ରୁଷିଆ ପ୍ଲାଣ୍ଟରେ ବିସ୍ଫୋରଣ

ମସ୍କୋ,୨ା୬(ଏଏଫ୍‌ପି): କେନ୍ଦ୍ରୀୟ ରୁଷିଆର ଏକ ପ୍ଲାଣ୍ଟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୪୨ ଆହତ ହୋଇଥିବାବେଳେ ଆଖପାଖର ୨୦୦ କୋଠା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏହାସହ ୨ ଜଣ ନିଖୋଜ ହୋଇଯାଇଛନ୍ତି। ବିସ୍ଫୋରଣ ଯୋଗୁ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି। ମସ୍କୋରୁ ୪୦୦ କି.ମି. ଦୂର ଜର୍ଜିସ୍କସ୍ଥିତ କ୍ରିଷ୍ଟାଲ ଫ୍ୟାକ୍ଟ୍ରି ୧୯୫୩ରେ ପ୍ରତିଷ୍ଠା କରାଯାଇଥିଲା। ଏହି ବିସ୍ଫୋରଣର କାରଣ ଖୋଜିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।


All Right Reserved By

ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ବବ୍‌ଙ୍କ ପରଲୋକ

ସିଡ୍‌ନୀ,୧୬ା୫(ଏଏଫ୍‌ପି):ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ବବ୍‌ ହକ୍‌ଙ୍କର ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ସେ ୧୯୮୩ରୁ ୧୯୯୧ ପର୍ଯ୍ୟନ୍ତ ଲେବର ପାର୍ଟିର ନେତା...

ଦକ୍ଷିଣ ନାଇଜେରିଆରେ ୪ ପୋଲିସକର୍ମୀଙ୍କୁ ହତ୍ୟା

ଅବୁଜା,୨।୭: ଦକ୍ଷିଣ ନାଇଜେରିଆର ବୟେଲସାରେ ଥିବା ଏକ ପୋଲିସ ଷ୍ଟେଶନ ଭିତରେ ପଶି ଜଣେ ଅଜ୍ଞାତ ବନ୍ଧୁକଧାରୀ ଆଖିବୁଜା ଗୁଳି ଚାଳନା କରିବାରୁ ପ୍ରାୟ ୪...

ଭୁଲ୍‌ରେ ବିମାନର ଇର୍ମଜେନ୍ସି ଡୋର୍‌ ଖୋଲିଲେ ଯାତ୍ରୀ

ଇସଲାମାବାଦ୍‌,୯।୬: ପାକିସ୍ତାନ ଏୟାର ଲାଇନ୍ସର ଜଣେ ଯାତ୍ରୀଙ୍କ ଯୋଗୁ ବିମାନ ଉଡାଣରେ ୭ ଘଣ୍ଟା ବିଳମ୍ବ ହୋଇଛି। ବ୍ରିଟେନ୍‌ର ମାଞ୍ଚେଷ୍ଟରରୁ ଇସଲାମାବାଦ୍‌ ଉଡାଣ କରୁଥିବା ବିମାନ...

ଦକ୍ଷିଣ କାଲିଫର୍ନିଆରେ ୭.୧ ତୀବ୍ରତାର ଭୂକମ୍ପ

କାଲିଫର୍ନିଆ,୬।୭: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଶୁକ୍ରବାର ରାତିରେ ଏକ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୧। ଗୁରୁବାର ଏଠାରେ ୬.୪...

ରାସ୍ତାରେ ବର୍ଷିଲା ଟଙ୍କା

ଓ୍ବାଶିଂଟନ, ୧୨।୭: ଆମେରିକାର ନର୍ଥ ଆଟଲାଣ୍ଟାର ଇଣ୍ଟରଷ୍ଟେଟ୍‌ ହାଇଓ୍ବେ ନମ୍ବର ୨୮୫ରେ ଡଲାର ବର୍ଷା ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକମାନେ...

ଲୁଣରେ ଆୟୋଡ଼ିନ୍‌: ଆମେରିକା, ଜର୍ମାନୀ ସମେତ ପୃଥିବୀର ୫୬ ଦେଶରେ ପ୍ରତିବନ୍ଧିତ

ଓ୍ବାଶିଂଟନ,୧୧।୬: ଭାରତରେ ଆୟୋଡ଼ିନ୍‌ଯୁକ୍ତ ଲୁଣର ବ୍ୟବହାର ପାଇଁ ସରକାରଙ୍କ ସ୍ବୀକୃତି ମିଳିଛି। ତେବେ ଏହାକୁ ଆମେରିକା, ଜର୍ମାନୀ ସମେତ ପୃଥିବୀର ୫୬ଟି ଦେଶରେ ପ୍ରତିବନ୍ଧିତ କରାଯାଇଛି।...

୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ

ୟକୋହମା,୧।୫: କାର୍ଯ୍ୟବ୍ୟସ୍ତ ଜୀବନରୁ କର୍ମଚାରୀଙ୍କୁ ଏକାସାଙ୍ଗରେ ୧୦ ଦିନର ଛୁଟି ମିଳିବା ଏକ ବରଦାନରୁ କମ୍‌ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠି...

୨୭୨ ନିର୍ବାଚନ କର୍ମଚାରୀ ମୃତ,୧,୮୭୮ ଅସୁସ୍ଥ

ଜାକର୍ତ୍ତା,୨୯ା୪: ଇଣ୍ଡୋନେସିଆ ନିର୍ବାଚନ ଭୋଟ ଗଣତିବେଳେ କାର୍ଯ୍ୟ ଚାପରେ ୨୭୨ ଜଣଙ୍କ ମୃତ୍ୟୁ ହୋଇଛି। ଏକ ସଙ୍ଗେ ରାଷ୍ଟ୍ରପତି ନିର୍ବାଚନ ସହ ଜାତୀୟ ପାର୍ଲାମେଣ୍ଟ ଓ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *