Posted inଫୁରସତ

ମୃତଦେହକୁ ମିଠା ଖୁଆଇବା ପରମ୍ପରା

ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଦେଇଥାଏ। କେତେକ ପଛରେ ବିଶେଷ କାରଣ ରହିଥିବା ବେଳେ ଆଉ କେତେକ ପଛରେ ସେଭଳି କାରଣ ନ ଥାଏ। ତଥାପି ହଜାର ହଜାର ବର୍ଷ ହେବ ଏହି ପରମ୍ପରାକୁ ଲୋକେ ମାନିଆସିଛନ୍ତି। ସେମିତି ଏକ ପରମ୍ପରା ହେଉଛି ଶବ ବା ମୃତଦେହକୁ ଖୁଆଇବା ପରମ୍ପରା। ରୋମ୍‌ ସମ୍ପ୍ରଦାୟରେ ଏଭଳି ଭିନ୍ନ ପରମ୍ପରା ରହିଛି। ଏଠାରେ ମଲାପରେ ମୃତଦେହକୁ କବରକୁ ନେବା ପୂର୍ବରୁ ବିଭିନ୍ନ ପ୍ରକାରର ଖାଦ୍ୟ ଖୁଆଯାଇଥାଏ। ମିଠା ଖୁଆଇବା ସହ ମଦ ମଧ୍ୟ ପିଆଇ ଦିଆଯାଇଥାଏ।


All Right Reserved By

ଭାଜପାକୁ ଫେରିଲେ ବିଜୟ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ଶେଷରେ ଭାଜପାକୁ ପ୍ରତ୍ୟାବର୍ତ୍ତନ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ତାଙ୍କ ମାନଭଞ୍ଜନ କରିବାରେ ସଫଳ ହେଲେ ଦଳୀୟ ନେତା। ପୂର୍ବରୁ ସେ ଭାଜପାକୁ...

ଯେଉଁଠି ୫୦ ଟଙ୍କା ପାଇଁ ଲଗାଯାଏ ଜୀବନ ବାଜି

ବିଶ୍ୱରେ ଏମିତି ଅନେକ ପ୍ରକାରର ପରମ୍ପରା ରହିଛି, ଯାହା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ଆଶଙ୍କା ବି ସୃଷ୍ଟି ହୁଏ। ଏଭଳି ଏକ ପରମ୍ପରା...

ଏହି ଖମ୍ବକୁ ହାଲୁକା ଆଘାତ କଲେ ବାହାରେ ସଙ୍ଗୀତର ସାତ ଧ୍ୱନି

ହମ୍ପିର ଭଗବାନ ବିଷ୍ଣୁଙ୍କର ଅବତାର ଭିଠାଲ୍‌ଙ୍କ ବିଶାଳ ମନ୍ଦିର ଅଛି। ଏହି ମନ୍ଦିରରେ ୫୬ଟି ଖମ୍ବ ଅଛି ା ଯାହାକି ପୁରାତନ ଶିଳ୍ପକଳାର ଏକ ସୁନ୍ଦର...

ଏହି ମନ୍ଦିରରେ ଦୀପରୁ ବହେ କେଶର ଠୋପା…

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ। ଯାହାର ରହସ୍ୟର ସମାଧାନ କରିବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ...

୨୦୧୯ରେ ଭାରତର ୧୦ ଧନୀ ରାଜ୍ୟ

ଭାରତ ସର୍ବଦା ସଂସ୍କୃତି ଏବଂ ଅର୍ଥବ୍ୟବସ୍ଥା ସହିତ ଯୋଡ଼ି ହୋଇରହିଛି। ଭାରତର କିଛି ରାଜ୍ୟ ସମୃଦ୍ଧିଶାଳୀ ଭାବେ ପରିଗଣିତ। ଯେଉଁ ରାଜ୍ୟର ବାର୍ଷିକ ଆୟ ଯେତେ...

ଖୋଲିଲା ଦେଶର ପ୍ରଥମ ଡାଏନୋସର ପାର୍କ

ଗୁଜରାଟର ଖେଡ଼ା ଜିଲାରେ ପ୍ରଥମଥର ପାଇଁ ଖୋଲାଯାଇଛି ଦେଶର ପ୍ରଥମ ତଥା ବିଶ୍ୱର ତୃତୀୟ ଡାଏନୋସର ପାର୍କ। ରୟାଲି ଗାଁରେ ଥିବା ଏହି ପାର୍କଟି ୧୨୮...

ପକ୍ଷୀ ନେଲା ମାଲିକଙ୍କ ଜୀବନ

ଗୋଟିଏ ପକ୍ଷୀ ମାଲିକଙ୍କ ଜୀବନ ନେଇଯାଇଛି। ଏବେ ମନରେ ପ୍ରଶ୍ନ ଉଠୁଥିବ ମାଲିକ ଏମିତି କ’ଣ କଲେ ଯେ ସାମାନ୍ୟ ପକ୍ଷୀଟି ଜୀବନ ନେବାକୁ ପଛାଇଲାନି।...

ଫନୀ ପ୍ରକୋପରେ ବିବର୍ଣ୍ଣ ଉପକୂଳ ଓଡ଼ିଶା: ବାରମ୍ବାର ଘଟୁଛି ପ୍ରାକୃତିକ ବିପର୍ଯ୍ୟୟ, କିପରି ଅଛି ବାତ୍ୟା ପରର ଜୀବନ

ଉପକୂଳ ଓଡ଼ିଶାରେ ଏମିତି କିଛି ଗାଁ ଅଛି, ଯେଉଁଠାରେ ଲୋକେ ବାରମ୍ବାର ବନ୍ୟାବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଅନ୍ତି । ପୁଣି ଅଣ୍ଟା ଭିଡି...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *