ମେଦବହୁଳତା ପାଇଁ ଲାଭଦାୟକ ଗୋଲାପ

ଲାଲ ଗୋଲାପ କେବଳ ଘର ସଜାଇବା କାମରେ ଲାଗି ନ ଥାଏ। ଏହା ଶରୀର ପାଇଁ ମଧ୍ୟ ଲାଭଦାୟକ। ଥକ୍କାପଣ ଦୂର କରିବା ସହ ମେଦବହୁଳତା କମ୍‌ କରିବାରେ ଗୋଲାପର ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଗୋଲାପରେ ରହିଛି ଡାଇୟୁରୋଟିକ୍‌ ଗୁଣ ଯାହା ପେଟ ସଫା କରିବା ସହ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ସହଜରେ ବାହାର କରିବାରେ ସହାୟକ ହୋଇଥାଏ।
-ଗୋଲାପର ୨-୩ଟି ପାଖୁଡାକୁ ଚା’ରେ ପକାଇ ପିଇଲେ ଲାଭ ମିଳିଥାଏ।
-ରାତିରେ ଲାଲ ଗୋଲାପର ପାଖୁଡାକୁ ପାଣିରେ ଭିଜାଇ ରଖି ସକାଳୁ ସେହି ପାଣିରେ ମୁହଁ ଧୋଇଲେ ମୁହଁର ତ୍ୱଚା ଚିକ୍କଣ ଓ ନରମ ହୋଇଥାଏ।
– ୧୦ରୁ ୧୫ ପାଖୁଡା ଗୋଲାପ ନେଇ ଏହାକୁ ପାଣିରେ ସିଝାଇ ପାଣି ଲାଲ ହୋଇଯିବା ପରେ ସେଥିରେ ମହୁ ଓ ଡାଲଚିନି ପାଉଡର ମିଶାଇ ଖାଇଲେ ମେଦବହୁଳତା ଦୂରେଇ ଯାଇଥାଏ।
-ଗୋଲାପ ପାଖୁଡାକୁ ପେଷି ସେଥିରେ ଚନ୍ଦନ ତେଲ ମିଶାଇ ଶରୀରରେ ଲଗାଇଲେ ଥକ୍କାପଣ ଦୂର ହୋଇଥାଏ।


All Right Reserved By

ଓଜନ କମ୍‌ ସାଙ୍ଗକୁ ଚିନ୍ତା ଦୂର କରିଥାଏ ନୃତ୍ୟ

ଓଜନ କମ୍‌ କରିବା ପାଇଁ ନୃତ୍ୟ ସବୁଠାରୁ ଭଲ ଥେରାପି, ଏ କଥା ଅଧିକାଂଶ ଲୋକେ ଜାଣନ୍ତି। ଏଥିସହିତ ରକ୍ତସଞ୍ଚାଳନ ମଧ୍ୟ ଠିକ୍‌ ହୋଇଥାଏ। ଏହା...

ବଳୟ ଗ୍ରହର ନୀଳ ବିଜୁଳି

‘ପୃଥିବୀ ଗ୍ରହକୁ ବାୟୁମଣ୍ଡଳ ଘେରି ରହିଥିବାରୁ ବିଜୁଳି ମାରିବା ସମ୍ଭବ ହେଉଛି। ଯଦି ଏଠାରେ ବାୟୁମଣ୍ଡଳ ନ ଥାଆନ୍ତା, ତା’ହେଲେ ବାଦଲ ନ ଥାଆନ୍ତା କି...

ଜାଣନ୍ତୁ କେଉଁ ଫଳ କେଉଁ ସମୟରେ ଖାଇବା ଉଚିତ

ଫଳ ସ୍ବାସ୍ଥ୍ୟ ପାଇଁ ଉପକାରୀ। ସେଥିପାଇଁ ଯଦି କାହାର ଦେହ ଖରାପ ହୋଇଯାଏ, ଡାକ୍ତର ତାଙ୍କୁ ଫଳ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। କାରଣ ଫଳରେ ଅନେକ...

ଚର୍ବି ହ୍ରାସ କରେ ଭଜା ଚଣା

ଭଜା ଚଣା ତ ଅନେକଥର ଖାଇଥିବେ। ତେବେ ଏହା ଯେ କେବଳ ପାଟିକୁ ସୁଆଦିଆ ତାହା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭକାରୀ।...

ମାନସିକ ଶାନ୍ତି ଆଣିଥାଏ ଏହି ବ୍ୟାୟାମ…

ଆଖି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପ୍ରତିଦିନ ଆଖିର ବ୍ୟାୟାମ କଲେ ସୁଫଳ ମିଳିଥାଏ। ଦୁଇହାତ ପାପୁଲିକୁ ଘଷି ଘଷି ଗରମ କରି ବନ୍ଦ ଆଖି ଉପରେ...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଫଳ

ସମଗ୍ର ବିଶ୍ୱରେ ଦିନକୁଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଣିଷର ଦୁର୍ବଳ ମେଟାବୋଲିଜିମ୍‌ କାରଣରୁ ଏହି ରୋଗ ହେଉଥିବାରୁ ଶରୀରରେ ସଠିକ୍‌ ମାତ୍ରାରେ ଇନ୍‌ସୁଲିନ୍‌...

ଟ୍ରେଣ୍ଡି ରେନ୍‌କୋଟ୍‌

ବର୍ଷାଦିନେ ଛତା ଓ ରେନ୍‌କୋଟ୍‌ର ଚାହିଦା ଖୁବ୍‌ ବଢ଼ିଯାଏ। ଆଉ ସେହି ଚାହିଦାକୁ ଦେଖି ଦିନକୁ ଦିନ ନୂଆ ନୂଆ ଡିଜାଇନ୍‌ର ଛତା ଓ ରେନ୍‌କୋଟ୍‌...

ଅଧିକ ସମୟ ଇ-ରିଡିଂ କରୁଥିଲେ..

ଆଜିକାଲି ଡିଜିଟାଲ ଯୁଗ। କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନ୍‌ ପାଠପଢ଼ାରେ କେତେ ସାହାଯ୍ୟ କରୁଛି ତାହା କହିବା ସହଜ ନୁହେଁ। କେବଳ ସେତିକି ନୁହେଁ, ବିଭିନ୍ନ ବିଷୟରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *