡି.ଭି. ସଦାନନ୍ଦ ଗୌଡ଼ା...

କଂଗ୍ରେସର ହାତ ଛାଡ଼ିପାରନ୍ତି ରୋଶନ

ବେଙ୍ଗାଲୁର,୨୧।୫: ଏକ୍‌ଜିଟ୍‌ ପୋଲ୍‌ ଆସିବା ପରେ କର୍ନାଟକ କଂଗ୍ରେସରେ ବିଦ୍ରୋହର ମାହୋଲ ଦେଖାଦେଇଛି। ଏଥିଯୋଗୁ ରାଜ୍ୟ ଜେଡିଏସ୍‌ ଓ କଂଗ୍ରେସର ମେଣ୍ଟ ସରକାର ଉପରେ ସମସ୍ୟା...



selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *