୨୦ ତମ ରାଜ୍ୟସ୍ତରୀୟ ସ୍କ୍ବାଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା: କୋରାପୁଟକୁ ୭ ପଦକ

କୋରାପୁଟ,୩୧/୧୦(ଅମିତାଭ ବେହେରା): ଝାରସୁଗୁଡାଠାରେ ଆୟୋଜିତ ୨୦ତମ ରାଜ୍ୟସ୍ତରୀୟ ସ୍କ୍ବାଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ କୋରାପୁଟକୁ ୭ ଟି ପଦକ ପାଇ ଜିଲାପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବର ୨୪ରୁ ୨୬ ତାରିଖ ଯାଏ ଝାରସୁଗୁଡ଼ାରେ ୨୦ତମ ରାଜ୍ୟ ସ୍ତରୀୟ ସ୍କ୍ବାଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟ ଜିଲାରୁ ୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ବାଳିକା ବିଭାଗରେ କୁନ୍ଦ ମାଝୀ କେ ୩ରେ ସ୍ବର୍ଣ୍ଣ ଓ ମିକ୍ସ କେ ୧ସ୍‌ରେ ସିଲଭର ପଦକ ହାସଲ କରିଛନ୍ତି। ସେହିଭଳି ପୁରୁଷ ବିଭାଗରେ କୃଷ୍ଣଚନ୍ଦ୍ର ନାୟକ କେ -୪ ରେ ସିଲଭର ପଦକ ଓ କେ -୧ ରେ ସିଲଭର ପଦକ, ଏକଲବ୍ୟା ହିଆଲ କେ -୧ ରେ ସିଲଭର ପଦକ ଓ କେ -୧ ରେ ସିଲଭର ଏବଂ ଯୋଗେଶ୍ୱର ବେହେରା କେ -୩ରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଜଣାପଡ଼ିଛି । ହନୁମାନ ସ୍ପୋର୍ଟିଂ ଓ ଏକାଡେମୀ ଅଫ ମାର୍ଶାଲ ଆର୍ଟର ସମ୍ପାଦକ ଏକାଦଶୀ ବେହେରା ଏନେଇ ଓଡ଼ିଶା ସ୍କ୍ବାଏ ଆସୋସିଏସନର ସମ୍ପାଦକ ଏସ. ସଳାଲୁଦିନ ଓ ଆୟୋଜକ ସୁଶାନ୍ତ ଗୁପ୍ତାଙ୍କୁ ଧନ୍ୟବାଦ ଜଣାଇବା ସହିତ କୋଚ କେ.ଜଗଦୀଶ ରାଓଙ୍କୁ ମଧ୍ୟ୍ୟ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ବିହାର ନିର୍ବାଚନରେ ବିଜୟ ପୂର୍ବରୁ ପ୍ରଥମ ପ୍ରତିକ୍ରିୟା ଦେଲେ ମୋଦି, କହିଲେ ଏହା ସୁଶାସନ ସହ ବିକାଶର ହୋଇଛି ବିଜୟ

ପାଟନା,୧୪।୧୧: ପ୍ରଧାନମନ୍ତ୍ରୀ ମୋଦି ବିହାର ନିର୍ବାଚନ ଫଳାଫଳ ବିଷୟରେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ସୁଶାସନ ଜିତିଛି। ବିକାଶ ଜିତିଛି। ଜନ କଲ୍ୟାଣର ଆତ୍ମା ଜିତିଛି। ସାମାଜିକ...

Chirag Paswan : ଚିରାଗଙ୍କ ବିଜୟରେ ଝଲସି ଉଠିଲା NDA, କେମିତି ହେଲେ ବିହାର ପଲିଟିକ୍ସର ପାଓ୍ବାର ଷ୍ଟାର ଜାଣନ୍ତୁ…

ପାଟନା,୧୪।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ଭୂସ୍ଖଳନ ଏବଂ ଆଶା କରାଯାଇଥିବା ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ସବୁଠାରୁ ବଡ଼ ରାଜନୈତିକ...

ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକ ଆଣିବା ଲକ୍ଷ୍ୟ

ଦାରିଙ୍ଗବାଡି, ୧୪/୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ରାପଡାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ...

ପାକିସ୍ତାନର ସାଂଘାତିକ ଧମକ, ଭାରତକୁ ଦୁଇଆଡୁ କରିବ ଆକ୍ରମଣ!

ଇସଲାମବାଦ,୧୪।୧୧: ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ପୂର୍ବ...

ଦୀର୍ଘ ବର୍ଷ ହେବ ଯାହା ହୋଇ ନ ଥିଲା, ଗୋଟିଏ ମାସରେ କରିଦେଖାଇଲେ ବିଡ଼ିଓ: ହସୁଛି କଫି ବଗିଚା

ଦାରିଙ୍ଗବାଡି, ୧୪।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚାର ରୂପରେଖ ଗୋଟିଏ ମାସରେ ବଦଳି ଯାଇଛି ।...

ବିଜେଡି ହାତରୁ ଗଲା ନୂଆପଡ଼ା: ବିଧାୟକ ହେଲେ ଜୟ ଢୋଲକିଆ, ସନ୍ଧ୍ୟାରେ ଭେଟିବେ ମୁଖ୍ୟମନ୍ତ୍ରୀଙ୍କୁ…

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ପ୍ରକାଶ ପାଇଲା ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ଫଳାଫଳ। ବାଜି ମାରିଲେ ଜୟ ଢୋଲକିଆ। ତାଙ୍କ ପିତା ତଥା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ...

ଭାରତ ଆସିବେ ବାଂଲାଦେଶର ସୁରକ୍ଷା ପରାମର୍ଶଦାତା, କାହିଁକି NSA ଅଜିତ ଡୋଭାଲ ପଠାଇଲେ ନିମନ୍ତ୍ରଣ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୪।୧୧: ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଖଲିଲ-ଉର-ରହମାନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ନଭେମ୍ବର ୨୦, ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ...

ବିହାର ଟ୍ରେଣ୍ଡକୁ ଦେଖି ନୀତିନ ଗଡକରୀ କଲେ ବଡ଼ ଘୋଷଣା, କହିଲେ ଭାଜପାରୁ ହେବ…

ପାଟନା,୧୪।୧୧: ବିହାରରେ NDA ଏକ ବଡ଼ ବିଜୟ ଆଡ଼କୁ ଗତି କରୁଛି। ବିହାରର 243 ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ NDA 206...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri