ଗ୍ଲାମରସ ଲୁକ୍‌ରେ ଦୀପିକା

ମୁମ୍ବାଇ,୨୭।୫: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍‌ର ଷ୍ଟାଇଲିସ୍‌ ଆଇକୋନ ଭାବେ ବେଶ୍‌ ଜଣାଶୁଣା। କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ନିକଟରେ ସେ ନିଜର ସୋସିଆଲ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ହଳିଦିଆ ରଙ୍ଗର ଫ୍ରିଲ ଶାଢ଼ୀ ପିନ୍ଧିଥିବା ବେଳେ ଗୋଲଡେନ ରଙ୍ଗର କାନଫୁଲ ତାଙ୍କୁ ଗ୍ଲାମରସ୍‌ ଲୁକ୍‌ ଦେଇଛି। କେଶରେ ବନ କରିବା ସହ ମିନିମଲ ମେକ୍‌ଅପ୍‌, ନ୍ୟୁଡ ଲିପ୍‌ଷ୍ଟିକ ଓ ଗଗଲସ୍‌ରେ ସେ ବହୁ ସୁନ୍ଦର ନଜର ଆସିଛନ୍ତି। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୂର୍ବରୁ ତାଙ୍କର ଲାଇମ ଗ୍ରୀନ ଡ୍ରେସ୍‌ ସବୁଠାରୁ ଚର୍ଚ୍ଚାରେ ରହିଥିଲା। ଦୀପିକା ଏବେ ନିଜର ଅପ୍‌କମିଂ ଫିଲ୍ମ ଛପାକ ପାଇଁ ବ୍ୟସ୍ତ ଅଛନ୍ତି। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସେ ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ନଜର ଆସିବେ।


All Right Reserved By

କେବଳ ବନ୍ଧୁତା

କ’ଣ କରିବେ ଦିଶା ପଟାନି-ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମ ହତ୍ୟା। ଅର୍ଥାତ୍‌ ସେ ଦୋଛକିରେ ପଡିଯାଇଛନ୍ତି। ଟାଇଗର ଶ୍ରଫଙ୍କ ସହ ତାଙ୍କ...

ମିଥୁନ ଦା’ଙ୍କ କଥା ଶୁଣି କାନ୍ଦିଲେ ଜଜ୍‌

ଛୋଟ ପରଦାର ଡ୍ୟାନ୍ସ ଶୋ’ରେ ସୁପର୍‌ ଗେଷ୍ଟ ଦାୟିତ୍ୱ ନିଭାଉଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଏହି ଶୋ’ କୁନି କୁନି ପିଲାମାନେ ନିଜ ଡ୍ୟାନ୍ସ ଜରିଆରେ...

ଅର୍ଜୁନଙ୍କ ପିଲାଦିନର ଫଟୋ ଦେଖି ମଲାଇକା ଦେଲେ ଏମିତି କମେଣ୍ଟ

ଅର୍ଜୁନ କପୁର ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌ ରହୁଛନ୍ତି। ଏବେ ତାଙ୍କର ଏକ ପିଲାଦିନ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ଖେଳନା...

ଖାଦ୍ୟରେ କରିନାଙ୍କ ପସନ୍ଦ ‘ଖେଚୁଡ଼ି’, ତଥାପି ବି ସେ ଫିଟ୍‌

ମୁମ୍ବାଇ: ବଲିଉଡ୍‌ରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତାଇଲେଣି କରିନା କପୁର ଖାନ୍‌। ଅଭିନେତ୍ରୀ ଭାବେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବା ପରେ ବ୍ୟକ୍ତିଗତ ଜୀବନକୁ...

ଡିଜିଟାଲ ଦୁନିଆ ଆଡେ ନଜର ପକାଇଛନ୍ତି ଟ୍ବିଙ୍କିଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ ଖାନ୍ନା ବେଶ୍‌ କିଛି ବର୍ଷ ହେବ ବଲିଉଡ୍‌ ଦୁନିଆରୁ ଦୂରେଇ ଯାଇଛନ୍ତି। ଦେଖିବାକୁ ଗଲେ ବିବାହ ପରଠାରୁ ବୋଧହୁଏ ସେ...

ଋଷି କପୁରଙ୍କ ସ୍ବାସ୍ଥ୍ୟରେ ସୁଧାର: ଶୀଘ୍ର ଶୁଟିଂ ସେଟ୍‌କୁ ଫେରିବେ

ମୁମ୍ବାଇ,୨୧।୪: ବଲିଉଡ୍‌ ଅଭିନେତା ଋଷି କପୁର କିଛି ଦିନ ଧରି ଆମେରିକାରେ ଚିକିତ୍ସିତ ହେଉଛନ୍ତି। ତେବେ ଥାଙ୍କ ସ୍ବାସ୍ଥ୍ୟରେ ସୁଦାର ଆସିଛି। ସେ ଖୁବ୍‌ ଶୀଘ୍ର...

ଝିଅକୁ ସତ ଜଣାଇଲେ ସୁସ୍ମିତା

ମୁମ୍ବାଇ,୪।୬: ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ସୁନ୍ଦରତା ଓ ଜିରୋ ଫିଗର ସମସ୍ତଙ୍କ ମନମୋହିଥାଏ। ଏବେ ତାଙ୍କର ବ୍ୟକ୍ତିଗତ ଜୀବନିକୁ ନେଇ ସେ ଏକ ବଡ଼...

ନିଜ ବିବାହକୁ ନେଇ ରାଜ୍‌ ଖୋଲିଲେ କପିଲ

କମେଡି କିଙ୍ଗ୍‌ କପିଲ ଶର୍ମା ଗତ ବର୍ଷ ଡିସେମ୍ବରରେ ପ୍ରେମିକା ଗିନ୍ନୀ ଚତରଥଙ୍କୁ ବିବାହ କରିଥିଲେ। ଏହି ବିବାହକୁ ନେଇ ସେହି ସମୟରେ ଖୁବ୍‌ ଧମାଲ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *