Posted inଜାତୀୟ

ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ରହିବ ମୌସୁମୀ

ନୂଆଦିଲ୍ଲୀ,୩୧।୫: ଗତ ଏପ୍ରିଲ ମାସରୁ ଦେଶର ଅଧିକାଂଶ ସହର ତତଲା କଡେଇରେ ପଡି ଏକ ପ୍ରକାର ଛଟପଟ ହେଉଛି କହିଲେ କିଛି ଭୁଲ୍‌ ହେବନି। କାରଣ କେତେକ ସହରର ତାପମାତ୍ରା ୪୮ ଡିଗ୍ରୀ ଛୁଇଁଥିବା ବେଳେ ଦେଶର ଅଧିକାଂଶ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଜୁନ୍‌ ସୁଦ୍ଧା ମୌସୁମୀ କେରଳ ଛୁଇଁବା ଅନୁମାନ କରାଯାଉଥିବା ବେଳେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ସ୍ବାଭାବିକ ମୌସୁମୀ ରହିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। ୨୦୧୯ ଦକ୍ଷିଣପୂର୍ବ ମୌସୁମୀର ପ୍ରଭାବରେ ଦେଶରେ ବର୍ଷାର ପରିମାଣ ମଧ୍ୟ ସ୍ବାଭାବିକ ସ୍ତରରେ ରହିବ।


All Right Reserved By

୧୭ତମ ଲୋକ ସଭାର ସୁନ୍ଦରୀ ଏମ୍‌ପି

ନୂଆଦିଲ୍ଲୀ,୨୭।୫: ଦେଶର ୧୭ତମ ଲୋକ ସଭାକୁ ନବନିର୍ବାଚିତ ହୋଇ ଆସିଛନ୍ତି ପଶ୍ଚିମବଙ୍ଗର ମିମି ଚକ୍ରବର୍ତ୍ତୀ। ୩୦ ବର୍ଷ ବୟସ୍କା ମିମି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ...

ଅଶାନ୍ତ ପଶ୍ଚିମବଙ୍ଗ: ଦଳୀୟ ପତାକା ପାଇଁ କର୍ମୀଙ୍କ ଜୀବନ ଗଲା

କୋଲକତା, ୯।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ଧରୁନି। ଉତ୍ତର ୨୪ ପ୍ରଗଣା ଜିଲାରେ ଦଳୀୟ ପତାକାକୁ କେନ୍ଦ୍ର କରି ୪ ଜଣ ଭାଜପା...

ଅନିଶ୍ଚିତତାରେ ରାହୁଲଙ୍କ ଟିମ୍‌ ଭବିଷ୍ୟତ

ନୂଆଦିଲ୍ଲୀ,୮ା୭(ପି.ଟି.): ଲୋକ ସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ କ୍ରମାଗତ ଭାବେ ଅନେକ ନେତାଙ୍କ ଇସ୍ତଫା ପରେ ଦଳରେ ଏବେ ଭିନ୍ନ ହାଓ୍ବା ବହୁଛି।...

ଭାଜପାରେ ଯୋଗ ଦେବେ ପଶ୍ଚିମବଙ୍ଗର ୧୦୭ ବିଧାୟକ

କୋଲକତା,୧୩।୭: ପଶ୍ଚିମବଙ୍ଗ କଂଗ୍ରେସ, ସିପିଏମ୍‌ ଓ ତ୍ରୁଣ ମୂଳ କଂଗ୍ରେସର ୧୦୭ ଜଣ ବିଧାୟକ ଭାଜପାରେ ଯୋଗ ଦେବେ ବୋଲି ଭାଜପା ନେତା ମୁକୁଲ ରୟ...

ମାଲିକ ଜୀବନ ବଞ୍ଚାଇବା ପାଇଁ ବାଘ ସହିତ ଲଢ଼ିଲେ ୨ ପୋଷା କୁକୁର

ଭୋପାଳ,୪।୬: ପୋଷା କୁକୁର ମାଲିକ ଜୀବନ ବଞ୍ଚାଇବା ନୂଆ ନୁହେଁ। ଏବେ ମଧ୍ୟପ୍ରଦେଶ ସିବାନି ଜିଲାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାତୀୟ ଅଭୟାରଣ୍ୟ...

ବିନା ନିମନ୍ତ୍ରଣରେ ଇଫତାର୍‌ ପାର୍ଟିରେ ପହଞ୍ଚିବାରୁ ତଡା ଖାଇଲେ ଯୁବକ: ସେହି ରାଗରେ କଲେ ଏମିତି

ଲକ୍ଷ୍ନୌ, ୨୬।୫: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକଙ୍କୁ ବିନା ନିମନ୍ତ୍ରଣରେ ଇଫତାର୍‌ ପାର୍ଟିରେ ପହଞ୍ଚିଯାଇଥିବାରୁ ତଡା ଖାଇବାକୁ...

କାନ୍ଥରେ ଆତଙ୍କାବାଦୀଙ୍କ ଯୋଜନା ଦେଖି ଚିନ୍ତାରେ ପୋଲିସ

ମୁମ୍ବାଇ,୪।୬: ନଭି ମୁମ୍ବାଇ ଓରଣର ଏକ ବ୍ରିଜ୍‌ର କାନ୍ଥରୁ ଆତଙ୍କବାଦୀଙ୍କ ସହ ଜଡିତ ଥିବା ଏକ ବାର୍ତ୍ତା ପୋଲିସକୁ ମିଳିଛି। ଏହି ବାର୍ତ୍ତାରେ ଆତଙ୍କବାଦୀ ସଂଗଠନ...

ଭାଜପା ପାଇଁ ପ୍ରଚାର କଲେ ରେସ୍‌ଲର ଖଲି

କୋଲକାତା,୨୬।୪: ଚଳିତ ଲୋକ ସଭା ନିର୍ବାଚନରେ କେତେଜଣ ବଲିଉଡ୍‌ ସେଲିବ୍ରିଟି, ସ୍ପୋର୍ଟସ୍‌ ପର୍ସନ୍‌ ରାଜନୀତି ମଇଦାନକୁ ଆସିଥିବା ଦେଖାଯାଇଛି। ଏହି କ୍ରମରେ ରେସଲର ଦଲିପ ସିଂ...

ଶ୍ରୀଜୀଉଙ୍କ ନୀଳାଦ୍ରିବିଜେର ସିଧା ପ୍ରସାରଣ ଦେଖନ୍ତୁ ପୁରୀରୁ


selfi corner

ଧରିତ୍ରୀ କାର୍ଟୁନ

Model This Week

Why Dharitri

Leave a comment

Your email address will not be published. Required fields are marked *