ବାଂଲାଦେଶରେ ମାଲଗାଡ଼ି ସହିତ ଧକ୍କା ହେଲା ଯାତ୍ରୀବାହୀ ଦୁଇ ଟ୍ରେନ୍, ୧୫ ମୃତ ଶତାଧିକ ଆହତ

ନୂଆଦିଲ୍ଲୀ,୨୩/୧୦: ସୋମବାର ବାଂଲାଦେଶରେ ଘଟିଥିବା ଏକ ଭୟଙ୍କର ରେଳ ଦୁର୍ଘଟଣାରେ ୧୫ ଅଧିକ ଲୋକେ ମୃତ୍ୟ ବରଣ କରିଥିବା ବେଳେ ଶହେରୁ ଅଧିକ ଲୋକେ ଆହତ ହୋଇଛନ୍ତି। ପୂର୍ବ ଭୈରବ ସହରରେ ଏକ ମାଲବାହୀ ଟ୍ରେନ୍ ବିପରୀତ ଦିଗକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ଧକ୍କା ଦେଇଥିଲା, ଯେଉଁଥିରେ ଦୁଇଟି ଯାତ୍ରୀବାହୀ ବଗି ଓଲଟି ପଡିଥିବା ଅଧିକାରୀ କହିଛନ୍ତି।

ରାଜଧାନୀ ଢାକାଠାରୁ ୬୦ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ଭୈରାବର ଜଣେ ସରକାରୀ ପ୍ରଶାସକ ସାଦିକୁର ରହମାନ କହିଛନ୍ତି ଯେ ଆମେ ୧୫ ଟି ମୃତଦେହ ଉଦ୍ଧାର କରିଛୁ, ଅନେକ ଆହତ ହୋଇଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଓଲଟି ପଡିଥିବା ବଗି ତଳେ ଅନେକ ମୃତ ଦେହ ଏବେ ମଧ୍ୟ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅଧିକାରୀ କହିଛନ୍ତି।

ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଖରାପ ଭିତ୍ତିଭୂମି ସାଙ୍ଗକୁ ବିପର୍ଯ୍ୟସ୍ତ ସିଗନାଲ ବ୍ୟବସ୍ଥା ପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ସାଂଘାତିକ ଧମକ, ଭାରତକୁ ଦୁଇଆଡୁ କରିବ ଆକ୍ରମଣ!

ଇସଲାମବାଦ,୧୪।୧୧: ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ପୂର୍ବ...

ଭାରତ ଆସିବେ ବାଂଲାଦେଶର ସୁରକ୍ଷା ପରାମର୍ଶଦାତା, କାହିଁକି NSA ଅଜିତ ଡୋଭାଲ ପଠାଇଲେ ନିମନ୍ତ୍ରଣ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୪।୧୧: ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଖଲିଲ-ଉର-ରହମାନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ନଭେମ୍ବର ୨୦, ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ...

ଦୀର୍ଘତମ ଶଟ୍‌ଡାଉନ୍‌ର ଅନ୍ତ ପାଇଁ ବିଲ୍‌ରେ ସ୍ବାକ୍ଷର କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୩ା୧୧: ଆମେରିକାରରେ ଦୀର୍ଘ ୪୩ ଦିନ ହେଲା ଶଟ୍‌ଡାଉନ୍‌ ଲାଗିରହିଥିବା ବେଳେ ଏହାର ଅନ୍ତ ଘଟାଇବା ପାଇଁ ଆସିଥିତ୍ବା ବ୍ୟୟମଞ୍ଜୁରୀ ବିଲ୍‌ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌...

ୟୁନୁସଙ୍କୁ ଅଲଟିମେଟମ, ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି…, ସ୍ବଦେଶ ଫେରିବାକୁ ସର୍ତ୍ତ ରଖିଲେ ଶେଖ ହସିନା

ଢାକା,୧୩।୧୧: ବାଂଲାଦେଶର ବହିଷ୍କୃତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ ତାଙ୍କ ସ୍ବଦେଶ ଫେରିବା ତିନୋଟି କାରଣ ଉପରେ ନିର୍ଭର କରେ: ଅଂଶଗ୍ରହଣକାରୀ ଗଣତନ୍ତ୍ରର...

ପୃଥିବୀ ପ୍ରତି ମାଡ଼ି ଆସୁଛି ଭୟଙ୍କର ବିପଦ, ଭାରତ ସମେତ ଏସବୁ ଦେଶ ହେବେ ପ୍ରଭାବିତ

ବ୍ରୁସ୍‌ଲେସ୍‌,୧୪ା୧୧: ପୃଥିବୀ ପ୍ରତି ମାଡ଼ି ଆସୁଛି ଭୟଙ୍କର ବିପଦ । ଯାହାକୁ ନେଇ ଏବେଠୁ ଚେତାବନୀ ଦେଇଛନ୍ତି ବୈଜ୍ଞାନିକ। ସେମାନେ କହିଛନ୍ତି, ଆଟ୍‌ଲାଣ୍ଟିକ୍‌ ମହାସାଗରର ମୁଖ୍ୟ...

ଦିଲ୍ଲୀ ବିସ୍ଫୋରଣ ପରେ ଡରିଗଲାଣି ପାକିସ୍ତାନ! ଖ୍ବାଜା ଆସିଫ କହିଲେ…

ଇସଲାମାବାଦ,୧୩।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଆତଙ୍କବାଦକୁ ପାଳନ କରୁଥିବା ପାକିସ୍ତାନର ଚିନ୍ତାକୁ ବୃଦ୍ଧି କରିଛି। ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ପରେ, ଇସଲାମାବାଦ କୋର୍ଟ ପରିସରରେ...

ଆଫଗାନିସ୍ତାନର ନିଶା ବ୍ୟବସାୟ ଦୁର୍ବଳ କରିବାକୁ ଆକାଶ ମାର୍ଗରୁ ଏପରି କରିଥିଲା ଆମେରିକା

ୱାଶିଂଟନ୍/କାବୁଲ୍,୧୩।୧୧: ଆମେରିକାର ଗୋଇନ୍ଦା ଏଜେନ୍ସି ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି (CIA) ଆଫଗାନିସ୍ତାନର କୋଟି କୋଟି ଡଲାରର ହେରୋଇନ୍ ବ୍ୟବସାୟକୁ ଦୁର୍ବଳ କରିବା ପାଇଁ ୨୦୦୪ ରୁ...

ଚାଇନାର ଉଡ଼ାଇଲା ‘ରହସ୍ୟମୟ ଡ୍ରାଗନ୍‌’: ବିଶ୍ୱରେ ଖେଳିଗଲା ହଇଚଇ

ବେଜିଂ,୧୩।୧୧: ଚାଇନାର ନୂତନ ଅତ୍ୟାଧୁନିକ ଷ୍ଟେଲ୍ଥ ଡ୍ରୋନ GJ-11ର ଏକ ଭିଡିଓ ପ୍ରକାଶ କରି ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି। ପିପୁଲ୍ସ ଲିବରେସନ ଆର୍ମି ବାୟୁସେନା...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri