ଓଡ଼ିଶା: ଆଜିର ଫଟୋ ( ୨୭ ଅକ୍ଟୋବର , ୨୦୨୫ )

ଭଞ୍ଜକଳା ମଣ୍ଡପରେ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସମ୍ମାନ ଉତ୍ସବରେ ଆୟୋଜିତ ନୃତ୍ୟ।

ବାତ୍ୟା ମୋନ୍ଥା ମୁକାବିଲା ପାଇଁ ବିଇଏମସି ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀକୁ ଅସହାୟ ଲୋକଙ୍କୁ ସ୍ଥାନାନ୍ତରଣ।

ସୋମବାର ଭୁବନେଶ୍ୱରର କୁଆଖାଇ ନଦୀଘାଟରେ ଛଠ୍ ପର୍ବ ଅବସରରେ ବିହାରୀ ସମ୍ପ୍ରଦାୟ ଲୋକେ ପୂଜା ଅର୍ଚ୍ଚନା କରୁଛନ୍ତି।

ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୁବନେଶ୍ୱର ନଳସାହିରେ ଜଣେ କାରିଗର ସୋଲ ଡଙ୍ଗା (ନୌକା) ତିଆରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୩ ନଭେମ୍ବର, ୨୦୨୫ )

ସୂଚନା ଭବନରେ ମୋଖ୍ୟ ଅନୁଷ୍ଠାନ ପକ୍ଷରୁ ୧୬୦୦ ଯୁଗଳବନ୍ଧୀ ଓଡ଼ିଶୀ ନୃତ୍ୟ କୋରିଓଗ୍ରାଫି ପ୍ରଦର୍ଶନ କରାଯାଇଛି ଗୁରୁବାର ସ୍ୱାଭିମାନ ଦ୍ୱାରା ଆଦିବାସୀ ପ୍ରଦର୍ଶନୀ ପଡିଆରେ ୨୫ତମ...

ଓଡ଼ିଶା: ଆଜିର ଫଟୋ ( ୧୨ ନଭେମ୍ବର, ୨୦୨୫ )

କଟକ ବାଲିଯାତ୍ରାରେ ଲୋକଙ୍କ ଗହଳି         କ୍ୟାପିଟାଲ ହାଇ ସ୍କୁଲ୍‌ରେ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ସୁରଭି’ର ଉଦ୍‌ଘାଟନ

ଓଡ଼ିଶା: ଆଜିର ଫଟୋ ( ୧୧ ନଭେମ୍ବର, ୨୦୨୫ )

ପୋଢ଼ୁଁଆଅଷ୍ଟମୀ ଅବସରରେ ନିଆଳି ମାଧବ ପୀଠର ପୋଢ଼ୁଁଆ ଭାର ଶ୍ରୀକ୍ଷେତ୍ରକୁ ନିଆଯାଉଛି     କଟକ ବାଲିଯାତ୍ରା ଅବସରରେ ମହାନଦୀରେ ନୌକା ଦୌଡ଼ ପ୍ରତିଯୋଗିତା  ...

ଓଡ଼ିଶା: ଆଜିର ଫଟୋ ( ୧୦ ନଭେମ୍ବର , ୨୦୨୫ )

ଭଞ୍ଜକଳା ମଣ୍ଡପରେ ସୃଜନୀ ଅନୁଷ୍ଠାନ ଅବସରରେ “ନାରାୟଣ ଶିଶୁ ନାଟ୍ୟ ମହୋତ୍ସବ” ରେ “ଦରିଦ୍ର ମୋଚନ” ନାଟକର ଦୃଶ୍ୟ।

ଓଡ଼ିଶା: ଆଜିର ଫଟୋ ( ୯ ନଭେମ୍ବର, ୨୦୨୫ )

କଟକ ବାଲିଯାତ୍ରା ଖାଦ୍ୟ ଷ୍ଟଲ୍ ସମ୍ମୁଖରେ ଲୋକଙ୍କ ଗହଳି     ରବିବାର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ବାହାରେ ଅପେକ୍ଷା କରିଛନ୍ତି  ...

ଓଡ଼ିଶା: ଆଜିର ଫଟୋ ( ୮ ନଭେମ୍ବର , ୨୦୨୫ )

ବାଲିଯାତ୍ରା ଗଣ କବି ବୈଷ୍ଣବ ପାଣି ମଞ୍ଚରେ ଓ ଦର୍ଶକଙ୍କ ମେଳାରେ ସଙ୍ଗୀତ ପରିବେଶନ କରୁଛନ୍ତି କଣ୍ଠ ଶିଳ୍ପୀ ସ୍ୱୟମ ପାଢୀ। ବାଲିଯାତ୍ରାରେ ଦୋଲିର ମଜା...

ଓଡ଼ିଶା: ଆଜିର ଫଟୋ ( ୭ ନଭେମ୍ବର, ୨୦୨୫ )

ଶୁକ୍ରବାର ଜନତା ମୈଦାନରେ ଇଣ୍ଡିଆନ୍ ରୋଡ୍ସ୍ କଂଗ୍ରେସ୍‌ରେ ସାଂସ୍କୃତିକ କାର୍ୟକ୍ରମ ଆୟୋଜିତ ହୋଇଛି ବାଲିଯାତ୍ରାରେ ଲୋକଙ୍କ ଗହଳି ଲୋକସଭା ଭବନରେ ଶୁକ୍ରବାର ‘ବନ୍ଦେ ମାତରମ୍’ର ୧୫୦...

ଓଡ଼ିଶା: ଆଜିର ଫଟୋ ( ୬ ନଭେମ୍ବର, ୨୦୨୫ )

କଟକ ବାଲିଯାତ୍ରାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ         କଟକ ବାଲିଯାତ୍ରା ଦ୍ୱିତୀୟ ସନ୍ଧ୍ୟାରେ ଲୋକଙ୍କ ଗହଳି...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri